ଆଣ୍ଟିଭେନମ

ଆଣ୍ଟିଭେନମ (ଇଂରାଜୀ ଭାଷାରେ Antivenom, ବା ଆଣ୍ଟିଭେନିନ /antivenin, ଭେନମ ଆଣ୍ଟିସେରମ/venom antiserum ବା ଆଣ୍ଟିଭେନମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ antivenom immunoglobulin) ଏକ ଔଷଧ ଯାହା ଆଣ୍ଟିବଡିରୁ (antibodies) ପ୍ରସ୍ତୁତ କରାଯାଏ ଓ ବିଷାକ୍ତ ଜନ୍ତୁ କାମୁଡ଼ିଥିବା (venomous) ରୋଗୀଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଉଲ୍ଲେଖନୀୟ ବିଷକ୍ରିୟା ଲକ୍ଷଣ ଥିଲେ ବା ଉଚ୍ଚମାତ୍ରାର ସଙ୍କଟ ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ । ଜନ୍ତୁର ଜାତି ଓ ପ୍ରଜାତି ଅନୁସାରେ ଆଣ୍ଟିଭେନମ ଆବଶ୍ୟକ ହୁଏ । ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।

ଆଣ୍ଟିଭେନମ
ଆଣ୍ଟିଭେନମ
Milking a snake for the production of antivenom.
Clinical data
Synonymsantivenin, antivenene
AHFS/Drugs.commonograph
Routes of
administration
injection
ATC code
  • J06
Identifiers
ChemSpider
  • none

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହୋଇପାରେ । ଏହାଦ୍ୱାରା ସେରମ ସିକନେସ (serum sickness), ଅଣନିଶ୍ୱାସି (shortness of breath), ଓ ଆନାଫାଇଲାକ୍‌ସିସ ହୋଇପାରେ । ନିର୍ଦ୍ଦିଷ୍ଟ ପ୍ରାଣୀର ବିଷ ସଂଗ୍ରହ କରି ଅନ୍ୟ ଗୃହପାଳିତ ପଶୁଙ୍କୁ କ୍ଷୁଦ୍ର ପରିମାଣରେ ଇଞ୍ଜେକସନ ଦିଆଯାଏ । ଏହି ଗୃହପାଳିତ ପଶୁଙ୍କଠାରୁ ଆଣ୍ଟିବଡି ସଂଗ୍ରହ କରି ପରିସ୍କାର କରାଯାଏ । ବୁଢ଼ିଆଣି ଦଂଶନ (spider bites), ସାପ କାମୁଡ଼ା (snake bites), ମାଛ କାମୁଡ଼ା (fish stings) ଓ ବିଛା ଦଂଶନ ‌(scorpion stings) ନିମନ୍ତେ ଭିନ୍ନ ଭିନ୍ନ ଧରଣର ଆଣ୍ଟିଭେନିନ ମିଳେ ।

ସନ ୧୮୦୦ରେ ପ୍ରଥମେ ଆଣ୍ଟିଭେନିନ ପ୍ରସ୍ତୁତ କରାଯାଇଥିଲା ଓ ୧୯୫୦ ମସିହାରୁ ବ୍ୟବ‌ହାର କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ପ୍ରକାର ଅନୁସାରେ ଏକ ଭାଏଲର ମୂଲ୍ୟ ୯.୦୦ରୁ ୧୧୮.୮୦ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୨,୩୦୦୦ ଆମେରିକୀୟ ଡଲାର । }}

ଆଧାର

Tags:

en:antibodiesen:venom (poison)

🔥 Trending searches on Wiki ଓଡ଼ିଆ:

ଗୁରୁ ପ୍ରସାଦ ମହାନ୍ତିଗଣ୍ଡାଶ୍ରୀନିବାସ ରାମାନୁଜନଇଣ୍ଡୋନେସିଆଗାଲୁଆସାଇକେଲରାଜକିଶୋର ରାୟଓଡ଼ିଆ ଖବରକାଗଜ ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଶା ବିଧାନ ସଭାଉତ୍କଳ ଦିବସହୃଷୀକେଶ ମଲ୍ଲିକଉଦ୍ଭିଦ ବିଜ୍ଞାନବିଶ୍ୱତାପନଏଞ୍ଜେଲା ମେର୍କେଲ୍ରସଗୋଲାଶଙ୍କରାଚାର୍ଯ୍ୟଧନୁ (ରାଶି)ପଖାଳପ୍ରଦୀପ କୁମାର ପାଣିଗ୍ରାହୀଖାସି ମାଂସ ତରକାରୀଫସ୍‌ଫରସସ୍ଥୌଲ୍ୟତାଉତ୍କଳ ବ୍ରାହ୍ମଣଦୀପକ ମିଶ୍ରପର୍ଫେନାଜାଇନଉଇକିଅଭିଧାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସରସ୍ୱତୀ ସମ୍ମାନଶତ୍ରୁଘ୍ନ ପାଣ୍ଡବକାଳୀଚରଣ ପଟ୍ଟନାୟକଗ୍ରହବ୍ରାଉଜରମୁମ୍ବାଇବଳରାମ ଦାସପୂର୍ଣ୍ଣଚ୍ଛେଦଉତ୍କଳ ଦୀପିକାଗୋପୀନାଥ ମହାନ୍ତିବାଘଅନନ୍ତ ପଟ୍ଟନାୟକନଅତୁଣ୍ଡୀଅଲାରନାଥ ମନ୍ଦିରଜହ୍ନବାରବାଟି ଦୁର୍ଗଓଡ଼ିଆ ଲିପିଆଶୁତୋଷ ପରିଡ଼ାଅପରେଟିଙ୍ଗ ସିଷ୍ଟମଭୁବନେଶ୍ୱର ବେହେରାନବଗୁଞ୍ଜରବାଙ୍କୀଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦେବୁ ବୋଷଲକ୍ଷ୍ମୀନାରାୟଣ ସାହୁ୧୯୬୧ଉଦୟନାଥ ଷଡ଼ଙ୍ଗୀରମାକାନ୍ତ ରଥହେମୋଫିଲିଆପ୍ରସନ୍ନ କୁମାର ପଣ୍ଡାଓଡ଼ିଶା ପ୍ରିମିଅର ଲିଗସୌଭାଗ୍ୟ କୁମାର ମିଶ୍ରକୁନ୍ତଳା କୁମାରୀ ସାବତଫେବୃଆରୀ ୨୯ଇଣ୍ଟରନେଟସାରଳା ଦାସଅଗ୍ନ୍ୟାଶୟ ଅକ୍ଷମତା୨୦୦୬ଫକୀର ମୋହନ ସେନାପତିଚୈତନ୍ୟବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ସଂସଦପାପୁଆ ନିଉ ଗିନି🡆 More