ବିନାୟକ ଆଚାର୍ଯ୍ୟ: ଓଡ଼ିଆ ରାଜନୀତିଜ୍ଞ

ଶ୍ରୀ ବିନାୟକ ଆଚାର୍ଯ୍ୟ ୧୯୧୮ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସ୍ୱର୍ଗୀୟ ଶ୍ରୀ ରଘୁନାଥ ଆଚାର୍ଯ୍ୟ । ସେ କଳା ବିଭାଗରେ +୩ କରିସାରି ଶିକ୍ଷକତା ନିମନ୍ତେ ତାଲିମ ନେଇଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ଶିକ୍ଷକତା କରୁଥିଲେ । ପତ୍ରିକା ଅଧ୍ୟୟନ ତାଙ୍କର ଅନ୍ୟତମ ରୁଚି ଥିଲା ଓ ସେ ତାଙ୍କ ବନ୍ଧୁମାନକଙ୍କ ସହିତ ଭାରତ ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ, ଯାହା ତାଙ୍କୁ ଭବିଷ୍ୟତ ଜୀବନରେ ରାଜନୀତିରେ ଯୋଗ ଦେବାପାଇଁ ପ୍ରେରଣା ଯୋଗାଇଥିଲା । ୧୯୪୨ ମସିହାରେ ହୋଇଥିବା ଭାରତଛାଡ଼ ଆନ୍ଦୋଳୋନରେ ସେ ଯୋଗଦେଇ ବନ୍ଦୀମାନଙ୍କ ପରିବାର ଲୋକଙ୍କୁ ଦେଖାଶୁଣା କରିଥିଲେ । ତେଣୁ ପୁଲିସର ସନ୍ଧାନବେଳେ ତାଙ୍କ ଭାଇ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ଧରାପଡ଼ିଥିଲେ ଓ ତାଙ୍କୁ କାରାଦଣ୍ଡାଦେଶ ହୋଇଥିଲା । ତାଙ୍କର ରାଜନୈତିକ ଜୀବନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା ଓ ସେ ବିଧାୟକ ପାଇ ନିର୍ବାଚନରେ ଭାଗନେଇଥିଲେ । ସେ ୧୯୬୭ ଓ ୧୯୭୧ରେ ୨ଥର ବିଧାୟକ ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୭ରୁ ୧୯୭୨ ପର୍ଯ୍ୟନ୍ତ ବିରୋଧିଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୯ ଡିସେମ୍ବର ୧୯୭୬ଠାରୁ ୩୦ ଅପ୍ରେଲ ୧୯୭୭ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ୧୧ ଡିସେମ୍ବର ୧୯୮୩ରେ ସେ ପ୍ରାଣତ୍ୟାଗ କରିଥିଲେ । ଆଚାର୍ଯ୍ୟଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ ବ୍ରହ୍ମପୁରଠାରେ ସରକାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହା ତାଙ୍କ ନାମରେ ନାମିତ ହୋଇଛି ।

ବିନାୟକ ଆଚାର୍ଯ୍ୟ
ବିନାୟକ ଆଚାର୍ଯ୍ୟ: ଓଡ଼ିଆ ରାଜନୀତିଜ୍ଞ
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୯ ଡିସେମ୍ବର ୧୯୭୬ –୩୦ ଅପ୍ରେଲ ୧୯୭୭
ପୂର୍ବ ଅଧିକାରୀନନ୍ଦିନୀ ଶତପଥୀ
ପର ଅଧିକାରୀନୀଳମଣୀ ରାଉତରାୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-08-30)୩୦ ଅଗଷ୍ଟ ୧୯୧୮
ଓଡ଼ିଶା
ମୃତ୍ୟୁ୧୧ ଡିସେମ୍ବର ୧୯୮୩(1983-12-11) (ବୟସ ୬୫)
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଭାଗ୍ୟଲତା ମିଶ୍ର
ସନ୍ତାନ୩ ପୁତ୍ର: ଅରୁଣ ଆଚାର୍ଯ୍ୟ, ଶରତ ଆଚାର୍ଯ୍ୟ ଓ ଶିଶିର ଆଚାର୍ଯ୍ୟ
୩ କନ୍ୟା: ଶୋଭା, ସରୋଜନୀ ଓ କୁମୁଦିନୀ

ଆଧାର


ବାହାର ଲିଙ୍କ

Tags:

ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକାବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟବ୍ରହ୍ମପୁର

🔥 Trending searches on Wiki ଓଡ଼ିଆ:

ଦିଲୀପ ତିର୍କୀଓଡ଼ିଆ ଭାଷା ଆନ୍ଦୋଳନଦିନଭୀମ ପୃଷ୍ଟିଷଠି ଓଷାପରିସଂଖ୍ୟାନଭଗବତୀ ଚରଣ ପାଣିଗ୍ରାହୀକଳାହାଣ୍ଡି ଜିଲ୍ଲାସ୍ୱିଡେନସାରଳା ମହାଭାରତଯମେଶ୍ୱର ମିଶ୍ରଓଡ଼ିଆ ସାହିତ୍ୟର ଇତିହାସହସ୍ତମୈଥୁନକିଏ କାହାର (୧୯୯୭ର ଓଡ଼ିଆ କଥାଚିତ୍ର)ନଳିନୀକାନ୍ତ ମହାନ୍ତିସଦାଶିବ ପ୍ରଧାନୀସଂତୃପ୍ତ ମିଶ୍ରଭୀମ ଭୋଇମୁକୁନ୍ଦ ଦେବକଳ୍ପନା ଚାୱଲାକାଳୀଚରଣ ପଟ୍ଟନାୟକଓଡ଼ିଶାର ସଂସ୍କୃତିବରଗଛ୧୩୮୪ବ୍ୟାଙ୍କସେସିଲିଆ ପେଇନ-ଗାପୋସ୍ଚକିନଆଲୋକ-ବୈଦୁତିକ ପ୍ରଭାବଆଳୁପ୍ଲାଟିପସଚନ୍ଦ୍ରଯାନ-୩ଭାରତ ଛାଡ଼ ଆନ୍ଦୋଳନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମିଶେଲ ଓବାମାପରଳଶିମିଳିପାଳ ଜାତୀୟ ଉଦ୍ୟାନବିର୍ସା ମୁଣ୍ଡାମହା ଶିବରାତ୍ରିକୋରାପୁଟ ଜିଲ୍ଲାଲକ୍ଷ୍ମୀନାରାୟଣ ସାହୁରାଜା ରାମମୋହନ ରାୟଯଶୋବନ୍ତ ଦାସପୁଷ୍ଟିସାରପାଣିରାଜ୍ୟ ସଭାଲଳିତା (୧୯୪୯ର ସିନେମା)ପଟ୍ଟନାୟକଜୁନଅଶୋକ (ସମ୍ରାଟ)ଭୌଗଳିକ ଦିଗବାରେଣିହୀରାକୁଦ ବନ୍ଧକଳାହାଣ୍ଡି (କବିତା)୧୫୨୫ବୈକୁଣ୍ଠନାଥ ପଟ୍ଟନାୟକଖ୍ରୀଷ୍ଟ ଧର୍ମଓଡ଼ିଆ କଥାଚିତ୍ର ଜଗତ୧୫୭୬ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଅଜନ୍ତା ଗୁମ୍ଫାକୃଷ୍ଣସୁଦାମ ମାରାଣ୍ଡିଝାଲ ମୁଢ଼ି୧୩୯୧ସ୍ୱଚ୍ଛ ଭାରତ ଅଭିଯାନଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ🡆 More