ମଲ୍ଲିକା ଶ୍ରୀନିବାସନ: ଭାରତୀୟ ବ୍ୟବସାୟୀ

ମଲ୍ଲିକା ଶ୍ରୀନିବାସ (ଜନ୍ମ ୧୯୫୯ )ହେଉଛନ୍ତି ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତ ଲିମିଟେଡ଼ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ।୧୯୬୦ ମସିହାରେ ଚେନ୍ନାଇ, ଭାରତ ପ୍ରମୁଖ ଟ୍ରାକ୍ଟର ଉତ୍ପାଦନକରି ସଂସ୍ଥା ଥିଲା।

ମଲ୍ଲିକା ଶ୍ରୀନିବାସ
ମଲ୍ଲିକା ଶ୍ରୀନିବାସନ: ପେଶାଗତ ଜୀବନ, ମାନବ ପ୍ରେମ, ଶିକ୍ଷାଗତ ଯୋଗ୍ୟତା
ଜନ୍ମ1959
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନBharathidasan Institute of Management - BIM - Trichy
ମାଡ୍ରାସ ବିଶ୍ୱବିଦ୍ୟାଳୟ
University of Pennsylvania
ବୃତ୍ତିIndustrialist
Tractors and Farm Equipment Limited
TitleChairman & CEO
ବୈବାହିକ-ସାଥୀ(s)ବେଣୁ ଶ୍ରୀନିବାସ, Chairman, ଟିଭିସ ମୋଟର
ପିତାମାତା(s)ଏ.ଶିବସାଇଲାମ
ଇନ୍ଦିରା ଶିବସାଇଲାମ

ପେଶାଗତ ଜୀବନ

ମଲ୍ଲିକା ଟିଏଫ୍ଇକୁ ମୁଖ୍ୟ ଟ୍ରାକ୍ଟର ଉତ୍ପାଦନକରି କମ୍ପାନୀଭାବେ ପ୍ରତିଷ୍ଠା କରିଥିଲେ ।

ମାନବ ପ୍ରେମ

ମଲ୍ଲିକା ଇନ୍ଦିରା ଶିବସାଇଲାମ ଫାଉଣ୍ଡେସନ ମାଧ୍ୟମରେ କର୍ଣ୍ଣାଟକ ସଂଗୀତ ପରମ୍ପରା କଳାକୁ ସାରା ଭାରତରେ ଅଗ୍ରଗଣୀ କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।

ଶିକ୍ଷାଗତ ଯୋଗ୍ୟତା

ସେମାଡ୍ରାସ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ୱର୍ଣ୍ଣପଦକ ପାଇଥିଲେ,ସେ ଡେଏନସ୍ ଅନର ଲିଷ୍ଟ ଏବଂ ଆଲଫା ବିଟା ଗାମ Wharton School of Business, University of Pennsylvania ସ୍ନାତକ ହାସଲ କରିଥିଲେ।

