ଔରଙ୍ଗାବାଦ

]

ଛତ୍ରପତି ସମ୍ଭାଜିନଗର
Chhatrapati Sambhajinagar
छत्रपती संभाजीनगर
ସହର
ଅଉରଙ୍ଗାବାଦରେ ଥିବା ବିବି କା ମକ୍‌ବରା
ଅଉରଙ୍ଗାବାଦରେ ଥିବା ବିବି କା ମକ୍‌ବରା
Nickname(s): 
ସିଟି ଅଫ୍ ଗେଟ୍‌ସ୍
ଦେଶଭାରତ
ରାଜ୍ୟମହାରାଷ୍ଟ୍ର
ଅଞ୍ଚଳମରାଠୱାଡା
ଜିଲ୍ଲାଔରଙ୍ଗାବାଦ
ସ୍ଥାପିତଖ୍ରୀ.ଅ. ୧୬୧୦
Founded byମଲିକ୍ ଅମ୍ବର୍
Named forଔରଙ୍ଗଜେବ
Government
 • Divisional Commissioner of AurangabadDr. Umakant Dangat (I.A.S.)
 • ମେୟରTryambak Tupe
Area
 • ସହର123 km2 (47 sq mi)
Elevation
568 m (1,864 ft)
Population
 (2011)
 • ସହର୧୧,୮୯,୩୭୬
 • Rank31
 • Density9,700/km2 (25,000/sq mi)
 • Metro
୧୫,୧୩,୭୧୧
Demonym(s)Aurangabadkar, Aurangabadi
ଭାଷା
 • ସରକାରୀମରାଠୀ
Time zoneUTC+୫:୩୦ (IST)
ପିନ୍
431 001
ଟେଲିଫୋନ କୋଡ଼୦୨୦୪
ଯାନବାହାନ ପଞ୍ଚୀକରଣMH 20
Websiteaurangabad.nic.in

ଛତ୍ରପତି ସମ୍ଭାଜିନଗର ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ । ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%)ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ ବୟସ ସେଠାରେ ୬ ବର୍ଷ ବୟସରୁ କମ ।

ଭାଷା

ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ । କିନ୍ତୁ ଆହୀ ଜିଲ୍ଲାରେ ହିଦୀ ବୀ ବହୁ ମତ୍ରା ଏର କୁହା ଜାଏ

ପାଣିପାଗ

Aurangabad
Climate chart (explanation)
JFMAMJJASOND
 
 
3.4
 
29
11
 
 
3.4
 
32
13
 
 
6.6
 
36
18
 
 
3.1
 
39
22
 
 
28
 
40
24
 
 
35
 
35
23
 
 
151
 
31
22
 
 
152
 
29
21
 
 
145
 
30
20
 
 
62
 
32
18
 
 
33
 
30
14
 
 
13
 
28
11
Average max. and min. temperatures in °C
Precipitation totals in mm
Source:

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ mm/inches ହୋଇଥାଏ ।

Climate data for Aurangabad, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 29.1
(84.4)
31.7
(89.1)
35.5
(95.9)
38.6
(101.5)
39.5
(103.1)
34.7
(94.5)
30.5
(86.9)
29.2
(84.6)
30.4
(86.7)
32.0
(89.6)
30.1
(86.2)
28.3
(82.9)
32.5
(90.5)
ହାରାହାରି ସର୍ବନିମ୍ନ °C (°F) 10.9
(51.6)
12.9
(55.2)
17.5
(63.5)
21.7
(71.1)
23.6
(74.5)
22.6
(72.7)
21.5
(70.7)
20.9
(69.6)
20.4
(68.7)
17.8
(64)
13.7
(56.7)
10.8
(51.4)
17.9
(64.2)
Average rainfall mm (inches) 3.4
(0.134)
3.4
(0.134)
6.6
(0.26)
3.1
(0.122)
27.5
(1.083)
110.0
(4.331)
150.9
(5.941)
152.2
(5.992)
145.3
(5.72)
61.9
(2.437)
33.1
(1.303)
13.3
(0.524)
710.7
(27.98)
ହାରାହାରି ମେଘାତ୍ସନ ଦିବସ 0.2 0.4 0.7 0.3 1.9 6.8 10.1 10.4 8.2 3.1 1.4 0.9 44.4
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.5 0.6 0.0 1.5 3.2 6.2 2.3 2.3 4.1 1.8 0.6 0.2 24.8

