ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ

ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ଛତିଶଗଡ଼ର ଏକ ବନ୍ୟଜନ୍ତୁ ଅଭୟାରଣ୍ୟ । ଏଠାରେ କେତେକ ଶ୍ରେଣୀର ଅବଲୁପ୍ତ ପ୍ରାୟ ଜୀବଜନ୍ତୁ ରହିଛନ୍ତି । ଏହି ଅଭୟାରଣ୍ୟ ୧୯୭୫ ମସିହାରେ ସ୍ଥାପିତ ହେଇଥିଲା । ୨୦୦୯ ମସିହାରେ ଏହାକୁ ବ୍ୟାଘ୍ର ରିଜର୍ଭ ହିସାବରେ ମଧ୍ୟ ସ୍ୱୀକୃତି ମିଳିଥିଲା । ଏହାର ଆୟତନ ୫୫୭.୫୫ ବର୍ଗ କିଲୋମିଟର ଏବଂ କାହ୍ନା - ଅଚଙ୍କମାର କରିଡର ନାମକ ଆରଣ୍ଯକ ପଥଦ୍ୱାରା ମଧ୍ୟ ପ୍ରଦେଶର କାହ୍ନା ବ୍ୟାଘ୍ର ରିଜର୍ଭ ସହ ସଂଯୁକ୍ତ । ଏହି ପାର୍କ ବିଲାସପୁର ଓ ମୁଙ୍ଗୁଳି ଜଙ୍ଗଲ ଡିଭିଜନର ଏକ ଅଂଶ । ଏହାର ନିକଟସ୍ଥ ରେଳ ଷ୍ଟେସନ ବେଲଗହଣାଠାରେ ରହିଛି । ଏଠାକୁ ପେଣ୍ଡରା ରୋଡ଼ ଦେଇ କିମ୍ବା ବିଳାସପୁର ରେଳ ଷ୍ଟେସନ ବାଟେ ପହଞ୍ଚି ହୁଏ । ଏଠାରେ ରେଷ୍ଟୁରାଣ୍ଟ ଆଦି ସୁବିଧା ମଧ୍ୟ ରହିଛି । ଏହି ସ୍ଥାନ ନର୍ମଦା ନଦୀର ମୂଳ ସୃଷ୍ଟି ସ୍ଥଳ ଅମରକଣ୍ଟକର ସନ୍ନିକଟରେ ରହିଛି ।

ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ
Two of the sanctuary's c.35 tigers
ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ
Bison, an endangered species
ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ
Spotted deer in fields close to Achanakmar

ବୃକ୍ଷରାଜି 

ଜଙ୍ଗଲରେ ମୁଖ୍ଯତଃ ଶାଳ, ପିଆଶାଳ, ବୀଜା ଓ ବାଉଁଶ ଜାତୀୟ ବୃକ୍ଷ ରହିଛି ।

ଜୀବଜନ୍ତୁ 

ଏହି ଅଭୟାରଣ୍ୟରେ ବ୍ୟାଘ୍ର, ଚିତାବାଘ, ଗୌର ଛି8ତଳ, ବେଙ୍ଗଲ ଟାଇଗର, ହେଟାବାଘ, ସ୍ଳୋଥ ଭାଲୁ, ନୀଳଗାଇ, ଜଙ୍ଗଲି ଶ୍ୱାନ, ଚତୁସିଙ୍ଗା, ଆଦି ଜାତିର ବନ୍ୟ ପ୍ରାଣୀ ରହନ୍ତି ।

ଆଧାର 

ବାହାର ଲିଙ୍କ 

Tags:

ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ ବୃକ୍ଷରାଜି ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ ଜୀବଜନ୍ତୁ ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ ଆଧାର ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ ବାହାର ଲିଙ୍କ ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟଛତିଶଗଡ଼ଭାରତ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ପଞ୍ଚାୟତ ସମିତି ତାଲିକାସ୍ୱାମୀ ବିବେକାନନ୍ଦମହାଭାରତକ୍ୟୁ. ଆର. କୋଡ଼ତାଳଧ୍ୱଜଲଣ୍ଠନମହାନଦୀକୋରାପୁଟମଇ ଦିବସସୁନାସଜନାଆଇଓଏସକେବେ ତମେ ନାହଁ କେବେ ମୁଁ ନାହିଁ୨ ଅଗଷ୍ଟଭାରତୀୟ ଜାତୀୟ କଂଗ୍ରେସଯେମ୍ସ ୱେବ ମହାକାଶ ଦୁରବୀକ୍ଷଣସ୍ୱର ବର୍ଣ୍ଣଋତୁସ୍ରାବକାଳିନ୍ଦୀ ଚରଣ ପାଣିଗ୍ରାହୀବିଜୟ ମିଶ୍ରପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୭ ଅପ୍ରେଲwiki.phtmlଅନନ୍ତ ପଟ୍ଟନାୟକକମ୍ପ୍ୟୁଟର ବିଜ୍ଞାନନେଲସନ ମଣ୍ଡେଲାମହେନ୍ଦ୍ର ସିଂହ ଧୋନି୧୬୩ଭଦଭଦଳିଆଚାଟ୍ ଜିପିଟିଚନ୍ଦନ ଯାତ୍ରାଯମୁନାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକାହ୍ନୁଚରଣ ମହାନ୍ତିଭାରତ୨୩ ମାର୍ଚ୍ଚସରୋଜିନୀ ନାଇଡୁ୨୦୨୪ ଭାରତୀୟ ସାଧାରଣ ନିର୍ବାଚନକୋଷ୍ଠକାଠିନ୍ୟଜଗନମୋହ‌ନ ଲାଲସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣବିରଞ୍ଚିନାରାୟଣ ମନ୍ଦିର, ପାଳିଆରାଜତନ୍ତ୍ରଭୁବନେଶ୍ୱରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଶୈଳଭାମା ମହାପାତ୍ରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାTaxonomy (biology)ଜ୍ଞାନମଣ୍ଡଳମାୟାଧର ମାନସିଂହବିଜ୍ଞାନୟୁନିଫର୍ମ ରିସୋର୍ସ ଲୋକେଟରଲାଟିନ ଭାଷାକବିତା ବାରିକହାତୀରାଶି ଓ ନକ୍ଷତ୍ରବିଜୁ ଜନତା ଦଳଶୁଭ ବିବାହକଟକ ଜିଲ୍ଲାତପସ୍ୱିନୀପରଶୁରାମଅର୍ଜୁନଦଣ୍ଡ ନାଟକେପ ଭର୍ଡଗଜଲ🡆 More