ସେଫିକ୍ସିମ

ସେଫିକ୍ସିମ (ଇଂରାଜୀ ଭାଷାରେ Cefixime) ଏକ ଆଣ୍ଟିବାୟୋଟିକ ଯାହା ବ‌ହୁ ସଂଖ୍ୟକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ନାମ ମୁଖ୍ୟତଃ ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ, ସ୍ଟ୍ରେପଥ୍ରୋଟ (strep throat), ନିମୋନିଆ, ମୂତ୍ରନଳୀ ସଂକ୍ରମଣ (urinary tract infections), ଗନରିଆ ଓ ଲାଇମ ରୋଗ ଇତ୍ୟାଦି । ଗନୋରିଆ ନିମନ୍ତେ ଗୋଟିଏ ଡୋଜ ଆବଶ୍ୟକ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଗନରିଆ ନିମନ୍ତେ ସେଫଟ୍ରିଆକ୍ସୋନ (ceftriaxone) ପରେ ଏହା ଦ୍ୱିତୀୟ ପସନ୍ଦ ଭାବରେ ଦିଆଯାଏ । ଏହା ପାଟିରେ ଦିଆଯାଏ ।

ସେଫିକ୍ସିମ
ସେଫିକ୍ସିମ
Clinical data
Trade namesmany
AHFS/Drugs.commonograph
MedlinePlusa690007
Pregnancy
category
  • B
Routes of
administration
by mouth (capsule or suspension)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability40% to 50%
Protein bindingApproximately 60%
Elimination half-lifeVariable
Average 3 to 4 hours
ExcretionKidney and biliary
Identifiers
IUPAC name
  • (6R,7R)-7-{[2-(2-Amino-1,3-thiazol-4-yl)-2-(carboxymethoxyimino)acetyl]amino}-3-ethenyl-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.119.331 Edit this at Wikidata
Chemical and physical data
FormulaC16H15N5O7S2
Molar mass453.452 g/mol
3D model (JSmol)
SMILES
  • O=C2N1/C(=C(/C=C)CS[C@@H]1[C@@H]2NC(=O)C(=N\OCC(=O)O)/c3nc(sc3)N)C(=O)O
InChI
  • InChI=1S/C16H15N5O7S2/c1-2-6-4-29-14-10(13(25)21(14)11(6)15(26)27)19-12(24)9(20-28-3-8(22)23)7-5-30-16(17)18-7/h2,5,10,14H,1,3-4H2,(H2,17,18)(H,19,24)(H,22,23)(H,26,27)/b20-9-/t10-,14-/m1/s1 checkY
  • Key:OKBVVJOGVLARMR-QSWIMTSFSA-N checkY
 ☒NcheckY (what is this?)  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା ଓ ଅଇ ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି (allergic reaction) ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୁଏ । ପେନିସିଲିନ ଆଲର୍ଜି (penicillin allergy) ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଥାଏ । ଏହା ସେଫାଲୋସ୍ପୋରିନ ଶ୍ରେଣୀର ଏକ ତୃତୀୟ ପିଢ଼ି (third generation cephalosporin) ଔଷଧ । ଏହି ଔଷଧଦ୍ୱାରା ଜୀବାଣୁର କୋଷାଆବରଣ ନଷ୍ଟ ହୋଇଯିବାରୁ ମୃତ୍ୟୁ ହୁଏ ।

ସନ ୧୯୮୯ରେ ସେଫିକ୍ସିମ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ (generic medication) ନାମରେ ମିଳେନାହିଁ । ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜର ମୂଲ୍ୟ ୦.୨୬ରୁ ୨.୦୯ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ମୂଲ୍ୟ ୧୦୦ରୁ ୨୦୦ ଡଲାର ।

ଆଧାର

Tags:

en:bacterial infectionsen:ceftriaxoneen:strep throaten:urinary tract infectionsଗନରିଆନିମୋନିଆମଧ୍ୟକର୍ଣ୍ଣ ପ୍ରଦାହଲାଇମ ରୋଗ

🔥 Trending searches on Wiki ଓଡ଼ିଆ:

ଅଗ୍ନାଶୟ ପ୍ରଦାହବିଶ୍ୱ ଏଡ୍‌ସ ଦିବସ୧୭୩୯ଇଲନ ମସ୍କକରୁଣାକର କରଯୀଶୁବୁଧବାରନାଟୋପରମାଣୁ କ୍ରମାଙ୍କଭାରତ ଛାଡ଼ ଆନ୍ଦୋଳନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଆ ଭାଗବତଯଶୋବନ୍ତ ଦାସDarifenacinମିଳିମିଳାପରିସଂଖ୍ୟାନ୧୫୭୯ମକର ସଂକ୍ରାନ୍ତିପରିବାରକନ୍ଧମାଳ ଜିଲ୍ଲାରବି ସିଂହ ମାଝିରମଣ ପ୍ରଭାବଓଡ଼ିଆ କଥାଚିତ୍ର ଜଗତତରୁଣକାନ୍ତି ମିଶ୍ରକରାଚୀବ୍ରାହ୍ମ ସମାଜମିତ୍ରଭାନୁ ଗୌନ୍ତିଆଯବକ୍ଷାରଜାନ ବିବନ୍ଧନଭାରତୀୟ ସମ୍ବିଧାନଉଇକିପିଡ଼ିଆରାଣୀ ଲକ୍ଷ୍ମୀବାଈ୨୯୨କ୍ଷୀରଶିବ ଶଙ୍କର ସାହାଣୀହେପାଟାଇଟିସହିନ୍ଦୁ ଧର୍ମଉମେଶଚନ୍ଦ୍ର ସରକାରନଳିନୀକାନ୍ତ ମହାନ୍ତିପାଇଥନ୍ (ପ୍ରୋଗ୍ରାମିଂ ଭାଷା)ବୈକୁଣ୍ଠନାଥ ପଟ୍ଟନାୟକମାଟିବିରାଡ଼ି ସାପଚନ୍ଦ୍ରଶେଖର ରଥଚେତନ ଭଗତଭାରତ ସରକାରଜାଭାଓଡ଼ିଆ କାବ୍ୟ କବିତାସରୋଜିନୀ ନାଇଡୁଓଡ଼ିଆ ଉଇକିପିଡ଼ିଆଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଦରବାର (କବିତା)ଯାଯାବର (୧୯୭୫ର କଥାଚିତ୍ର)ୱିଲିଅମ ସେକ୍ସପିଅରଖାରବେଳ ସ୍ୱାଇଁଇଟାମାଟି ଗ୍ରାମରାଶି ଓ ନକ୍ଷତ୍ରବଳରାମ ମିଶ୍ର୨୦ ମାର୍ଚ୍ଚବ୍ୟୋମକେଶ ରାୟ୮ ମାର୍ଚ୍ଚମୌଳିକ ସଂଖ୍ୟାଉଇକିବିଦ୍ୟାଳୟଇସ୍ରାଏଲରୀତା ସାହୁ🡆 More