ଶ୍ରୀଧର ସ୍ୱାମୀ

ଶ୍ରୀଧର ସ୍ୱାମୀ ଜଣେ ଭାରତୀୟ ସାଧକ ଓ ଟୀକାକାର ଥିଲେ । ସେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ନୃସିଂହଙ୍କର ଉପାସକ ଥିଲେ ଓ ଭାବାର୍ଥ ଦୀପୀକା ଓ ଭଟ୍ଟି ଆଦି ଗ୍ରନ୍ଥ ରଚନା କରିଥିଲେ । କେତେକଙ୍କ ମତରେ ସେ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ବୈଷ୍ଣବ ଥିଲେ । ଏହି ସମ୍ପ୍ରଦାୟରେ କବି ଜୟଦେବ ଓ ବଲ୍ଲଭାଚାର୍ଯ୍ୟ ମଧ୍ୟ ଥିଲେ । ଏମାନେ ଶୁଦ୍ଧାଦ୍ୱୈତ ବାଦର ପ୍ରଚାରକ ଥିଲେ ।

ଶ୍ରୀଧର ସ୍ୱାମୀ
ଜନ୍ମ୧୩୦୧ ଖ୍ରୀଷ୍ଟାବ୍ଦ
ମୟୁରଗ୍ରାମ, ରେମୁଣା, ବାଲେଶ୍ୱର, ଓଡ଼ିଶା
ମୃତ୍ୟୁ୧୩୭୩ ଖ୍ରୀଷ୍ଟାବ୍ଦ
ଅନ୍ୟ ନାମଟୀକା ଶ୍ରୀଧର
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିଓଡ଼ିଆ ଭାଗବତର ଟୀକା


ଜୀବନ କାଳ

ଶ୍ରୀଧର ସ୍ୱାମୀ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ନିକଟରେ ଥିବା ମରେଇ ଗାଁ(ମୟୁରଗ୍ରାମ)ରେ ୧୪ଶ ଶତକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭକ୍ତିଭାବ ଯୋଗୁଁ ପରେ ପୁରୀଠାରେ ଗୋବର୍ଧନ ପୀଠରେ ମହନ୍ତ ଭାବରେ ତାଙ୍କୁ ବଛାଯାଇଥିଲା ।

ରଚନାବଳୀ

  • ଶ୍ରୀମଦ ଭଗବଦଗୀତାର ସୁବୋଧିନୀ ଟୀକା
  • ଶ୍ରୀମଦ ଭାଗବତର ଭାବାର୍ଥ ଦୀପିକା ଟୀକା
  • ବିଷ୍ଣୁ ପୁରାଣର ଆତ୍ମପ୍ରକାଶ ଟୀକା
  • ବାଳବୋଧିନୀ ଟୀକା
  • ପଦାର୍ଥ ପ୍ରକାଶିକା
  • ବେଦ ସ୍ମୃତି ଟୀକା
  • ଅଥର୍ବ ବେଦର କର୍ମସମୂଚ୍ଚୟ ଟୀକା
  • ବ୍ରଜବିହାର କବିତା

ବାଣୀ

ଦ୍ରଷ୍ଟବ୍ୟ

ବାହାର ଲିଙ୍କ

Tags:

ଶ୍ରୀଧର ସ୍ୱାମୀ ଜୀବନ କାଳଶ୍ରୀଧର ସ୍ୱାମୀ ରଚନାବଳୀଶ୍ରୀଧର ସ୍ୱାମୀ ବାଣୀଶ୍ରୀଧର ସ୍ୱାମୀ ଦ୍ରଷ୍ଟବ୍ୟଶ୍ରୀଧର ସ୍ୱାମୀ ବାହାର ଲିଙ୍କଶ୍ରୀଧର ସ୍ୱାମୀଓଡ଼ିଶାନୃସିଂହବାଲେଶ୍ୱର ଜିଲ୍ଲାଭାରତ

🔥 Trending searches on Wiki ଓଡ଼ିଆ:

ନବରାତ୍ରୀନାଟୋଅଷ୍ଟ୍ରେଲିଆ (ମହାଦେଶ)ଜାନକୀ ବଲ୍ଲଭ ପଟ୍ଟନାୟକଇସ୍ରାଏଲସାରଳା ମହାଭାରତଜଗନ୍ନାଥ ମନ୍ଦିରକୋଇଲି ଚଉତିଶାସଙ୍କୀର୍ତ୍ତନ୪ ସେପ୍ଟେମ୍ବରଚନ୍ଦ୍ରଶେଖର ନନ୍ଦକଳ୍ପନା ଚାୱଲାପୂର୍ଣ୍ଣଚ୍ଛେଦ୧୫୨୮ଭୋଦେଇ ଓଷାଚୈତ୍ରଲୋରାଟାଡାଇନପୁରୀପ୍ରଣବ ପ୍ରକାଶ ଦାସଆଣ୍ଡ୍ରଏଡ଼ଅଣ୍ଡକୋଷ ଯନ୍ତ୍ରଣାଭଗବତୀ ଚରଣ ପାଣିଗ୍ରାହୀଚନ୍ଦନ ଯାତ୍ରାସାରଳା ଦାସରବର୍ଟ ମୂଗବି. ଆର. ଆମ୍ବେଦକରରାଜେନ୍ଦ୍ର କିଶୋର ପଣ୍ଡାଅଚ୍ୟୁତ ସାମନ୍ତରଶ୍ମି ରାଉଳଫକୀର ସିଂହବୈକୁଣ୍ଠନାଥ ପଟ୍ଟନାୟକଶ୍ରୀତମ ଦାସଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାମଧୁସୂଦନ ରାଓମଲାଲା ୟୁସୁଫଜାଇଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟବୁଧେଇ ଓଷାବିରାଟ କୋହଲୀସମ୍ବିତ ରାଉତରାୟଲକ୍ଷ୍ମଣ ନାୟକସୁମନ କଲ୍ୟାଣପୁରବଲାଙ୍ଗୀରଜଳ ପ୍ରଦୂଷଣପଖାଳଓଡ଼ିଶା ସରକାରହାତମିତ୍ରଭାନୁ ଗୌନ୍ତିଆଚନ୍ଦ୍ରଯାନ-୧ସଂଘମିତ୍ରା ମିଶ୍ରପଞ୍ଚସଖାଇଲନ ମସ୍କପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଉଇକିଡାଟା୧୪୦୧ଚନ୍ଦ୍ରଶେଖର ରଥପୂର୍ଣ୍ଣଚନ୍ଦ୍ର ସ୍ୱାଇଁଦିଲୀପ ତିର୍କୀବୁଧବାରନନ୍ଦ କିଶୋର ବଳପୃଥ୍ୱୀରାଜ ଚୌହାନବେଙ୍ଗଓଡ଼ିଶାର ପର୍ବପର୍ବାଣିଆଚାର୍ଯ୍ୟ ହରିହର🡆 More