୧୯୪୪ ଜନ୍ମ ଅଜିତ ଦାସ

ଅଜିତ ଦାସ (୩ ଫେବୃଆରୀ ୧୯୪୪ - ୪ ଫେବୃଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଜିତ ଦାସ
୧୯୪୪ ଜନ୍ମ ଅଜିତ ଦାସ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଭକ୍ତ ଚରଣ ଦାସ
ପର ଅଧିକାରୀପ୍ରଦୀପ୍ତ କୁମାର ନାଏକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1944-02-03)୩ ଫେବୃଆରୀ ୧୯୪୪
ମୃତ୍ୟୁ୪ ଫେବୃଆରୀ ୨୦୨୨(2022-02-04) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀରେଖା ଦାସ
ବାପା/ବୋଉଦିବାକର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅଜିତ ଦାସ ୧୯୪୪ ମସିହାର ଫେବୃଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିବାକର ଦାସ ଓ ପତ୍ନୀଙ୍କ ନାମ ରେଖା ଦାସ ।

ରାଜନୈତିକ ଜୀବନ

ଅଜିତ ଦାସ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

୨୦୨୨ ମସିହା ଫେବୃଆରୀ ୪ ତାରିଖରେ ଅଜିତ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

୧୯୪୪ ଜନ୍ମ ଅଜିତ ଦାସ ଜନ୍ମ, ପରିବାର ଓ ଶିକ୍ଷା୧୯୪୪ ଜନ୍ମ ଅଜିତ ଦାସ ରାଜନୈତିକ ଜୀବନ୧୯୪୪ ଜନ୍ମ ଅଜିତ ଦାସ ମୃତ୍ୟୁ୧୯୪୪ ଜନ୍ମ ଅଜିତ ଦାସ ଆଧାର୧୯୪୪ ଜନ୍ମ ଅଜିତ ଦାସଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଚାଣକ୍ୟଭର୍ତ୍ତୃହରି ମହତାବକୋରାଖଇବନ୍ଦେ ମାତରମଦ୍ୱିତୀୟ ବିଶ୍ୱଯୁଦ୍ଧମହିମା ଧର୍ମବିରଜା ମନ୍ଦିରପଠାଣି ସାମନ୍ତବିଜୁ କୃଷକ କଲ୍ୟାଣ ଯୋଜନାଓଡ଼ିଶାର ଲୋକନୃତ୍ୟଓଡ଼ିଆ ଭାଗବତହେପାଟାଇଟିସଅସହଯୋଗ ଆନ୍ଦୋଳନହିପୋପୋଟାମସବିଜୁ ଜନତା ଦଳଜଟାୟୁଉତ୍କଳ ସାହିତ୍ୟ ସମାଜସମ୍ବଲପୁର ଜିଲ୍ଲାଜୟପୁର, କୋରାପୁଟନେଲସନ ମଣ୍ଡେଲାମାୟାଧର ମାନସିଂହସମଲେଶ୍ୱରୀ ମନ୍ଦିରପାଲାନଡ଼ିଆକଇଁଛବିରାଜ ଦାଶମୀନ (ମାସ)ମାଗୁଣିର ଶଗଡ଼ଛତ୍ରପୁରମହେନ୍ଦ୍ର ସିଂହ ଧୋନିବେଣୁଧର ରାଉତ୨୧ଯାଜପୁରସୂଚନା ପ୍ରଯୁକ୍ତିବିଦ୍ୟାମହାଦେଶକାହ୍ନାପା୧ (ସଂଖ୍ୟା)ରାସେଶ୍ୱରୀ ପାଣିଗ୍ରାହୀବାସନ୍ତୀଘୁମୁରା ନାଚଜୀବସାରଓଡ଼ିଆ କଥାଚିତ୍ର ଜଗତକୀଚକେଶ୍ୱରୀ ମନ୍ଦିରଭାରତୀୟ ଜନତା ପାର୍ଟିଓଡ଼ିଆ ସାହିତ୍ୟଓଡ଼ିଆ ସାହିତ୍ୟର ଇତିହାସମହାତ୍ମା ଗାନ୍ଧୀକମଳ ଲୋଚନ ମହାନ୍ତିଅଷ୍ଟ୍ରେଲିଆବିଶ୍ୱନାଥ କରମହାବଳ ବାଘରବି ସିଂଭୀମ ଭୋଇଯକ୍ଷ୍ମାଟଙ୍କ ତୋରାଣିପର୍ଶୁରାମ ଧଡ଼ାଟାଇଫଏଡ ଜ୍ଵରବୃହସ୍ପତିପଞ୍ଚତନ୍ତ୍ରଭାରତ ଛାଡ଼ ଆନ୍ଦୋଳନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣକବିତା ବାରିକକୋଣାର୍କଆଠଗଡ଼ବିଜ୍ଞାନପ୍ରଶାନ୍ତ କୁମାର ମୁଦୁଲିଜଗତସିଂହପୁର ଜିଲ୍ଲାଲଣ୍ଠନଇଣ୍ଟେଲ୍‌ବି. ଆର. ଆମ୍ବେଦକର🡆 More