ଅଜିତ ଅଗରକର: ଭାରତୀୟ କ୍ରିକେଟ ଖେଳାଳି

ଅଜିତ ବାଳଚନ୍ଦ୍ର ଅଗରକର   ( ଜନ୍ମ 4 ଡିସେମ୍ବର , 1977 ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ ଦିଲ୍ଲୀ ଓ କଲିକତା ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ୱକପରେ ଭାରତ ପାଇଁ ଖେଳିଥିଲେ । 

Ajit Agarkar
ଅଜିତ ଅଗରକର: ବ୍ୟକ୍ତିଗତ ଜୀବନ, ବୋଲିଂ ଷ୍ଟାଇଲ, ଆଧାର 
ବ୍ୟକ୍ତିଗତ ତଥ୍ୟ
ନାମAjit Bhalchandra Agarkar
ଜନ୍ମ (1977-12-04) ୪ ଡିସେମ୍ବର ୧୯୭୭ (ବୟସ ୪୬)
Mumbai, Maharashtra, India
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 216)7 October 1998 v Zimbabwe
ଶେଷ ଟେଷ୍ଟ13 January 2006 v Pakistan
ପ୍ରଥମ ଦିନିକିଆ (cap 111)1 April 1998 v Australia
ଶେଷ ଦିନିକିଆ5 September 2007 v England
ଦିନିକିଆ ଜାମା ନମ୍ବର9
ପ୍ରଥମ ଟି୨୦ (cap 1)1 December 2006 v South Africa
ଶେଷ ଟି୨୦16 September 2007 v New Zealand
ଘରୋଇ ଦଳ ତଥ୍ୟ
YearsTeam
1996–2013Mumbai
2008–2010Kolkata Knight Riders
2011-2013Delhi Daredevils
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 26 191 103 267
ମୋଟ ରନ 571 1269 3117 2252
ବ୍ୟାଟିଂ ହାର 16.79 14.58 28.08 17.73
ଶତକ/ଅର୍ଦ୍ଧଶତକ 1/0 0/3 3/15 0/8
ସର୍ବାଧିକ ରନ 109* 95 109* 95
ବଲ ସଂଖ୍ୟା 4857 9484 17232 13146
ଉଇକେଟ 58 288 282 412
ବୋଲିଂ ହାର 47.32 27.85 31.03 26.44
ଇନିଙ୍ଗସରେ ୫ଟି ଉଇକେଟ 1 2 12 3
ମ୍ୟାଚରେ ୧୦ଟି ଉଇକେଟ 0 n/a 0 n/a
ସବୁଠୁ ଭଲ ବୋଲିଂ 6/41 6/42 6/41 6/18
କ୍ୟାଚ/ଷ୍ଟମ୍ପିଙ୍ଗ 6/– 52/– 36/– 69/–
Source: Cricinfo, 28 June 2012

ବ୍ୟକ୍ତିଗତ ଜୀବନ

ନିଜର ଜେଜେବାପା ଓ ଜେଜେ ମାଙ୍କଦ୍ୱାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳିଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତ୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି ।

ବୋଲିଂ ଷ୍ଟାଇଲ

ଉଚ୍ଚତାରେ ଅଧିକ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତିରେ ବୋଲିଂ କରିପାରୁଥିଲେ । ପୁରୁଣା ବଲରେ ମଧ୍ୟ ରିଭର୍ସ ସ୍ୱିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା । 

ଆଧାର 

୧ ଏପ୍ରିଲ ୧୯୯୮ରେ ସେ କୋଚିରେ ଅଷ୍ଟ୍ରେଲିଆ ସହ ଏକଦିବାସୀୟ ଖେଳି ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ ଆଦାମ ଗିଲଖ୍ରୀଷ୍ଟଙ୍କୁ ଆଉଟ କରିଥିଲେ । 

ବାହାର ଲିଙ୍କ 

Tags:

ଅଜିତ ଅଗରକର ବ୍ୟକ୍ତିଗତ ଜୀବନଅଜିତ ଅଗରକର ବୋଲିଂ ଷ୍ଟାଇଲଅଜିତ ଅଗରକର ଆଧାର ଅଜିତ ଅଗରକର ବାହାର ଲିଙ୍କ ଅଜିତ ଅଗରକରକଲିକତାଦିଲ୍ଲୀମୁମ୍ବାଇ

🔥 Trending searches on Wiki ଓଡ଼ିଆ:

ବେଙ୍ଗାଳୁରୁଭାରତୀୟ ବାୟୁସେନାମହାବଳ ବାଘଉତ୍କଳ ଦିବସଇସଲାମାବାଦଓଡ଼ିଆ ଭାଗବତଅପରାଜିତା ଷଡ଼ଙ୍ଗୀବୃହସ୍ପତିକଥା (ପତ୍ରିକା)ରାମାୟଣପାଇକଜର୍ଜ କ୍ୟାଣ୍ଟରପ୍ରଦୂଷଣପଞ୍ଚତନ୍ତ୍ରଓଡ଼ିଶା ପ୍ରିମିଅର ଲିଗଓଡ଼ିଆ ଖାଦ୍ୟନଡ଼ିଆଉଦୟନାଥ ଷଡ଼ଙ୍ଗୀଜାତୀୟ ଆୟଜଗନ୍ନାଥକୋରାପୁଟଶୁଭ ବିବାହଇଣ୍ଡୋନେସିଆଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଭାଷାଜୟପୁର, କୋରାପୁଟକଳିଙ୍ଗ ଯୁଦ୍ଧଓଡ଼ିଶୀନବୀନ ପଟ୍ଟନାୟକଅଳକାସରୋଜିନୀ ନାଇଡୁବାରଶିଂଘାଭୁବନେଶ୍ୱର ବେହେରାଉଇକିକଥାସୁନୀଲ ପାଲ୍ସ୍ୱାଧୀନତା ଦିବସ‌ (ଭାରତ)ଐଶ୍ୱର୍ଯ୍ୟା ରାୟଗାର୍ଗୀ ମହାନ୍ତିଗଜପତି ଜିଲ୍ଲାଗୁରୁରାଧାନାଥ ରାୟବୁଢ଼ୀଠାକୁରାଣୀ ମନ୍ଦିରଲେଭୋନରଜେସ୍ଟ୍ରେଲମୁଚୁକୁନ୍ଦବୁଢ଼ିଆଣୀଏ. ପି. ଜେ. ଅବଦୁଲ କଲାମଜଗନ୍ନାଥ ପ୍ରସାଦ ଦାସ୨୨ ଫେବୃଆରୀଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦନବଯୌବନ ବେଶଶ୍ରୀନିବାସ ରାମାନୁଜନଅଶ୍ୱତ୍ଥାମାରାଜକିଶୋର ରାୟମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ଭଦଭଦଳିଆଲକ୍ଷ୍ମଣ ନାୟକଭାରତୀୟ ଜାତୀୟ କଂଗ୍ରେସଗଙ୍ଗାଧର ମେହେରକୃଷ୍ଣ କୁମାର ମହାନ୍ତିଜର୍ମାନୀଭାରତର ରାଷ୍ଟ୍ରପତିସୁଦାମ ମାରାଣ୍ଡିଜ୍ୟୋତିର୍ଲିଙ୍ଗଶାମ୍ବ ଦଶମୀପଦାର୍ଥଟର (ବେନାମୀ ନେଟୱାର୍କ)ଇଂରାଜୀ ଭାଷାଚଉତିଶାଅର୍ଜୁନଭାରତୀୟ ଡାକ ସେବାଭୌଗଳିକ ଦିଗବାରେଣି🡆 More