ପ୍ରତିମା ପୁହାଣ

ପ୍ରତିମା ପୁହାଣ(ଜନ୍ମ : ୧୯୯୧) କଟକର ଜଗତପୁରଠାରେ ଜନ୍ମ ଗ୍ରହଣ କରିଥିବା ଜଣେ ମହିଳା ନୌ-ଚାଳନା ଖେଳାଳି । ସେ ଭାରତ ତରଫରୁ ୨୦୧୦ ମସିହାରେ ୧୬ତମ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଯୋଗ ଦେଇ ମହିଳା କକଲେସ୍ ପେୟାର ବିଭାଗରେ ପ୍ରମିଳାପ୍ରଭା ମିଞ୍ଜଙ୍କ ସହ ମିଶି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନୌଚାଳନାରେ ଆନ୍ତର୍ଜାତିକ ପଦକ ଜିତିବାରେ ସେ ଭାରତର ପ୍ରଥମ ମହିଳା ପ୍ରତିଯୋଗୀ ।

ପ୍ରତିମା ପୁହାଣ
ଜନ୍ମ
ପୋଡ଼ାବର, ଜଗତପୁର, କଟକ
ଜାତୀୟତାପ୍ରତିମା ପୁହାଣ ଭାରତୀୟ
ଶିକ୍ଷାନୁଷ୍ଠାନଭଗବତୀ ବିଦ୍ୟାପୀଠ, ତୁଳସୀ ଦାସ ମଠ
ପ୍ରସିଦ୍ଧିନୌ-ଚାଳନା
ପିତାମାତା(s)ସନାତନ ପୁହାଣ, ସଂଯୁକ୍ତା ପୁହାଣ

ଜୀବନୀ

ପ୍ରତିମା, କଟକ ମହାନଗର ନିଗମ ଅନ୍ତର୍ଗତ ପୋଡ଼ାବର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସନାତନ ପୁହାଣ ଓ ମାତା ସଂଯୁକ୍ତାଙ୍କର ସେ ଥିଲେ ସାନ ଝିଅ । ସେ "ତୁଳସୀ ଦାସ ମଠ"ରୁ ପାଠପଢ଼ା ଆରମ୍ଭ କରିଥିଲେ । ପରେ ସେ ଭୈରପୁରର ଭଗବତୀ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀ ପରୀକ୍ଷା ଦେବାପରେ ଜଗତପୁରଠାରେ ଥିବା ରୋଇଂ କ୍ରୀଡ଼ାରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ । ଜଗତପୁରଠାରେ ପ୍ରଶିକ୍ଷଣ ଗ୍ରହଣ କରିବାର ୪ମାସ ମଧ୍ୟରେ ସେ ତାମିଲନାଡୁରେ ଏକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ । ତାପରେ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଓ ଭାରତକୁ ପ୍ରତିନିଧିତ୍ୱ କରି ପଦକ ହାସ୍ଲ କରିଛନ୍ତି ।

କୃତିତ୍ୱ 

  • ୨୦୧୦ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ମହିଳା କକଲେସ୍ ପେୟାର ବିଭାଗରେ ପ୍ରମିଳାପ୍ରଭା ମିଞ୍ଜଙ୍କ ସହ ମିଶି ବ୍ରୋଞ୍ଜ ପଦକ

ପୁରସ୍କାର 

ଆଧାର 

Tags:

ପ୍ରତିମା ପୁହାଣ ଜୀବନୀପ୍ରତିମା ପୁହାଣ କୃତିତ୍ୱ ପ୍ରତିମା ପୁହାଣ ପୁରସ୍କାର ପ୍ରତିମା ପୁହାଣ ଆଧାର ପ୍ରତିମା ପୁହାଣକଟକ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମାପ ବ୍ୟବସ୍ଥାଶ୍ରୀକ୍ଷେତ୍ର ଦେବାଦେବୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମାଳଦ୍ଵୀପଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାସାରଳା ଦାସକୁଟୁରାଜୟପୁର, ରାଜସ୍ଥାନଆମାଜନ ନ‌ଦୀଯଶୋଧାରା ମିଶ୍ରରବୀନ୍ଦ୍ରନାଥ ଠାକୁରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାଶି ଓ ନକ୍ଷତ୍ରକଳିଙ୍ଗ ଯୁଦ୍ଧବସନ୍ତ ରୋଗକମଳା ଶତପଥୀସଚ୍ଚିଦାନନ୍ଦ ରାଉତରାୟଆଲେକ୍‌ଜାଣ୍ଡର୍ ମହାନ୧୯୮୮ବସନ୍ତ କୁମାର ଶତପଥୀକେନ୍ଦୁଝର ଜିଲ୍ଲା୦ (ସଂଖ୍ୟା)ଚନ୍ଦନ ଯାତ୍ରାବାରବାଡୋସଜୟ ଜଗନ୍ନାଥଭାରତୀୟ ମୁଦ୍ରାଗୌତମ ବୁଦ୍ଧଅସହଯୋଗ ଆନ୍ଦୋଳନକାର୍ତ୍ତିକେୟବୀଣାପାଣି ମହାନ୍ତିହନୁମାନ ଚାଳିଶାବ୍ୟକ୍ତିଗତ ଅର୍ଥବ୍ୟବସ୍ଥାକଣ୍ଟାକୁସୁମଆଖଣ୍ଡଳମଣି ମନ୍ଦିରଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଅଶୋକାଷ୍ଟମୀଜନ ଗଣ ମନନୀଳମାଧବ ମନ୍ଦିରଅମ୍ଳଜାନଗୋପାଳବଲ୍ଲଭ ଦାସବୀର ସୁରେନ୍ଦ୍ର ସାଏସମୟ (କାଳ)ଜଗନ୍ନାଥ ମନ୍ଦିରନିଓୱାଇଜ ଧୂମକେତୁଲକ୍ଷ୍ମୀନାରାୟଣ ସାହୁମହାଭାରତଓଡ଼ିଆ ଭାଷା ଆନ୍ଦୋଳନ୨ ମାର୍ଚ୍ଚଔଷଧୀୟ ଗଛଲତାମାନଙ୍କର ତାଲିକା୧ (ସଂଖ୍ୟା)ଲିଙ୍ଗରାଜ ମନ୍ଦିରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବର କୋଳିଫୁଲ୍ଲୋରି ଓଷାଭାନୁଜୀ ରାଓଓଡ଼ିଶୀଏକାଦଶୀଏଲୋରା ଗୁମ୍ଫାଜୈନ ଧର୍ମତନ୍ଦୁର୍ଯୋଗଅଶ୍ୱିନୀ କୁମାର ଘୋଷଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅଷ୍ଟ୍ରେଲିଆଅର୍ଚ୍ଚନା (କବିତା ସଙ୍କଳନ)୧୩୮୫ଭାରତ🡆 More