ଆଲୋଚନା ସଭା

This page is not available in other languages.

ଓଡିଆ ଭାଷା ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ ଆସିଛି |

1
(ଆଲୋଚନାଅବଦାନ)

ଓଡ଼ିଶା ସରକାର ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ [https://wolc.odisha.gov.in/ | ଓଡ଼ିଆ ଭାଷା ସମ୍ମିଳନୀ] ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଏବଂ ଓଡିଆ ଉଇକିପିଡ଼ିଆକୁ ସାହାଯ୍ୟ କରିବା ପାଇଁ ଏବଂ ଏକ ଦୀର୍ଘତମ ସମୟର ଉଦ୍ୟମର ଅଂଶଗ୍ରହଣ କରିବା ପାଇଁ ସେମାନେ ଓଡିଆ ଉଇକିପିଡ଼ିଆର ସଦସ୍ୟମାନଙ୍କୁ ଆମନ୍ତ୍ରଣ କରିଛନ୍ତି।

ଭୁବନେଶ୍ୱରର ଥିବା ଉଇକିଆଳିମାନେ ଆସନ୍ତା ସପ୍ତାହରେ ଓଡିଆ ଭର୍ଚୁଆଲ୍ ଏକାଡେମୀର କର୍ମଚାରୀଙ୍କୁ ଭେଟିବାକୁ ଯୋଜନା କରୁଛୁ। ଆମେ ଉଇକିଆଳିମାନେ କଣ ପ୍ରସ୍ତାବ ଦେଇପାରିବା ସେହି ସମ୍ବନ୍ଧରେ ଆପଣଙ୍କ ମତାମତ ଏବଂ ବିଚାର ନେବାକୁ ଚାହୁଁଛୁ। ଆମେ କଣ ପ୍ରସ୍ତାବ ଦେବା ସେଥିପାଇଁ ୧୪ ଜାନୁଆରୀ ରବିବାର ଦିନ ଏକ ସଭାରେ ଯୋଗଦେବାକୁ ଅନୁରୋଧ କରୁଛୁ | WhatsApp ଗ୍ରୁପ୍ ଏବଂ ମେସେଞ୍ଜରରେ ସଭାର ବିବରଣୀ ଜଣେଇବୁ |

ସମୟ: ୬:୩୦ଟା ରାତିରୁ ୭:୩୦।

"ଓଡିଆ ଭାଷା ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ ଆସିଛି |"ଙ୍କୁ ଉତ୍ତର

Tags:

🔥 Trending searches on Wiki ଓଡ଼ିଆ:

ଗୁରୁ ପ୍ରସାଦ ମହାନ୍ତିସତ୍ୟେନ୍ଦ୍ର ନାଥ ବୋଷଖାରବେଳପଥ ଓ ପୃଥିବୀମୌଳିକ ସଂଖ୍ୟାମଧୁସୂଦନ ରାଓଗଙ୍ଗାଧର ରଥଅଭିରାମ ପରମହଂସକାଞ୍ଚି ଅଭିଯାନଅଂଶୁପା ହ୍ରଦସରୋଜିନୀ ନାଇଡୁଭୀମ ପୃଷ୍ଟିଚିଲିକା ହ୍ରଦଅଂଶୁଘାତଖାଦ୍ୟଅମାବାସ୍ୟାର ଚନ୍ଦ୍ରକଖାରୁ ଫୁଲ ଭଜାଓ ଅନ୍ଧଗଳିରାବଣସାଇକେଲହୃତ୍‌ପିଣ୍ଡ୨୧୨୮ ଫେବୃଆରୀଭାରତୀୟ ସ୍ୱାଧୀନତା ଆନ୍ଦୋଳନ୭୦୧ଶ୍ରାଦ୍ଧପ୍ରଥମ ବିଶ୍ୱଯୁଦ୍ଧକଳସା ଚଉତିଶାଚିଲିକା (ବହୁବିକଳ୍ପ)ସ୍ୱର ବର୍ଣ୍ଣଡାଲମାଟିଣପ୍ରଧାନ ପୃଷ୍ଠାକୋଳିଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଟୁଲୁ ରବି କୁମାରଉତ୍କଳ ସମ୍ମିଳନୀରମାକାନ୍ତ ରଥଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଧରିତ୍ରୀପଠାଣି ସାମନ୍ତଭାରତ ସରକାରମଇ ଦିବସକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦ୍ଵାରକାଧୀଶ ମନ୍ଦିରଶ୍ରୀଲଙ୍କାର ଭୂଗୋଳନଅତୁଣ୍ଡୀବାଘଶିଶୁ ଅନନ୍ତ ଦାସଲୋକ ସଭାମୁକ୍ତିକାନ୍ତ ମଣ୍ଡଳବିରଳା ମନ୍ଦିର, କୋଲକାତାବିଷମ କଟକପ୍ରଗତିବାଦୀଓଡ଼ିଆ ରାମାୟଣଘରବନ୍ୟା୨୭ ଜୁନଗୋପାଳ ଛୋଟରାୟରାସନ କାର୍ଡ଼ (ଭାରତ)ଟ୍ରାଲୋକିନୁମାବଭଦ୍ରକଶ୍ୱେତସାରହୃଷୀକେଶ ପଣ୍ଡାବିନ୍ଦୁ🡆 More