ଅଅଁଳା

ଅଅଁଳା, ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ । ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି । ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ । ଅନ୍ୟ ନାମ ଅଏଁଳା ।

ଅଅଁଳା
ଅଅଁଳା
ଗଛ ଡାଳ
ଅଅଁଳା
ଫଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
ଗୋଷ୍ଠୀ: ରୋସିଡ
Order: Malpighiales
Family: Phyllanthaceae
Genus: Phyllanthus
ଜାତି: P. emblica
ବାଇନୋମିଆଲ ନାମ
Phyllanthus emblica
Synonyms
  • Cicca emblica (L.) Kurz
  • Diasperus emblica (L.) Kuntze
  • Dichelactina nodicaulis Hance
  • Emblica arborea Raf.
  • Emblica officinalis Gaertn.
  • Phyllanthus glomeratus Roxb. ex Wall. nom. inval.
  • Phyllanthus mairei H.Lév.
  • Phyllanthus mimosifolius Salisb.
  • Phyllanthus taxifolius D.Don


ଶାସ୍ତ୍ରୋକ୍ତ ଗୁଣ

ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ, ରସାୟନ, ଶୀତବୀର୍ଯ୍ୟ, କେଶବର୍ଦ୍ଧକ, ମେଧାବର୍ଦ୍ଧକ, ଚକ୍ଷୁପ୍ରୀତିକାରୀ, ସୌନ୍ଦର୍ଯ୍ୟବର୍ଦ୍ଧକ, ଶୀତଳ, ତୃପ୍ତିପ୍ରଦ, ବାତ, ପିତ୍ତ, ଶ୍ଳେଷ୍ମ, ମେହ, ପ୍ରମେହ, ଦାହ, ତୃଷ୍ଣାବମନ, ଅମ୍ଳପିତ୍ତ, ରକ୍ତଦୋଷ, ଧାତୁଦୋଷ, ମୂତ୍ରାକ୍ଷୟ ପୀଡ଼ା, ଅଜୀର୍ଣ୍ଣ, ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ ।

ଅନ୍ୟାନ୍ୟ ଭାଷାରେ ନାମ

ଓଡ଼ିଆରେ ଅଅଁଳା, ଅଏଁଳା
ବଙ୍ଗଳାରେ ଆମଲା, ଆମଲକୀ,
ହିନ୍ଦୀରେ ଆମଲା, ଅଶୋରା
ତେଲୁଗୁରେ ଉସରକାୟ ,
ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ ।

ବ୍ୟବହାର

ଏହାର ମଞ୍ଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ । ଏହା ପେଟରୋଗ, ସର୍ଦ୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ । ଏହା ଜୀବସାର ଗର ଉତ୍ସ। ଏହା ଚ୍ୟବନପ୍ରାଶର ମୁଖ୍ୟ ଉପାଦାନ (ଶତକଡା ୯୦ ଭାଗରୁ ଅଧିକ)।

ତ୍ରିଫଳାର ତିନୋଟି ଉପାଦାନ ମଧ୍ୟରୁ ଏହା ଗୋଟିଏ ।

ଆଧାର

ଅଧିକ ତଥ୍ୟ

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

ଆହୁରି ଦେଖନ୍ତୁ

Tags:

ଅଅଁଳା ଶାସ୍ତ୍ରୋକ୍ତ ଗୁଣଅଅଁଳା ଅନ୍ୟାନ୍ୟ ଭାଷାରେ ନାମଅଅଁଳା ବ୍ୟବହାରଅଅଁଳା ଆଧାରଅଅଁଳା ଅଧିକ ତଥ୍ୟଅଅଁଳା ଆହୁରି ଦେଖନ୍ତୁଅଅଁଳା

🔥 Trending searches on Wiki ଓଡ଼ିଆ:

ଜୀବନସାଥୀଇସଲାମାବାଦବେଣୁଧର ରାଉତଆହେ ଦୟାମୟ ବିଶ୍ୱ ବିହାରୀଅଶୋକ (ଗଛ)ଆଇଓଏସବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଉତ୍କଳ ଦିବସଗଙ୍ଗାଧର ମେହେରଦଶରଥଲକ୍ଷ୍ମଣ ନାୟକବିନୋଦ କାନୁନଗୋଓଡ଼ିଆ ଭ୍ରମଣ ସାହିତ୍ୟଓଡ଼ିଆ ଲୋକମିଳିତ ଜାତିସଂଘବ୍ୟଞ୍ଜନ ବର୍ଣ୍ଣକବିତା ବାରିକଶୁକଦେବଦଶାବତାରନାରୀବାଦଗଣେଶ ପୂଜାInternational Dance Dayଜଣ୍ଡିସ୍ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବ୍ରାଉଜରଓଡ଼ିଆ ଭାଷାବର୍ଷାଜୟ ଜଗନ୍ନାଥଇଣ୍ଟେଲ୍‌ମହାଭାରତଇତିହାସସତ୍ୟବାଦୀ ବନ ବିଦ୍ୟାଳୟନିତ୍ୟାନନ୍ଦ ଶତପଥୀ୨୦୨୪ ଭାରତୀୟ ସାଧାରଣ ନିର୍ବାଚନଟାଇଫଏଡ ଜ୍ଵରଲୋକ ସଭାଅଳକାକୃଷ୍ଣ ଜନ୍ମାଷ୍ଟମୀଭାରତସୁନୀଲ ପାଲ୍ସୁନୟନାସରଳା ଦେବୀଓଡ଼ିଶାର ପର୍ବପର୍ବାଣିକୋଣାର୍କ ସୂର୍ଯ୍ୟ ମନ୍ଦିରରାଧାକୃଷ୍ଣ ବିଶ୍ୱାସରାୟଭୁବନେଶ୍ୱରଓଡ଼ିଆ ଖାଦ୍ୟଢେଙ୍କାନାଳ ଜିଲ୍ଲାଗୋଦାବରୀଶ ମହାପାତ୍ରଶୈଳବାଳା ଦାସଜାଭାସ୍କ୍ରିପ୍ଟବାଇଶି ପାହାଚମୁସଲମାନ୧ (ସଂଖ୍ୟା)ଚାଟ୍ ଜିପିଟିକୁନ୍ତଳା କୁମାରୀ ସାବତଦାସିଆ ବାଉରୀନନ୍ଦ କିଶୋର ବଳଏ. ପି. ଜେ. ଅବଦୁଲ କଲାମ୧୭୭୬ଆମ୍ବସାବିତ୍ରୀ ଓଷାଭାରତୀୟ ବାୟୁସେନାସଜନାଅନନ୍ତ ପଟ୍ଟନାୟକଗୋଲ୍‌ମାଲ୍🡆 More