ବିଧାନ ସଭା ନିର୍ବାଚନ ମଣ୍ଡଳୀ ଶିମୂଳିଆ

ଶିମୂଳିଆ (କ୍ରମିକ ସଂଖ୍ୟା: ୪୨) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଶିମୂଳିଆ ବ୍ଳକ ଓ ଖଇରା ବ୍ଳକ ।

ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୩,୩୪୬
ଜିଲ୍ଲା: ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କଠାରୁ ୭୯୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପର୍ଶୁରାମ ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କଠାରୁ ୧୦,୯୨୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଶିମୂଳିଆ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପର୍ଶୁରାମ ପାଣିଗ୍ରାହୀ ୬୩,୪୭୯ ୪୭.୮୭ -
କଂଗ୍ରେସ ପଦ୍ମଲୋଚନ ପଣ୍ଡା ୫୨,୫୫୨ ୩୯.୬୩ -
ସ୍ୱାଧୀନ ମହେନ୍ଦ୍ର ପ୍ରସାଦ ଜେନା ୮,୦୪୭ ୬.୦୭ -
ଭାଜପା ତନୁଜା ପଣ୍ଡା ୫,୦୨୩ ୩.୭୯ -
ବସପା ଗୋପାଳ କୃଷ୍ଣ ଦାସ ୧,୯୬୯ ୧.୪୮ -
ସପା ମମତାଞ୍ଜଳୀ ତ୍ରିପାଠୀ ୧,୦୧୯ ୦.୭୭ -
ସମୃଦ୍ଧ ଓଡ଼ିଶା ରବିନ୍ଦ୍ର କୁମାର ମହାନ୍ତି ୫୦୬ ୦.୩୮ -
ଭୋଟ ବ୍ୟବଧାନ ୧୦,୯୨୭ ୮.୨୪* -
ମତଦାନ ହାର ୧,୩୨,୬୧୮ ୬୭.୫୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମହେନ୍ଦ୍ର ସିଂହ ଧୋନିଗୋପବନ୍ଧୁ ଦାସଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଦ୍ରୀନାଥ ମନ୍ଦିରଡିମେନ୍ସିଆକଥା (ପତ୍ରିକା)କନ୍ୟା (ରାଶି)ଛତ୍ରପୁରବିଶ୍ୱତାପନକମଳ ଲୋଚନ ମହାନ୍ତିଜବାହରଲାଲ ନେହେରୁଆନ୍ତର୍ଜାତିକ ନୃତ୍ୟ ଦିବସ୧୬୩ସ୍ୱାଧୀନତା ଦିବସ‌ (ଭାରତ)ଖୁସି ଯୋଜନାଜଗନ୍ନାଥ ପ୍ରସାଦ ଦାସବିନୋଦ ଚନ୍ଦ୍ର ନାୟକଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଓଡ଼ିଆ ଭାଷାଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସନିମୋନିଆନୀଳମାଧବ ମନ୍ଦିରଡଲାରଶୈଳବାଳା ଦାସରୁକ୍ମିଣୀ ବିବାହପର୍ଶୁରାମ ଧଡ଼ାଗୌତମ ବୁଦ୍ଧସୌରୀନ୍ଦ୍ର ବାରିକଧରଣୀଧର ଭୂୟାଁଓଡ଼ିଆ ସାହିତ୍ୟଚାଣକ୍ୟଭୌଗଳିକ ଦିଗବାରେଣିଓଡ଼ିଶାର ସଂସ୍କୃତିନଇ ଆରପାରିଧାନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସହନୁମାନ ଜୟନ୍ତୀଅଗ୍ନାଶୟ ପ୍ରଦାହଜଗତସିଂହପୁରବିଜ୍ଞାନପଠାଣି ସାମନ୍ତମଣିଷDharanidhar Bhuyanଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଓଡ଼ିଆ ଭ୍ରମଣ ସାହିତ୍ୟକୋରାଖଇନନ୍ଦିନୀ ଶତପଥୀଫୋଷ୍ଟାମାଟିନିବପ୍ରଧାନ ପୃଷ୍ଠାଗୋପାଳ ଚନ୍ଦ୍ର ପ୍ରହରାଜଗୁରୁବାରଇସଲାମାବାଦମାଇକ୍ରୋସଫ୍ଟଭଗବତୀ ଚରଣ ପାଣିଗ୍ରାହୀରଞ୍ଜିତା ନାୟକରାଜକିଶୋର ରାୟବାଞ୍ଛାନିଧି ମହାନ୍ତିକଟକମହମ୍ମଦଗୁରୁନଡ଼ିଆଲାଜକୁଳୀ ଲତାବନ୍ଧୁ (କଥାଚିତ୍ର)🡆 More