ଅଶକର ସୌଦାନ: ଭାରତୀୟ ଅଭିନେତା

ଅଶକର ସୌଦାନ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମାଲାୟାଲମ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୫ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଥାସ୍କର୍‌ଭୀରନ୍, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରମୋଦ ପାପ୍ପନ ।

ଅଶକର ସୌଦାନ
ଅଶକର ସୌଦାନ: ପେଷା, ଅଭିନୀତ କଥାଚିତ୍ର, ଆଧାର
ଜନ୍ମ
ଥଲାୟୋଲାପରମ୍ଭୁ, କୋଟ୍ଟାୟମ୍, କରେଳ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନମହାରାଜାସ୍ କଲେଜ, ଇର୍ନାକୁଲମ୍
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୫–ଏବେଯାଏଁ
ସମ୍ପର୍କୀୟମାମ୍ମୁଟ୍ଟୀ (ସମ୍ପର୍କୀୟ), ଦୁଲକର୍ ସଲମାନ (ସମ୍ପର୍କୀୟ ଭାଇ), ମକବୁଲ୍ ସଲମାନ (ସମ୍ପର୍କୀୟ ଭାଇ)

ପେଷା

୨୦୦୫ରେ ମାମୋନ୍ତିଙ୍କ ସହ ଥାସ୍କର୍‌ଭୀରନ୍‌ରେ ଏକ ଛୋଟ ଭୂମିକାରେ ଅଭିନୟ କରିବା ପରେ ୨୦୦୯ରେ ସେ ସୁରେନ୍ଦ୍ରନ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଇଭାର ବିବାହିତାରାୟାଲରେ ଅଭିନୟ କରିଥିଲେ । ଏହାପରେ ୨୦୧୪ ମସିହାରେ ସେ ଜେସପାଲ୍ ଶାନମୁଗମଙ୍କ ନିର୍ଦ୍ଦେଶିତ କଥାଚିତ୍ର ମିତ୍ରମରେ ଅଭିନୟ କରିଥିଲେ । ସେ କୋଲାମାସ୍, ମୂନମ୍ ପ୍ରଳୟମ୍, ଏନ୍ନୋଡ଼ୁ ପାରା ଆଇ ଲଭ୍ ୟୁ ଏନ୍ନୁ, ମେରେ ପ୍ୟାରେ ଦେଶବାସୀୟୋମ୍ ଏବଂ ବାଲ୍ଲିକେଟୁ ଭଳି ଅନେକ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୫ ଥାସ୍କର୍‌ଭୀରନ୍‌ ମାଲାୟାଲମ୍ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୯ ଇଭାର ଭିଭିଥାଇରାୟାଲ୍ ବିବେକଙ୍କ ବନ୍ଧୁ ମାଲାୟାଲମ୍
2014 ମିତ୍ରମ୍ ମାଲାୟାଲମ୍
2016 କୋଲାମାସ୍ ମାଲାୟାଲମ୍
2019 ମୂନମ୍ ପ୍ରଳୟମ୍ ମାଲାୟାଲମ୍
ଏନ୍ନୋଡ଼ୁ ପାରା ଆଇ ଲଭ୍ ୟୁ ଏନ୍ନୁ ମାଲାୟାଲମ୍
ମେରେ ପ୍ୟାରେ ଦେଶବାସୀୟୋମ୍ ମାଲାୟାଲମ୍
ବାଲ୍ଲିକେଟୁ ମାଲାୟାଲମ୍
2022 ଆନନ୍ଦକଲ୍ୟାଣମ୍ ମାଲାୟାଲମ୍

ଆଧାର

ବାହାର ଲିଙ୍କ୍

Tags:

ଅଶକର ସୌଦାନ ପେଷାଅଶକର ସୌଦାନ ଅଭିନୀତ କଥାଚିତ୍ରଅଶକର ସୌଦାନ ଆଧାରଅଶକର ସୌଦାନ ବାହାର ଲିଙ୍କ୍ଅଶକର ସୌଦାନ

🔥 Trending searches on Wiki ଓଡ଼ିଆ:

କୋଣାର୍କ ସୂର୍ଯ୍ୟ ମନ୍ଦିରଚାରି ଧାମହରପ୍ରସାଦ ଦାସପାର୍କିନ୍‌ସନ୍ ରୋଗବିଶ୍ୱନାଥ କରନନ୍ଦ କିଶୋର ବଳଦ୍ୱିତୀୟ ବିଶ୍ୱଯୁଦ୍ଧରାବଣମଦର ଟେରେସାଶ୍ରୀ ଦେବ ରାମେଶ୍ଵର ମନ୍ଦିରଆପେଣ୍ଡିସାଇଟିସଭାରତର ଜାତୀୟ ପତାକାଧର୍ମରାମକୃଷ୍ଣ ପରମହଂସଶବ୍ଦ (ଧ୍ୱନି)ଲିଚୁ୬୧୬ପ୍ରଧାନ ପୃଷ୍ଠାପ୍ରଥମ ବିଶ୍ୱଯୁଦ୍ଧବ୍ରାହ୍ମଣଚୁଡ଼ାମିଳିମିଳାଓଡ଼ିଆ ସାହିତ୍ୟଧଉଳିସରଳା ଦେବୀଭଗବତ ଗୀତାଗାଈସିକ୍ଲ ସେଲ୍ ରୋଗବିନୋଦ ଚନ୍ଦ୍ର ନାୟକଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୨୪ ଅପ୍ରେଲସୁନାଓଡ଼ିଶାର କଳାଭାରତର ନଦୀ ସମୂହର ତାଲିକା୪ ଅପ୍ରେଲମଦନମୋହନ ମିଶ୍ରପକ୍ଷୀକଟକ ଜିଲ୍ଲାସୂର୍ଯ୍ୟୋଦୟଓଡ଼ିଆ କଥାଚିତ୍ର ଜଗତଶାମ୍ବ (କୃଷ୍ଣଙ୍କ ପୁତ୍ର)କରଣ (ଜାତି)ଜବାହରଲାଲ ନେହେରୁଓଡ଼ିଆ ନବବର୍ଷମହାନଦୀବିଶ୍ୱନାଥ ଦାସଅକ୍ଷୟ ତୃତୀୟାହୃଷୀକେଶ ପଣ୍ଡାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଗଙ୍ଗାଧର ମେହେରରାଶି ଓ ନକ୍ଷତ୍ରଧର୍ମଗଡ଼ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତାମିଲ ଭାଷାଗୋମୁହାଁ କୁମ୍ଭୀରଅହିଂସାଭିତରକନିକା ଜାତୀୟ ଉଦ୍ୟାନପଞ୍ଚକନ୍ୟାବାଳୀଗୋଦାବରୀଶ ମିଶ୍ରକାନନ ମିଶ୍ରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମୟୂର୨୬ ଅପ୍ରେଲବିଜୁ ପଟ୍ଟନାୟକଶିମିଳିପାଳ ଜାତୀୟ ଉଦ୍ୟାନ🡆 More