ଅଇଁଠୁ ସାହୁ: ଓଡ଼ିଆ ରାଜନୀତିଜ୍ଞ

ଅଇଁଠୁ ସାହୁ‌ (୨୪ ଅପ୍ରେଲ ୧୯୨୪ - ୨୮ ନଭେମ୍ବର ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ଓ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ, ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଇଁଠୁ ସାହୁ‌
ଅଇଁଠୁ ସାହୁ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୭
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ପର ଅଧିକାରୀବିବେକାନନ୍ଦ ମେହେର
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ପର ଅଧିକାରୀବିବେକାନନ୍ଦ ମେହେର
ନିର୍ବାଚନ ମଣ୍ଡଳୀସଇଁତଳା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଅର୍ଜୁନ ଦାସ, ଗଣେଶ ରାମ ବରିହା
ପର ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-04-24)୨୪ ଅପ୍ରେଲ ୧୯୨୪
ମୃତ୍ୟୁ୨୮ ନଭେମ୍ବର ୨୦୧୩(2013-11-28) (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପୌର୍ଣ୍ଣମାସୀ ଦେବୀ
ବାପା/ବୋଉଭଗବାନ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅଇଁଠୁ ସାହୁ‌ ୧୯୨୪ ମସିହାର ଅପ୍ରେଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ସାହୁ ଓ ପତ୍ନୀଙ୍କ ନାମ ପୌର୍ଣ୍ଣମାସୀ ଦେବୀ ।

ରାଜନୈତିକ ଜୀବନ

ଅଇଁଠୁ ସାହୁ‌ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଓ ପରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ସେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ସଇଁତଳା ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ

ଅଇଁଠୁ ସାହୁ ୨୦୧୩ ମସିହାର ନଭେମ୍ବର ୨୮ ତାରିଖରେ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଅଇଁଠୁ ସାହୁ ଜନ୍ମ, ପରିବାର ଓ ଶିକ୍ଷାଅଇଁଠୁ ସାହୁ ରାଜନୈତିକ ଜୀବନଅଇଁଠୁ ସାହୁ ମୃତ୍ୟୁଅଇଁଠୁ ସାହୁ ଆଧାରଅଇଁଠୁ ସାହୁଓଡ଼ିଆ ଲୋକଓଡ଼ିଶା ବିଧାନ ସଭାପାଟଣାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭା୬ଷ୍ଠ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଆବ୍ରୋସିଟିନିବପର୍ଶୁରାମ ଧଡ଼ାପ୍ରତୀକ୍ଷାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରଜଭାରତୀୟ ଡାକ ସେବାସଂଗୀତଉମେଶଚନ୍ଦ୍ର ସରକାରଉପେନ୍ଦ୍ର ଭଞ୍ଜଦ୍ୱିତୀୟ ବିଶ୍ୱଯୁଦ୍ଧନୃସିଂହପାଇକ୨୧ ଅପ୍ରେଲନଇ ଆରପାରିବିଶ୍ୱର ବ୍ୟସ୍ତତମ ବନ୍ଦରଜ୍ୟୋତିର୍ଲିଙ୍ଗକଳିଙ୍ଗ ଯୁଦ୍ଧରାମାୟଣଶୀତଳ ଷଷ୍ଠୀ ଯାତ୍ରାହିପୋପୋଟାମସପରିସଂଖ୍ୟାନୟୁନିଫର୍ମ ରିସୋର୍ସ ଲୋକେଟରବିଭୂତି ପଟ୍ଟନାୟକପ୍ରଦୂଷଣଅଗ୍ନାଶୟ ପ୍ରଦାହରେବତୀ (କ୍ଷୁଦ୍ରଗଳ୍ପ)ପ୍ରଥମ ବିଶ୍ୱଯୁଦ୍ଧବୁଏନ୍ସ ଏଆରସଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଭୂଖାକମଳ ଲୋଚନ ମହାନ୍ତିକାନାଡ଼ାହିନ୍ଦୁ ସମୟ ଗଣନାଓଡ଼ିଶାର ଭୂଗୋଳବିପଦତାରିଣୀ ଦେବୀଗୋପୀନାଥ ବାଗବିଜ୍ଞାନସମଲେଶ୍ୱରୀ ମନ୍ଦିରବିଜୁ ଜନତା ଦଳଢୁମ୍ପାନାରାୟଣ ସାହୁଲାଲ ବାହାଦୁର ଶାସ୍ତ୍ରୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସୌରୀନ୍ଦ୍ର ବାରିକକ୍ରିଏଟିଭ କମନ୍ସମାଦଳା ପାଞ୍ଜି୨୭ ଅପ୍ରେଲଜାଭାସ୍କ୍ରିପ୍ଟଐଶ୍ୱର୍ଯ୍ୟା ରାୟସ୍ୱାଧୀନତାଚାଟ୍ ଜିପିଟିଭୀମ ଭୋଇରାଜ୍ୟ ସଭାଓଡ଼ିଶାଚିକିତ୍ସା ବିଜ୍ଞାନଧର୍ମେନ୍ଦ୍ର ପ୍ରଧାନଜୀବସାରଅଂଶୁଘାତଉପନିଷଦଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିରାଉରକେଲା୧ (ସଂଖ୍ୟା)ଟୁଇଟରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାଅଷ୍ଟ୍ରେଲିଆପରିବେଶଭାରତୀୟ ଜାତୀୟ କଂଗ୍ରେସଭାରତୀୟ ମୁଦ୍ରାସୋରିଷଗୁରୁ୧୪ ଫେବୃଆରୀ🡆 More