ଆଡାପାଲେନ

ଆଡାପାଲେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡିଫେରିନ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅନ୍ୟାନ୍ୟ ବ୍ୟବହାରରେ ମଲ୍ଲୁକମ୍ କଣ୍ଟାଜିଓସମ୍ ଏବଂ ଆକ୍ଟିନିକ୍ କିରାଟୋସେସ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଚର୍ମରେ ପ୍ରୟୋଗ କରାଯାଏ ।

ଆଡାପାଲେନ
ଆଡାପାଲେନ
ଆଡାପାଲେନ
Clinical data
Trade namesDifferin, Pimpal, Gallet, Adelene, others
AHFS/Drugs.commonograph
MedlinePlusa604001
data
Pregnancy
category
  • AU: D
Routes of
administration
Topical
Legal status
Legal status
  • AU: S4 (Prescription only) / S3
  • CA: ℞-only
  • UK: POM (Prescription only)
  • US: OTC / Rx-only
Pharmacokinetic data
BioavailabilityVery low
ExcretionBile
Identifiers
IUPAC name
  • 6-[3-(1-adamantyl)-4-methoxyphenyl]naphthalene-2-carboxylic acid
ECHA InfoCard100.149.379 Edit this at Wikidata
Chemical and physical data
FormulaC28H28O3
Molar mass୪୧୨.୫୩ g·mol−1
3D model (JSmol)
SMILES
  • COC1=C(C=C(C=C1)C2=CC3=C(C=C2)C=C(C=C3)C(=O)O)C45CC6CC(C4)CC(C6)C5
InChI
  • InChI=InChI=1S/C28H28O3/c1-31-26-7-6-23(21-2-3-22-12-24(27(29)30)5-4-20(22)11-21)13-25(26)28-14-17-8-18(15-28)10-19(9-17)16-28/h2-7,11-13,17-19H,8-10,14-16H2,1H3,(H,29,30) checkY
  • Key:LZCDAPDGXCYOEH-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଚର୍ମରୁ ଚୋପା ଉଠିବା, ଶୁଖିଲା ଚର୍ମ ଏବଂ ଗଲୁ ହୋଇପାରେ ।| ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସୌରାଘାତ ହୋଇପାରେ | ତାଜାରୋଟିନ୍ ଅପେକ୍ଷା ଏହା କମ୍ ଉତ୍ତେଜନା ସୃଷ୍ଟି କରିପାରେ । ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । ଏହା ଏକ ତୃତୀୟ ପିଢ଼ୀର ରେଟିନଏଡ୍ ଏବଂ ରେଟିନୋଇକ୍ ଏସିଡ୍ ରିସେପ୍ଟର (RAR) ସହିତ ଅନୁବନ୍ଧିତ ହୁଏ । ସୂର୍ଯ୍ୟକିରଣର ସମ୍ମୁଖୀନ ହେଲେ ଟ୍ରେଟିନୋଏନ୍ ଏବଂ ତାଜାରୋଟେନ୍ ତୁଳନାରେ ଏହା ଅଧିକ ସ୍ଥିର ଅଟେ ।

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଡାପାଲେନ୍ ଅନୁମୋଦିତ ହୋଇଥିଲା। ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ମଲମର ମୂଲ୍ୟ ୧୬ ପାଉଣ୍ଡ ଅଟେ। ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୫ ଡଲାର ଅଟେ। ଏହା ମଧ୍ୟ ବେନୋଜୋଏଲ୍ ପେରକ୍ସାଇଡ୍ ମିଶ୍ରଣ ହୋଇ ବିଲ୍ରୟ ହୋଇଥାଏ |

ଆଧାର

Tags:

ବ୍ରଣମୋଲୁସ୍କମ କୋଣ୍ଟାଜିଓସମ

🔥 Trending searches on Wiki ଓଡ଼ିଆ:

ହନୁମାନଗୋଦାବରୀଶ ମହାପାତ୍ରରାଜା ରାମମୋହନ ରାୟପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଆଣ୍ଡାମାନ ସାଗରଡାକ ମୁନସୀଭାରତୀୟ ଜାତୀୟ କଂଗ୍ରେସ୨୮ ଫେବୃଆରୀକଳାହାଣ୍ଡି ଜିଲ୍ଲାସୋନପୁର ରାଜ୍ୟଛାରପୋକସୁଇଜରଲ୍ୟାଣ୍ଡ୧୬୬୫ପାରାଦୀପ ବନ୍ଦରଦୀପକ ମିଶ୍ରତ୍ରିପୁରା ମିଶ୍ର୧୯ ମାର୍ଚ୍ଚପ୍ରହ୍ଲାଦ ନାଟକଭକ୍ତ ଚରଣ ଦାସ (ରାଜନେତା)ଧର୍ମେନ୍ଦ୍ର ପ୍ରଧାନଶଙ୍କରାଚାର୍ଯ୍ୟକାଗଜଅନ୍ନଦା ଶଙ୍କର ରାୟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବଉଳନଅତୁଣ୍ଡୀଗର୍ଭାଶୟ କର୍କଟଆଶୁତୋଷ ପରିଡ଼ାଉଦୟନାଥ ଷଡ଼ଙ୍ଗୀବିର୍ସା ମୁଣ୍ଡାକଖାରୁ ଫୁଲ ଭଜାଚାରି ଧାମଅଣ୍ଡାଭଗବତୀ ଚରଣ ପାଣିଗ୍ରାହୀଭୃସଙ୍ଗ ଗଛଯୁକ୍ତରାଜ୍ୟଆର୍ଯ୍ୟଭଟ୍ଟନିର୍ମଳା (ଉପନ୍ୟାସ)ଭାରତର ଜାତୀୟ ପତାକାପ୍ରତିଭା ଶତପଥୀସମୟ (କାଳ)ବିଶ୍ୱତାପନସାରଳା ମନ୍ଦିରବିଶ୍ୱ ମ୍ୟାଲେରିଆ ଦିବସବାଙ୍କୀଦାମୋଦର ରାଉତଉପନିଷଦପୁନମ ମିଶ୍ରମାୟାଧର ମାନସିଂହବଳଦେବଜୀଉ ମନ୍ଦିରବନ୍ଦେ ଉତ୍କଳ ଜନନୀଜାଭା (ପ୍ରୋଗ୍ରାମିଂ ଭାଷା)ସୀତାକାନ୍ତ ମହାପାତ୍ରଦୁର୍ଗା ପୂଜାଗୁଗଲପ୍ରତିଭା ରାୟଶ୍ରାଦ୍ଧଚବିଶ ଗୁରୁମହିଳା ଯୌନାଙ୍ଗ ଛେଦନଉପେନ୍ଦ୍ର ଭଞ୍ଜସେଇ ଝିଅଟିଭାଷାଜ୍ୟୋତିର୍ଲିଙ୍ଗଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅପରେଟିଙ୍ଗ ସିଷ୍ଟମ୭ (ସଂଖ୍ୟା)ଜଗନ୍ନାଥ ମନ୍ଦିରଓଡ଼ିଆ ଖବରକାଗଜ ତାଲିକାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)🡆 More