ସେଭେରସ୍ ସ୍ନେପ୍‌

ସେଭେରସ୍ ସ୍ନେପ୍‌ (English: Severus Snape) J.K.

Rowlingଙ୍କ ରଚିତ ହାରୀ ପୋଟର ଫିଲ୍ମ ଓ ଉପନ୍ୟାସର ଏକ କାଳ୍ପନିକ ଚରିତ୍ର । ଏହି ଫିଲ୍ମ ଧାରାବାରିକରେ ସେ ଏକ ଜଟିଳ ଓ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଶେଷ ଭାଗ ଯାଏ ତାଙ୍କର ଅସଲି ଭୂମିକା ଜଣାପଡ଼ିନଥିଲା । ସେ ତାଙ୍କର ଶେଷ ନିଶ୍ୱାସ ଥିବା ଯାଏ ହାରୀ ପୋଟରକୁ ସାହାଯ୍ୟ କରିଥିଲେ । ସେ ତାଙ୍କର ପୁରା ଜୀବନ ଉତ୍ସର୍ଗ କରିଥିଲେ ହାରି ପୋଟରକୁ ରକ୍ଷା କରିବା ନିମନ୍ତେ । ହାରୀ ପୋଟରର ମା ଲିଲୀ ପୋଟରଙ୍କୁ ସେ ଭଲ ପାଉଥିଲେ, ତେଣୁ ଲିଲୀ ପୋଟରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପାଇଁ ସେ ପୁରା ଜୀବନ ଉତ୍ସର୍ଗ କରି ଦେଇଥିଲେ । ସେ ଜଣେ ମହାନ ଜାଦୁଗର ଥିଲେ, କିନ୍ତୁ କାହାଣୀର ଶେଷ ଭାଗରେ କାହାଣୀର ଖଳନାୟକ ହାତରେ ତାଙ୍କର ମୃତୁ ହେଇଥିଲା ।

Severus Snape
Harry Potter character
ସେଭେରସ୍ ସ୍ନେପ୍‌
Alan Rickman as Severus Snape
in Harry Potter and the Order of the Phoenix
First appearance Harry Potter and the Philosopher's Stone
Last appearance Harry Potter and the Deathly Hallows
ଲେଖକ J. K. Rowling
Portrayed by Alan Rickman (adult)
Alec Hopkins (teenager)
Benedict Clarke (child)
House Slytherin

ଆଧାର

ବାହାର ଲିଙ୍କ

Tags:

ହାରୀ ପୋଟର

🔥 Trending searches on Wiki ଓଡ଼ିଆ:

ବାଇପୋଲାର ଡିଜଅଡରପ୍ରଦୂଷଣଚନ୍ଦ୍ରଶେଖର ଭେଙ୍କଟ ରମଣପ୍ରାଚୀନ ମିଶରଅପରିମେୟ ସଂଖ୍ୟାରାଜେନ୍ଦ୍ର କିଶୋର ପଣ୍ଡାଦକ୍ଷିଣ ଚୀନ ସାଗରକଥା (ପତ୍ରିକା)ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଗଇଁଠାବିଶ୍ୱ ତମାଖୁହୀନ ଦିବସଜାପାନକୁନ୍ତଳା କୁମାରୀ ସାବତବିଜୁ ପଟ୍ଟନାୟକସମ୍ବାଦ (ଖବରକାଗଜ)ଭାରତୀୟ ସମ୍ବିଧାନଅଚ୍ୟୁତ ସାମନ୍ତବିକ୍ରମ କେଶରୀ ଦେଓଗୁଗଲ ମ୍ୟାପ୍ସବିରାଟ କୋହଲୀପରିବେଶନଳିନୀକାନ୍ତ ମହାନ୍ତିବଳରାମ ମିଶ୍ରକୁକୁର୨୦ ମାର୍ଚ୍ଚସଦାଶିବ ପ୍ରଧାନୀକିଏ ଦବ ଟକ୍କରକ୍ରିଷ୍ଟୀନା ଅଖିବାପରିବାରଆଲୋକଖ୍ରୀଷ୍ଟ ଧର୍ମ୧୨୮୫ଯମେଶ୍ୱର ମିଶ୍ରବିଜୁ ଜନତା ଦଳଓଡ଼ିଶା ବିଧାନ ସଭାଗୌତମ ବୁଦ୍ଧଦ୍ରୌପଦୀତପସ୍ୱିନୀଗଞ୍ଜା ଲଢ଼େଇସିଷ୍ଟର ଶ୍ରୀଦେବୀଭାରତର ସଂସ୍କୃତିଧର୍ମେନ୍ଦ୍ର ପ୍ରଧାନସାରଳା ମହାଭାରତନୃସିଂହନାଥ ମନ୍ଦିରରାମଚନ୍ଦ୍ର ମିଶ୍ରକାବୋଟେଗ୍ରାଭିର/ରିଲପିଭିରିନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାଜକନିକାକନ୍ଧମାଳ ଜିଲ୍ଲାଗୋପବନ୍ଧୁ ଦାସଷଠି ଓଷାମେଲାଟୋନିନଚୈତନ୍ୟକାଳିନ୍ଦୀ ଚରଣ ପାଣିଗ୍ରାହୀମାଣବସା ଗୁରୁବାରଦିୱାନା ଦିୱାନୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜାକର୍ତାତୁମ ପରି ଛୋଟ ପିଲାଟିଏସେସିଲିଆ ପେଇନ-ଗାପୋସ୍ଚକିନକୋଣାର୍କଇଟାମାଟି ଗ୍ରାମକୃଷ୍ଣପଣା ସଂକ୍ରାନ୍ତିନିର୍ମଳା (ଉପନ୍ୟାସ)ମଲାଲା ୟୁସୁଫଜାଇଚନ୍ଦ୍ରଯାନ-୧🡆 More