ଅର୍ମାଞ୍ଝି

]

ଅର୍ମାଞ୍ଝି
village
Countryଅର୍ମାଞ୍ଝି India
StateJharkhand
DistrictRanchi
Elevation
607 m (1,991 ft)
Languages
Time zoneUTC+5:30 (IST)
PIN
835219
ଯାନବାହାନ ପଞ୍ଚୀକରଣJH
Coastline0 kilometres (0 mi)

ଅର୍ମାଞ୍ଝି  , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା ଏକ ପିକ୍ନିକ ସ୍ଥଳ ହିସାବରେ ଅଞ୍ଚଳରେ ପ୍ରସିଦ୍ଧ । ଏଠାରେ ଆପ୍ପୋଲୋ ଓ HCG ନାମକ ଦୁଇଟି ବୃହତ ହସ୍ପିଟାଲ , ସିକିଦିରି ଜଳବିଦ୍ୟୁତ ପ୍ରକଳ୍ପ ରହିଛି । 

ଭୌଗୋଳିକ ଅବସ୍ଥିତି 

ଅର୍ମାଞ୍ଝିର ଭୌଗୋଳିକ ଅବସ୍ଥିତି  23°29′0″N 85°29′0″E / 23.48333°N 85.48333°E / 23.48333; 85.48333 ଓ ଏହା ସମୁଦ୍ରପତ୍ତାନଠାରୁ 607 ମିଟର ଉପରେ ରହିଛି ।

ଅବସ୍ଥିତି 

ଏଠାରେ ଜାତୀୟ ରାଜପଥ 33 ଯାଇଥିବା ବେଳେ ନିକଟସ୍ଥ ରେଳ ଷ୍ଟେସନ ଓ ବିମାନ ବନ୍ଦର ରାଁଚୀଠାରେ ରହିଛି । 

ପର୍ଯ୍ୟଟକ ଆକର୍ଷଣ 

  •  ଜିଭିକ ଉଦ୍ୟାନ ଜୈବ ପାର୍କ 
  • ଗୋନଦା ପାହାଡ 
  • ହୁଟୁପ 
  • ରାଁଚୀ ହୀଳ 
  • ଟେଗୋର ହୀଳ 
  • ଗେଟଳସୁଦ ବନ୍ଧ 

ଆଧାର 

ବାହାର ଲିଙ୍କ 

Tags:

ଅର୍ମାଞ୍ଝି ଭୌଗୋଳିକ ଅବସ୍ଥିତି ଅର୍ମାଞ୍ଝି ଅବସ୍ଥିତି ଅର୍ମାଞ୍ଝି ପର୍ଯ୍ୟଟକ ଆକର୍ଷଣ ଅର୍ମାଞ୍ଝି ଆଧାର ଅର୍ମାଞ୍ଝି ବାହାର ଲିଙ୍କ ଅର୍ମାଞ୍ଝି

🔥 Trending searches on Wiki ଓଡ଼ିଆ:

ୟୁ ଟ୍ୟୁବଜଗନ୍ନାଥ ମନ୍ଦିରପାର୍କିନ୍‌ସନ୍ ରୋଗପ୍ରଶାନ୍ତ ନନ୍ଦନନ୍ଦିନୀ ଶତପଥୀମହୁମାଛିକାଳୀ ପୂଜାଦିନଚୈତନ୍ୟବରଗଛଉଦୟନାଥ ଷଡ଼ଙ୍ଗୀସ୍ୱର ବର୍ଣ୍ଣସଜନାମହିମା ଧର୍ମରଜକଟକକ୍ୟୁ. ଆର. କୋଡ଼ବୈକୁଣ୍ଠନାଥ ପଟ୍ଟନାୟକଗଣିତପାଞ୍ଜିଯକୃତସାରଳା ଦାସଏ. ପି. ଜେ. ଅବଦୁଲ କଲାମଅମୃତ ଫଳକୋଚିଲାଓଡ଼ିଶୀହିପୋପୋଟାମସମଲ୍ଲିକା ସରାଭାଇନିରଞ୍ଜନ ରାଉତଛେନା ତାଡ଼ିଆମନୋରଞ୍ଜନ ଦାସବୁଢ଼ିଆଣୀରଜନୀଗନ୍ଧା (ଫୁଲ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକୁତବମିନାରବଣଭୋଜି ବେଶଆଚାର୍ଯ୍ୟ ହରିହରଖେଚେଡ଼ିବି. ଆର. ଆମ୍ବେଦକରବିଶ୍ୱଜିତ ଦାସଚରକଶଶିଭୂଷଣ ରାୟଫଣୀଶ୍ୱର ନାଥ 'ରେଣୁ'୧୭ ଫେବୃଆରୀନନ୍ଦ କିଶୋର ବଳଦଶରଥମୂଷାକାନୀଓଡ଼ିଆ ନାଟକବିକ୍ରମ କେଶରୀ ଦେଓଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୋପବନ୍ଧୁ ଦାସଚନ୍ଦନଲାଗି ବେଶଓ ଅନ୍ଧଗଳିମଘା (ନକ୍ଷତ୍ର)ଜଗନ୍ନାଥଙ୍କ ସେବକମହୁବ୍ରହ୍ମପୁରଲଘିଷ୍ଠ ସାଧାରଣ ଗୁଣିତକଗୋପାଳ (ଜାତି)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାମଧୁସୂଦନ ଦାସରାମ ପ୍ରସାଦ ସିଂହପୁରୀରଥଯାତ୍ରା (ବହୁବିକଳ୍ପ)ନଟବର ଶତପଥୀଗଣେଶବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୌର ଜଗତଲକ୍ଷ୍ମୀ🡆 More