ଅଙ୍ଗୁରବାଳା ରାୟ

ଅଙ୍ଗୁରବାଳା ରାୟ ଜଣେ ଭାରତୀୟ ତଥା ଓଡ଼ିଆ ଗାୟିକା ଯିଏ ସୁମତୀ ଦେବୀଙ୍କ ପରି ମଞ୍ଚ ଜଗତରେ ଲୋକପ୍ରିୟତା ଅର୍ଜନ କରିଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ନିଜ ସାଂସ୍କୃତିକ ଆତ୍ମଜୀବନୀ କୁମ୍ଭାର ଚକରେ ତାଙ୍କ ବିଷୟରେ ସବିଶେଷ ବର୍ଣ୍ଣନା କରିଛନ୍ତି। ଆକାଶବାଣୀ କଟକରେ ନିଯୁକ୍ତ ବଂଶୀବାଦକ ହରିପ୍ରସାଦ ଚୌରାଶିଆଙ୍କ ସହ ବିବାହ ପରେ ତାଙ୍କ ନାମ ଅନୁରାଧା ଚୌରାଶିଆ ହୋଇଛି। ବ୍ରେଥ୍ ଅଫ୍ ଗୋଲ୍ଡ ପୁସ୍ତକରୁ ବିସ୍ତୃତ ଭାବେ ଅଙ୍ଗୁରବାଳା ରାୟଙ୍କ ଜୀବନର ଇତିହାସ ସମ୍ବନ୍ଧରେ ଜାଣିବାକୁ ମିଳେ। ପ୍ରଥମ ଲିଙ୍କରେ ତାଙ୍କର ଫଟ ଉପଲବ୍ଧ।


ଆଧାର: ୧) ସଠିକ ଉତ୍ତର: ବାମରୁ ଗାୟିକା ଅଙ୍ଗୁରବାଳା ରାୟ ଚୌରସିଆ, ୨) Full text of "କୁମ୍ଭାର ଚକ" କଟକ ରେଡ଼ିଓ ଷ୍ଟେସନରେ ଗୀତ ଅଡ଼ିସନ୍‌ ଦେବାପାଇଁ ଆସିଛି ଝିଅଟି - ନାମ ଅଙ୍ଗୁରବାଳା ରାୟ । ଓଡ଼ିଶୀ୨ ... ୩) 24 Dec 2014 — Flute maestro Hariprasad Chaurasia Archived 2023-11-22 at the Wayback Machine. at riyaz with wife Anuradha 'Angurbala' Chaurasia, a classical vocalist. ୪) Breath of Gold: Hariprasad Chaurasia - Sathya Saran · 2020 · Angurbala is today better known as Anuradha, and is held in high esteem in the music community, ୫) His magic with flute charmed all 13 Aug 2010 — ... Angurbala Roy – now known as Anuradha Chaurasia). Chaursia was in the Millennium city to kick off the curtain-raiser concert for the 26th ... [୧] ୬) AKASHVANI: Vol. XXVI. No. 6. ( 5 FEBRUARY, 1961 ) - Page 62 Saja Phula (New songs of this month): Sung by Angurbala Roy and Balkrishna Das. [୩][୨]

Tags:

ଆକାଶବାଣୀ କଟକଓଡ଼ିଆକାଳୀଚରଣ ପଟ୍ଟନାୟକକୁମ୍ଭାର ଚକସୁମତୀ ଦେବୀହରିପ୍ରସାଦ ଚୌରାଶିଆ

🔥 Trending searches on Wiki ଓଡ଼ିଆ:

ସୂଚନା ପ୍ରଯୁକ୍ତିବିଦ୍ୟାବ୍ୟାଙ୍କବଳଭୁବନେଶ୍ୱରମହିମା ଧର୍ମଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଖୁସି ଯୋଜନାବିଶ୍ୱଜିତ ଦାସରେ ଆତ୍ମନ୍ ନିଦ୍ରା ପରିହରିଜଗନ୍ନାଥ ଦାସପଖାଳକାହ୍ନାପାସରସ୍ୱତୀଜାପାନଗାର୍ଗୀ ମହାନ୍ତିବେଣୁଧର ରାଉତବୃହସ୍ପତିତ୍ରିପୁରା ମିଶ୍ରବନ୍ଦେ ଉତ୍କଳ ଜନନୀଅଖିଳ ମୋହନ ପଟ୍ଟନାୟକଫେସବୁକଅଶୋକ (ସମ୍ରାଟ)ଗୋପାଳ ଛୋଟରାୟଅକ୍ଟୋବରଜଟାୟୁପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜ୍ଞାନମଣ୍ଡଳପ୍ରତିଭା ରାୟମାଳିକାବେଙ୍ଗାଳୁରୁହର ପଟ୍ଟନାୟକପାଟଦେଇଛାନ୍ଦଡଲାରଜହ୍ନି ଚୋପା ଚଟଣୀଟୁଇଟରଏ. ପି. ଜେ. ଅବଦୁଲ କଲାମକମ୍ପ୍ୟୁଟରଗଗନେନ୍ଦ୍ର ନାଥ ଦାଶପଞ୍ଜାବୀ ଭାଷାଶ୍ରାଦ୍ଧମହାବଳ ବାଘଶୀତଳ ଷଷ୍ଠୀ ଯାତ୍ରାଜାପାନୀ ଭାଷାଦାମୋଦର ରାଉତଅଶ୍ୱତ୍ଥାମାବୁଦ୍ଧ ପୂର୍ଣ୍ଣିମାଶିମିଳିପାଳ ଜାତୀୟ ଉଦ୍ୟାନନିତ୍ୟାନନ୍ଦ ଶତପଥୀଭାରତୀୟ ମୁଦ୍ରାସତୀ (ହିନ୍ଦୁ ଦେବୀ)ବାଜି ରାଉତଅଭିମନ୍ୟୁ ସାମନ୍ତସିଂହାରଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆବିବାହ୧୪ ଫେବୃଆରୀସରଳା ଦେବୀରମାକାନ୍ତ ରଥମାୟାଧର ମାନସିଂହମୁସଲମାନବାଘଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ୨୨ ଫେବୃଆରୀଢୁମ୍ପାବାଲିଯାତ୍ରାରାଜକିଶୋର ରାୟଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଇଣ୍ଡିଆନ ପ୍ରିମିଅର ଲିଗସୋରିଷଉଦୟନାଥ ଷଡ଼ଙ୍ଗୀନୃସିଂହ🡆 More