ପୁରସ୍କୃତ ଏବଂ ପ୍ରଶଂସା

Year Awards and Honors Awarding Organization Reference
୧୯୯୯ ଫାଷ୍ଟ ବିଜନେସ ୱମେନ ଅଫ୍ ଦି ଇୟର ଫର ଇଣ୍ଡିଆ ବିବିସି
୨00୫ ଜୀ ଟିଭି ଅସ୍ତିତ୍ୱ ଆୱାର୍ଡ ଫର ୱମେନ ଜୀ ବିଟିଭି
୨୦୦୫ ନ୍ୟାସନାଲ ଲିଡ଼ରସିପ ଆୱାର୍ଡ ଆଇଆଇଏମ Lucknow- Lakshmipat Singhania award
୨୦୦୫-୦୬ ବିଜିନେସ ୱମେନ ଅଫ୍ ଦି ଇୟର ଦି ଏକନୋମିକ୍ ଟାଇମ୍ସ
୨୦୦୭ Selected as one of the few in the Wharton’s 125 influential people and ideas Wharton School of Business, University of Pennsylvania
୨୦୦୪-୧୦ ଏମୋଙ୍ଗ ୨୫ ମୋଷ୍ଟ ପାୱାରଫୁଲ ୱମେନ ଇନ ଇଣ୍ଡିଆନ ବିଜିନେସ-for 7 consecutive years Business Today
୨୦୧୦ ୟୁନିଭରସିଟି ଅଫ୍ ମାଡ୍ରାସ ୱମେନ ଡେ ଆୱାର୍ଡ ୟୁନିଭରସିଟି ଅଫ୍ ମାଡ୍ରାସ
୨୦୧୦ ଏମଙ୍ଗ ୨୫ ପାୱାରଫୁଲ ୱମେନ ଇଣ୍ଡିଆ ଟୁଡେ Woman
୨୦୧୦ India Inc’s Most Powerful Women Leaders ଦି ଏକନୋମିକ ଟାଇମ୍ସ Corporate Dossier
୨୦୧୧ Entrepreneur of the year - Manufacturing Ernst & Young
୨୦୧୨ Among top 6 Most Powerful Women of India Inc ବିଜିନେସ ଟୁଡ଼େ
୨୦୧୨ Ranked Among Asia’s 50 Power Businesswomen ଫୋରବେସ ଏସିଆ
୨୦୧୨ India Inc’s Most Powerful CEOs 2012 Top Women CEOs ଦି ଏକନୋମିକ ଟାଇମ୍ସ
୨୦୧୨ Forbes India Leadership Awards 2012 Women Leader of the Year ଫୋରବେସ ଇଣ୍ଡିଆ
୨୦୧୨ Doctor of Letters (Honoris Causa) ହିନ୍ଦୁସ୍ତାନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ଚେନ୍ନାଇ
୨୦୧୨ Ranked 2nd among India’s 50 Most Powerful Women in Business ଫରଚିୟୁନ ଇଣ୍ଡିଆ
୨୦୧୨ ABLF Woman of Power Award Asian Business Leadership Forum Awards
୨୦୧୩ India Today’s Power List – The Influencers ଇଣ୍ଡିଆ ଟୁଡ଼େ
୨୦୧୩ ବିଜିନେସ ଥାଟ ଅଫ୍ ଲିଡ଼ରସିପ ଅଫ୍ ଦି ୨୦୧୨ ଏନଡିଟିଭି ପ୍ରଫିଟ Business Leadership Awards
୨୦୧୪ ପଦ୍ମଶ୍ରୀ ଫର ଟ୍ରେଡିଂ ଆଣ୍ଡ ଇଣ୍ଡଷ୍ଟ୍ରି ଭାରତ ସରକାର
୨୦୧୪ ଏମନଗ ଇଣ୍ଡିଆସ ମୋଷ୍ଟ ପାୱାରଫୁଲ ୱମେନ – Hall of Fame ବିଜିନେସ ଟୁଡ଼େ
୨୦୧୪ ଏମନଗ ଇଣ୍ଡିଆସ ମୋଷ୍ଟ ପାୱାରଫୁଲ ୱମେନ ଫେମିନା
୨୦୧୪ ଏମନଗ ଇଣ୍ଡିଆସ ମୋଷ୍ଟ ପାୱାରଫୁଲ ୱମେନ Fortune Asia
୨୦୧୪ Ranked among Most Powerful Women in Indian Business Fortune India
୨୦୧୫ କଂଫ୍ରେଡ ଦି ଜାହାଙ୍ଗିର ମେଡାଲ XLRI - Xavier School of Management
୨୦୧୬ Among BBC 100 Power Women 2016 British Broadcasting Corporation (BBC)
୨୦୧୬ କଂଫ୍ରେଡ ଦି ଦେବୀ ଆୱାର୍ଡ ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ

ସଂଗଠନସଂସ୍ଥା ଓ ଅନୁବନ୍ଧନ

ସ୍ଥିତି ସଂଗଠନସଂସ୍ଥା ଆଧାର
ମେମ୍ବର -ଏକ୍ସକେଟିଭି ବୋର୍ଡ ଇଣ୍ଡିଆନ ସ୍କୁଲ ଅଫ୍ ବିଜିିନେସ, ହାଇଦ୍ରାବାଦ
ମେମ୍ବର- ସରକାରୀ ବୋର୍ଡ(ରୁରାଲ ଟେକ୍ନୋଲୋଜି ଆଣ୍ଡ ବିସିନେସ ଇନକବଟୋର) ଇଣ୍ଡିଆନ ଇଂନଷ୍ଟିଚିୟୁଟ ଟେକ୍ନୋଲୋଜି , ଚେନ୍ନାଇ
ବୋର୍ଡ ମେମ୍ବର AGCO କର୍ପୋରେସନ,ଆମେରିକା
ବୋର୍ଡ ମେମ୍ବର ଟାଟା ଗ୍ଲୋବାଲ ଲିମିଟେଡ଼
ବୋର୍ଡ ମେମ୍ବର (ଇଣ୍ଡିପେଣ୍ଡଏଣ୍ଟ ନନ-ଏକ୍ସକେଟିଭି ଡିରେକ୍ଟର ) ଟାଟା ଷ୍ଟିଲ

