ଆଜେଲାଷ୍ଟାଇନ

ଆଜେଲାଷ୍ଟାଇନ, ଏକ ବିକ୍ରୟ ନାମ ଅପ୍ଟିଭାର୍, ଏକ ଔଷଧ ଯାହା ମୁଖ୍ୟତଃ ଆଲର୍ଜି ରାଇନାଇଟିସ୍ (ହେ ଜ୍ୱର)ର ଚିକିତ୍ସା ପାଇଁ ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ଏବଂ ଆଲର୍ଜି କଞ୍ଜକ୍ଟିଭାଇଟିସ୍ ପାଇଁ ଆଖିରେ ବୁନ୍ଦା ପକାଯାଏ | ଆଜ୍‌ମା ଏବଂ ଚର୍ମ ରାସ ନିମନ୍ତେ ଏହା ପାଟିରେ ଦିଆଯାଏ | ଆଖିରେ ବ୍ୟବହୃତ ହେଉଥିବା ସମୟରେ କିଛି ମିନିଟ ମଧ୍ୟରେ ଏବଂ ନାକରେ ବ୍ୟବହୃତ ହେଉଥିବା ବେଳେ ଏକ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ | ପ୍ରଭାବ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ |

ଆଜେଲାଷ୍ଟାଇନ
ଆଜେଲାଷ୍ଟାଇନ
ଆଜେଲାଷ୍ଟାଇନ
Clinical data
Trade namesAstelin, Optivar, Allergodil, others.
AHFS/Drugs.commonograph
MedlinePlusa603009
data
Pregnancy
category
  • US: C (Risk not ruled out)
Routes of
administration
Eye drops, nasal spray, by mouth
Legal status
Legal status
  • AU: S2 (Pharmacy only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability40% (intranasal)
Elimination half-life22 hours
Identifiers
IUPAC name
  • (RS)-4-[(4-Chlorophenyl)methyl]-2-(1-methylazepan-4-yl)-phthalazin-1-one
ECHA InfoCard100.133.278 Edit this at Wikidata
Chemical and physical data
FormulaC22H24ClN3O
Molar mass୩୮୧.୯0 g·mol−1
3D model (JSmol)
SMILES
  • Clc1ccc(cc1)CC\3=N\N(C(=O)c2ccccc2/3)C4CCCN(C)CC4
InChI
  • InChI=1S/C22H24ClN3O/c1-25-13-4-5-18(12-14-25)26-22(27)20-7-3-2-6-19(20)21(24-26)15-16-8-10-17(23)11-9-16/h2-3,6-11,18H,4-5,12-15H2,1H3 checkY
  • Key:MBUVEWMHONZEQD-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରାଳୁ, ସ୍ୱାଦ ପରିବର୍ତ୍ତନ ଏବଂ ଗଳା ଯନ୍ତ୍ରଣା ହୋଇପାରେ | ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। ଏହା ଦ୍ୱିତୀୟ ପିଢ଼ୀର ଏକ ଆଣ୍ଟିହିଷ୍ଟାମିନ ଏବଂ ହିଷ୍ଟାମିନ ସ‌ହିତ ଆହୁରି ଅନେକ ପ୍ରଦାହ ମେଡିଏଟରକୁ ଅବରୋଧ କରି କାର୍ଯ୍ୟକ୍ଷନ ହୁଏ ।

ଆଜେଲାଷ୍ଟାଇନ ୧୯୭୧ ମସିହାର ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୬ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା | ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ୨୨ ମିଲିଲିଟର ବୋତଲ ୨୦୧୯ ସୁଦ୍ଧା ମୂଲ୍ୟ ୧୦.୫୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୮.୪୦ ଆମେରିକୀୟ ଡଲାର ଅଟେ । ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୯୭ତମ ସାଧାରଣତ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା |

ଆଧାର

Tags:

ଆଜ୍‌ମାଆଲର୍ଜିକ ନାକ ପ୍ରଦାହ

🔥 Trending searches on Wiki ଓଡ଼ିଆ:

ସୂର୍ଯ୍ୟବଂଶୀ ସୂରଜସରୋଜିନୀ ନାଇଡୁଚିଲିକା ହ୍ରଦପଙ୍କଜ ଉଧାସପ୍ରଥମ ଭାସ୍କରରାଜକିଶୋର ପଟ୍ଟନାୟକଭୂଗୋଳଭାନୁଜୀ ରାଓଓଡ଼ିଆ ସାହିତ୍ୟହେମନ୍ତ କୁମାର ଦାସତୁଳସୀ ଗଛଜାପାନ ସାଗରଦେବସ୍ନାନ ପୂର୍ଣ୍ଣିମାଥାଲକୁଡ଼ିଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବି. ଆର. ଆମ୍ବେଦକରଇତିହାସକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ସଂସ୍କୃତିସୁଇଜରଲ୍ୟାଣ୍ଡଅଂଶୁପା ହ୍ରଦପ୍ରାଣବନ୍ଧୁ କରଭାରତର ସଂସଦଓଡ଼ିଶାଆପେଣ୍ଡିସାଇଟିସଦୀପା ସାହୁ (୧୯୮୫ ଜନ୍ମ)ଓଡ଼ିଶା ପ୍ରିମିଅର ଲିଗଶରତ କୁମାର ମହାନ୍ତିଉତ୍କଳ ସଙ୍ଗୀତ ମହାବିଦ୍ୟାଳୟବଉଳଇଂଲଣ୍ଡଅକ୍ଷୟ ତୃତୀୟାପାଇକ ବିଦ୍ରୋହଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱତାପନ୦ (ସଂଖ୍ୟା)ଜଗନ୍ନାଥଙ୍କ ବେଶଚାନ୍ଦ୍ରମାସସାଇକେଲ୧୯ ମାର୍ଚ୍ଚଆନ୍ତର୍ଜାତିକ ମହିଳା ଦିବସଭଣ୍ଡ ଗଣେଶସମୀର ରଞ୍ଜନ ଦାଶଫକୀର ମୋହନ ସେନାପତିଶୈଳବାଳା ଦାସପଥ ଓ ପୃଥିବୀଫତୁରାନନ୍ଦସତ୍ୟନାରାୟଣ ରାଜଗୁରୁପାରମିତା ଶତପଥୀରାମକୃଷ୍ଣ ପରମହଂସଲସିମୌଳିକ ସଂଖ୍ୟାତୃପ୍ତି ଦାସବଳରାମ ଦାସଉଦ୍ଭିଦ ବିଜ୍ଞାନଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୋଷ୍ଠକାଠିନ୍ୟନଟବର ସାମନ୍ତରାୟରାମାବତାରମ୍ଦେବଗଡ଼ ଜିଲ୍ଲାଆଖିହରିପ୍ରସାଦ ଚୌରାଶିଆଦଶାବତାରଇଣ୍ଟରନେଟଜୟୀରାମ ସାମଲପୂରଣବାଚକ ସଂଖ୍ୟା🡆 More