ପ୍ରଫୁଲ୍ଲ କୁମାର ମଲ୍ଲିକ: ଓଡ଼ିଆ ରାଜନୀତିଜ୍ଞ

ପ୍ରଫୁଲ୍ଲ କୁମାର ମଲ୍ଲିକ (ଜନ୍ମ: ୮ ମାର୍ଚ୍ଚ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ବ୍ରହ୍ମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରଫୁଲ୍ଲ କୁମାର ମଲ୍ଲିକ
ପ୍ରଫୁଲ୍ଲ କୁମାର ମଲ୍ଲିକ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ଏବେଯାଏଁ
ପୂର୍ବ ଅଧିକାରୀବ୍ରହ୍ମାନନ୍ଦ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-03-08) ୮ ମାର୍ଚ୍ଚ ୧୯୪୭ (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମୋତିଲତା ମଲ୍ଲିକ
ବାପା/ବୋଉହୃଷିକେଶ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ବ୍ରହ୍ମାନନ୍ଦ ୧୯୪୭ ମସିହାର ମାର୍ଚ୍ଚ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଷିକେଶ ମଲ୍ଲିକ ଓ ପତ୍ନୀଙ୍କ ନାମ ମୋତିଲତା ମଲ୍ଲିକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ବିଜୁ ଜନତା ଦଳ
୨୦୧୯ - ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ବିଜୁ ଜନତା ଦଳ

ଆଧାର

Tags:

ପ୍ରଫୁଲ୍ଲ କୁମାର ମଲ୍ଲିକ ଜନ୍ମ, ପରିବାର ଓ ଶିକ୍ଷାପ୍ରଫୁଲ୍ଲ କୁମାର ମଲ୍ଲିକ ରାଜନୈତିକ ଜୀବନପ୍ରଫୁଲ୍ଲ କୁମାର ମଲ୍ଲିକ ଆଧାରପ୍ରଫୁଲ୍ଲ କୁମାର ମଲ୍ଲିକଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାକାମାକ୍ଷାନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ଶ ଓଡ଼ିଶା ବିଧାନ ସଭା୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ବରଫଓଡ଼ିଆ ଲିପିଟୁକୁନି ସାହୁ୧୯୭୬ଉତ୍ତମ ମହାନ୍ତିସାହି ଯାତଚନ୍ଦନ ଯାତ୍ରାବଲାଙ୍ଗୀର ଜିଲ୍ଲାଡଙ୍ଗାକୁମ୍ଭ (ରାଶି)ଗାୟତ୍ରୀ ସରାଫମୂଳା (ନକ୍ଷତ୍ର)ଇତିହାସଓଡ଼ିଶାର ଭୂଗୋଳସୁକନ୍ୟା ସମୃଦ୍ଧି ଯୋଜନାଏଟାୱାକର୍ଣ୍ଣସ୍ୱାଧୀନତାବୃଷ (ରାଶି)ଢମଣା ସାପତାଳଧ୍ୱଜପ୍ରଦୀପ କୁମାର ପାଣିଗ୍ରାହୀନଅଙ୍କ ଦୁର୍ଭିକ୍ଷମୁଁ ରାଜା ତୁ ରାଣୀତାରାତାରିଣୀ ମନ୍ଦିରଲକ୍ଷ୍ମଣ ନାୟକକାହ୍ନୁଚରଣ ମହାନ୍ତିମୁଁ ତୁମେ ଓ ସେପାକ୍ରିଟିନିବଇଣ୍ଡୋନେସିଆରାଧାନାଥ ରାୟ୧ (ସଂଖ୍ୟା)ଢଗ ଢମାଳିପଞ୍ଚକନ୍ୟାସଂଯୁକ୍ତା ପାଣିଗ୍ରାହୀଛବିଳ ମଧୁ ବର୍ଣ୍ଣବୋଧବିଦ୍ୟୁତ୍ ଶକ୍ତିଅଗଷ୍ଟଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଅନୀତା ଦାସ୨ (ସଂଖ୍ୟା)ବିଭୁ କିଶୋରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାପରଶୁରାମଧରିତ୍ରୀଭାଷା ବିଜ୍ଞାନଭୀମ ଭୋଇବେଣୁଧର ରାଉତଅପାମାର୍ଗସମ୍ବାଦ (ଖବରକାଗଜ)ଭିଏତନାମକିଶୋରୀ ଚରଣ ଦାସତୁଳସୀ ଗଛଗୋପାଳ କୃଷ୍ଣ ରଥଉମେଶଚନ୍ଦ୍ର ସରକାରଜ୍ଞାନମଣ୍ଡଳରାମଶଙ୍କର ରାୟତ୍ରିଭୁଜଆମ୍ବମହାତ୍ମା ଗାନ୍ଧୀଖ୍ରୀଷ୍ଟ ଧର୍ମରଜସଫ୍ଟୱେରଡିଫେଲାଇକଫଲିନଯୁଗଳ କିଶୋର ପଟ୍ଟନାୟକବିଶ୍ୱନାଥ କରବିରେନ ପଲେଇଯୌଥ ପରିବାରଜ୍ୟୋତି ପ୍ରକାଶ ପାଣିଗ୍ରାହୀନାସାନବ ଚରଣ ମାଝିଉତ୍କଳ ସମ୍ମିଳନୀବିଷ🡆 More