ପଥର ଖସୁଚି ବଡ଼ ଦେଉଳୁ: ୧୯୯୩ର ଓଡ଼ିଆ କଥାଚିତ୍ର

ପଥର ଖସୁଚି ବଡ଼ ଦେଉଳୁ, ୧୯୯୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜୁ ମିଶ୍ର । ରମେଶ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ପଥର ଖସୁଚି ବଡ଼ ଦେଉଳୁ
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକରାଜୁ ମିଶ୍ର
ସଂଳାପରମେଶ ପାଣିଗ୍ରାହୀ
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀରାଜୁ ମିଶ୍ର
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ସିଦ୍ଧାନ୍ତ ମହାପାତ୍ର
ଦେବୁ ବୋଷ
ସୁଜାତା ଆନନ୍ଦ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ରାଜୁ ମିଶ୍ର
ସମ୍ପାଦକଦେବେନ ମିଶ୍ର
ବିତରକତିରୁମାଳ ପିକ୍‌ଚର୍ସ
ମୁକ୍ତିଲାଭ ତାରିଖ
୧୯୯୩
ଦେଶପଥର ଖସୁଚି ବଡ଼ ଦେଉଳୁ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ତନ୍ଦ୍ରା ରାୟ, ସିଦ୍ଧାନ୍ତ ମହାପାତ୍ର, ଦେବୁ ବୋଷ, ସୁଜାତା ଆନନ୍ଦ, ନେତ୍ରାନନ୍ଦ, ଚକ୍ରଧର ଜେନା, ରାଇମୋହନ ପରିଡ଼ା, ପ୍ରେମାଞ୍ଜନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ଜୟୀରାମ ସାମଲ, ନିରଞ୍ଜନ, ପଦନ, ରାଧା ପ୍ରବୀଣ, ଚୌଧୁରୀ ବିକାଶ ଦାସ, ପ୍ରମୋଦ ରଥ, ବର୍ଷା ପ୍ରିୟଦର୍ଶିନୀ, ଅଖନ ତ୍ରିପାଠୀ, ବିଜୟ କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରନିଜାମ, ଶିର୍ଷାନନ୍ଦ ଦାସ କାନୁନ୍‌ଗୋ, ଗୁରୁକୃଷ୍ଣ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ଅଭିଜିତ, କବିତା କ୍ରିଷ୍ଣମୂର୍ତ୍ତୀ, ଲୋପିତା ମିଶ୍ର, ମୁରଲୀ ନାୟକ, ମହମ୍ମଦ ଅବିଦ୍, ରାଜୁ ମିଶ୍ର ଓ ଶାନ୍ତନୁ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ପଥର ଖସୁଚି ବଡ଼ ଦେଉଳୁ ଅଭିନୟପଥର ଖସୁଚି ବଡ଼ ଦେଉଳୁ କାହାଣୀପଥର ଖସୁଚି ବଡ଼ ଦେଉଳୁ ଗୀତ ଏବଂ ସଙ୍ଗୀତପଥର ଖସୁଚି ବଡ଼ ଦେଉଳୁ ଆଧାରପଥର ଖସୁଚି ବଡ଼ ଦେଉଳୁ ବାହାର ଆଧାରପଥର ଖସୁଚି ବଡ଼ ଦେଉଳୁ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ପର୍ବପର୍ବାଣିନବରାତ୍ରୀଗଜପତି ମହାରାଜାପୁରୀକାହ୍ନୁଚରଣ ମହାନ୍ତିଜଳ ପ୍ରଦୂଷଣ୮୯୪ଉମେଶଚନ୍ଦ୍ର ସରକାରଭାରତର ଜାତୀୟ ପତାକାହରେକୃଷ୍ଣ ମହତାବଏକାଦଶୀଗୋପାଳବଲ୍ଲଭ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେବତୀ (କ୍ଷୁଦ୍ରଗଳ୍ପ)୧୯୮୮ଡୁପିଟ୍ରେନ୍ସ କଣ୍ଟ୍ରାକଚରହନୁମାନ ଚାଳିଶାପବନ୨୭ ମାର୍ଚ୍ଚସରୋଜିନୀ ସାହୁନୂଆପଡ଼ା ଜିଲ୍ଲାହୃଷୀକେଶ ପଣ୍ଡାନେଲସନ ମଣ୍ଡେଲାବରୁଣଲାଲ କିଲ୍ଲାରଶ୍ମି ରାଉଳଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାକାଳୀଚରଣ ପଟ୍ଟନାୟକତୁର୍କୀରବର୍ଟ ମୂଗ୧୯ ଅପ୍ରେଲଦୁର୍ଗାହୃଷୀକେଶ ମଲ୍ଲିକପରମାଣୁ କ୍ରମାଙ୍କହରିହର ବାହିନୀପତିସଂସ୍କୃତଟାଇଫଏଡଅଂଶୁଘାତଗୋପାଳ ଛୋଟରାୟଶାନ୍ତନୁ କୁମାର ଆଚାର୍ଯ୍ୟମଧୁସୂଦନ ରାଓ୧୯୮୦ବ୍ୟାସଦେବଲକ୍ଷ୍ମୀକାନ୍ତ ମହାପାତ୍ରବାମାଚରଣ ମିତ୍ରଶ୍ରୀ ଅରବିନ୍ଦ୧୯୬୮ରାମଦଧି ନାଟଭାରତର ସଂସ୍କୃତିବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଓଡ଼ିଶାର ଭୂଗୋଳହରପ୍ରସାଦ ଦାସମାଗୁଣି ଚରଣ କୁଅଁରରାଣୀ ଲକ୍ଷ୍ମୀବାଈଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଶଗୁନ୍ ଚୌଧୁରୀପଣସବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରବାୟୁ (ଦେବତା)ଗୋପାଳ ଚନ୍ଦ୍ର ପ୍ରହରାଜସ୍ୱାମୀ ବିବେକାନନ୍ଦ🡆 More