ହାରାହାରି କୁହୁଡ଼ି ଘେରା ଦିବସ 0.1 0.0 1.3 0.0 0.0 0.0 0.0 0.1 0.2 0.2 0.1 0.0 0.9
Source: India Meteorological Department (temperatures and precipitation)

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ଔରଙ୍ଗାବାଦ ଭୌଗଳିକ ଅବସ୍ଥିତିଔରଙ୍ଗାବାଦ ଜନସଂଖ୍ୟା ଓ ସାକ୍ଷରତାଔରଙ୍ଗାବାଦ ଭାଷାଔରଙ୍ଗାବାଦ ପାଣିପାଗଔରଙ୍ଗାବାଦ ଆହୁରି ପଢନ୍ତୁଔରଙ୍ଗାବାଦ ଆଧାରଔରଙ୍ଗାବାଦ ବାହାର ଲିଙ୍କଔରଙ୍ଗାବାଦ

🔥 Trending searches on Wiki ଓଡ଼ିଆ:

ସୀତାକାନ୍ତ ମହାପାତ୍ରସମୁଦ୍ରମନୋରଞ୍ଜନ ସେଠୀରବୀନ୍ଦ୍ରନାଥ ଠାକୁରଭରତ (ରାମାୟଣ)ଶୈଳଭାମା ମହାପାତ୍ରବାଇଶି ପାହାଚଧର୍ମେନ୍ଦ୍ର ପ୍ରଧାନରୁକ୍ମିଣୀ ବିବାହ୨୩ ମାର୍ଚ୍ଚଓଡ଼ିଆ ଲିପିମଇ ଦିବସଛତ୍ରପୁର, ଗଞ୍ଜାମନେଲସନ ମଣ୍ଡେଲାରାସାୟନିକ ମୌଳିକମିଳିତ ଜାତିସଂଘଜର୍ଜ କ୍ୟାଣ୍ଟରପଖାଳଗୋପାଳ ଛୋଟରାୟମଣିଷକୁଞ୍ଜବିହାରୀ ଦାଶଦାସିଆ ବାଉରୀQR codeଲକ୍ଷ୍ମୀକାନ୍ତ ମହାପାତ୍ରଆନ୍ତର୍ଜାତିକ ମହିଳା ଦିବସଯଶୋବନ୍ତ ଦାସଯାଜପୁରବୌଦ୍ଧ ଧର୍ମଜୟ ଜଗନ୍ନାଥଉଇକିପିଡ଼ିଆ ସମୂହର ତାଲିକାଫେସବୁକବୁଢ଼ୀଠାକୁରାଣୀ ମନ୍ଦିରଲଳିତା (୧୯୪୯ର ସିନେମା)ଜଗନ୍ନାଥ ପ୍ରସାଦ ଦାସ୧୬୩ଓଡ଼ିଶାର ଲୋକନୃତ୍ୟବ୍ରାଉଜରଜହ୍ନି ଚୋପା ଚଟଣୀଜଗନ୍ନାଥ ମନ୍ଦିର୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନବିପଦତାରିଣୀ ଦେବୀଆକବରଗୁରୁବାରଭୂମି ପେଦନେକରDharanidhar Bhuyanମହାପ୍ରସାଦସୀତା ବିବାହକାଳୀଚରଣ ପଟ୍ଟନାୟକଜାତୀୟ ଆୟରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିର୨ ଅଗଷ୍ଟବାହୁଡ଼ା ଯାତ୍ରାଇଂରାଜୀ ଭାଷାଦଶରଥପ୍ରଶାନ୍ତ କୁମାର ମୁଦୁଲିଜୀବନସାଥୀକୁନ୍ତଳା କୁମାରୀ ସାବତଭୌଗଳିକ ଦିଗବାରେଣିକାଶ୍ମୀରଶାନ୍ତନୁ କୁମାର ଆଚାର୍ଯ୍ୟଜହ୍ନିଓଷାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଲବଣ ସତ୍ୟାଗ୍ରହବିରଜା ମନ୍ଦିରଟର (ବେନାମୀ ନେଟୱାର୍କ)ନଡ଼ିଆବର୍ଷାକଇଁଛ🡆 More