ଆଧାର

Tags:

ମଲ୍ଲିକା ଶ୍ରୀନିବାସନ ପେଶାଗତ ଜୀବନମଲ୍ଲିକା ଶ୍ରୀନିବାସନ ମାନବ ପ୍ରେମମଲ୍ଲିକା ଶ୍ରୀନିବାସନ ଶିକ୍ଷାଗତ ଯୋଗ୍ୟତାମଲ୍ଲିକା ଶ୍ରୀନିବାସନ ପୁରସ୍କୃତ ଏବଂ ପ୍ରଶଂସାମଲ୍ଲିକା ଶ୍ରୀନିବାସନ ସଂଗଠନସଂସ୍ଥା ଓ ଅନୁବନ୍ଧନମଲ୍ଲିକା ଶ୍ରୀନିବାସନ ଆଧାରମଲ୍ଲିକା ଶ୍ରୀନିବାସନ

🔥 Trending searches on Wiki ଓଡ଼ିଆ:

ରଜଛତ୍ରପୁର, ଗଞ୍ଜାମଟାଇଫଏଡଶୈଳଭାମା ମହାପାତ୍ରଶ୍ରୀରାମ ପଣ୍ଡାଚିନ୍ତାମଣି ମହାନ୍ତିଜୟୀ ରାଜଗୁରୁପ୍ରାଣବନ୍ଧୁ କରକେନ୍ଦୁଝର ଜିଲ୍ଲାବୈକୁଣ୍ଠନାଥ ପଟ୍ଟନାୟକମହାନଦୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜାଭାସ୍କ୍ରିପ୍ଟଆକବରରାଉରକେଲାବିଶ୍ୱତାପନଅଚିହ୍ନା ବାସଭୂମିଓଡ଼ିଶାର ଇତିହାସଯଦୁମଣି ମହାପାତ୍ରଭାଷାଅଗ୍ନ୍ୟାଶୟ ଅକ୍ଷମତାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଦଣ୍ଡ ନାଟମୀନ (ମାସ)ପ୍ରବୀଣ କୁମାର କବିଓଡ଼ିଶୀନୃସିଂହଜାତୀୟ ଆୟଉଇକିପିଡ଼ିଆମଧ୍ୟାହ୍ନ ଭୋଜନ ଯୋଜନାଗୋପାଳ ଛୋଟରାୟଲାଟିନ ଭାଷାବିଭୂତି ପଟ୍ଟନାୟକବୁଢ଼ିଆଣୀତାଳଧ୍ୱଜବୁଦ୍ଧ ପୂର୍ଣ୍ଣିମାଛବିଳ ମଧୁ ବର୍ଣ୍ଣବୋଧକରଣ (ଜାତି)ଉଦର ଯନ୍ତ୍ରଣାବିଶ୍ୱ ନୃତ୍ୟ ଦିବସଘିମିରି୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକଢେଙ୍କାନାଳସମୁଦ୍ରମଟର ସାଇକେଲମହାଦେଶ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଜ୍ଞାନୀନ୍ଦ୍ର ବର୍ମାପରମାଣୁଅଶୋକାଷ୍ଟମୀଭାରତୀୟ ସମ୍ବିଧାନଇଣ୍ଡିଆନ ପ୍ରିମିଅର ଲିଗତାମିଲ ଭାଷାସପ୍ତର୍ଷିଭାନୁଜୀ ରାଓଧାନଗଗନେନ୍ଦ୍ର ନାଥ ଦାଶମହାତ୍ମା ଗାନ୍ଧୀଦିବ୍ୟସିଂହ ଦେବବିରାଟ କୋହଲୀଚୁଡ଼ାରାମଚନ୍ଦ୍ର ମିଶ୍ର୧ (ସଂଖ୍ୟା)ଭୁବନେଶ୍ୱରଚିକିତ୍ସା ବିଜ୍ଞାନଇଲେକ୍ଟ୍ରୋନିକ କମର୍ସପାଣ୍ଟୋପ୍ରାଜୋଲ୧୭୭୬ସୁଭାଷ ଚନ୍ଦ୍ର ବୋଷପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠା🡆 More