ଶଙ୍ଖ କ୍ଷେତ୍ର

ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ। ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର। ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍କକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।

ଶଙ୍ଖ କ୍ଷେତ୍ର
ଶଙ୍ଖକ୍ଷେତ୍ରର ମଧ୍ୟଭାଗରେ ଅବସ୍ଥିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର

ଏହି ଶଙ୍ଖାକାରା କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା। ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି। ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ। ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି। ନୀଳଗିରି ଏହି କ୍ଷେତ୍ରରେ ଶୋଭାପାଉଛି। ଏହି ନୀଳାଗିରି ପୁରିଷୋତ୍ତମ ଜଗନ୍ନାଥଙ୍କ ନିବାସ ସ୍ଥଳ।

ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳଗୁଣ୍ଡିଚା ବାଡି ମଧ୍ୟରେ ବାଙ୍କୀ ମୁହାଣ ନଦୀ ପ୍ରବାହିତ ହେଉଥିଲା। ବର୍ତ୍ତମାନ ଯାହାକୁ ଶରଧା ବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥ ଯାତ୍ରାରେ ଦୁଇସାରୀ ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା। ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି। ବାଙ୍କୀ ମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂର୍ବେ ତିନି ଆଡୁ ବେଢି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢି ରହିଥିଲା। ତେଣୁ କ୍ଷେତ୍ରଟି ଦ୍ୱୀପପରି ଦେଖାଯାଉଥିଲା।

ପୌରାଣିକ

ଆଧାର

Tags:

ପୁରୀ

🔥 Trending searches on Wiki ଓଡ଼ିଆ:

ଅଣସରରାମଚନ୍ଦ୍ର ଖୁଣ୍ଟିଆସ୍ୱାମୀ ବିବେକାନନ୍ଦଇନ୍ଦିରା ଗାନ୍ଧୀଶ୍ରୀନିବାସ ରାମାନୁଜନଉପେନ୍ଦ୍ର ଭଞ୍ଜପାର୍କିନ୍‌ସନ୍ ରୋଗଭାରତଲକ୍ଷ୍ମଣ ନାୟକମହାରାଷ୍ଟ୍ରସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରସୌର ଜଗତପର୍ଶୁରାମ (ଓଡ଼ିଆ କଥାଚିତ୍ର)ଗୋଲୋକ ବିହାରୀ ଧଳକାଳୀ ପୂଜାମିଶ୍ରଧାତୁଟଗରପଲଉଏ. ପି. ଜେ. ଅବଦୁଲ କଲାମଅପସ୍ମାରଗ୍ରହହାଡ଼ଫୁଟି୧ ଅପ୍ରେଲପଞ୍ଜାବୀ ପୋଷାକଚନ୍ଦନଲାଗି ବେଶଅକ୍ଷୟ ତୃତୀୟାନଟବର ଶତପଥୀପ୍ରଧାନ ପୃଷ୍ଠାବିଜୟ ମିଶ୍ରଦୀପ୍ତିରେଖା ପାଢ଼ୀପ୍ରତାପ କେଶରୀ ଦେବ୨୯ ଅପ୍ରେଲଜାତୀୟ ଆଇନ ସେବା ଦିବସଚନ୍ଦ୍ରଶେଖର ରଥସରସ୍ୱତୀ ନଦୀପଦ୍ମ ଫୁଲଗରୁଡ଼ପୁଷ୍ଟିସାରଅନୁବ୍ରତ ବସୁ୧୯୧୭ବସନ୍ତ କୁମାର ମହାନନ୍ଦwiki.phtmlମହାତ୍ମା ଗାନ୍ଧୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାନୂଆପଡ଼ା ଜିଲ୍ଲାନନ୍ଦିନୀ ଶତପଥୀଜଗନ୍ନାଥ ଦାସଅର୍ଥଶାସ୍ତ୍ରଟଙ୍କ ତୋରାଣିକୁମାର ସାଙ୍ଗାକାରାପ୍ରମିଳା ମଲ୍ଲିକଗୁରୁ ପ୍ରସାଦ ମହାନ୍ତିଆମ୍ବେଦକର ଜୟନ୍ତୀବିନୋଦ ଚନ୍ଦ୍ର ନାୟକ୧୧୯୩ଆଜ୍‌ମାମାୟାଧର ମାନସିଂହକରୀନା କପୁରଓଡ଼ିଆ ଭାଗବତଅରଖରାମ ପ୍ରସାଦ ସିଂହତୁଳସୀମହାଦେଶରଚିତା ମିସ୍ତ୍ରୀଟୁକୁନି ସାହୁସମାଜ (ଖବରକାଗଜ)୨୩ ସେପ୍ଟେମ୍ବରବୁଧଉଚ୍ଛ୍ୱାସ (କବିତା ସଙ୍କଳନ)କ୍ୟୁ. ଆର. କୋଡ଼ତପସ୍ୱିନୀକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମ🡆 More