ନରସିଂହ ମିଶ୍ର: ଓଡ଼ିଆ ରାଜନୀତିଜ୍ଞ

ନରସିଂହ ମିଶ୍ର (ଜନ୍ମ: ୨୩ ଡିସେମ୍ବର ୧୯୪୦) ଓଡ଼ିଶାର ଜଣେ ରାଜନେତା । ସେ ଓଡ଼ିଶା ବିଧାନ ସଭାର ବିରୋଧି ଦଳ ନେତା ଥିଲେ । ସେ ୨୦୦୪-୨୦୦୯ ଯାଏଁ କଂଗ୍ରେସ ଦଳର ଉପସଭାପତି ରହିଥିଲେ । ୧୯୯୦ ମସିହାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶାର ଆଇନ ମନ୍ତ୍ରୀ ହୋଇଥିଲେ ।

ନରସିଂହ ମିଶ୍ର‌‌‌‌‌‌‌
ନରସିଂହ ମିଶ୍ର: ପ୍ରାରମ୍ଭିକ ଜୀବନ ଓ ଶିକ୍ଷା, ରାଜନୈତିକ ଜୀବନ, ପଦ ପଦବୀ
ବିଧାୟକ: ୧୫ଶ ବିଧାନ ସଭା
Incumbent
Assumed office
୨୦୧୪
ପୂର୍ବ ଅଧିକାରୀଅନଙ୍ଗ ଉଦୟ ସିଂହ ଦେଓ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୧୩ଶ ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବାଳଗୋପାଳ ମିଶ୍ର
ପର ଅଧିକାରୀରମାକାନ୍ତ ସେଠ
ନିର୍ବାଚନ ମଣ୍ଡଳୀଲୋଇସିଂହା
ବିଧାୟକ: ୧୦ମ ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀବାଳଗୋପାଳ ମିଶ୍ର
ପର ଅଧିକାରୀବାଳଗୋପାଳ ମିଶ୍ର
ନିର୍ବାଚନ ମଣ୍ଡଳୀଲୋଇସିଂହା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-12-23) ୨୩ ଡିସେମ୍ବର ୧୯୪୦ (ବୟସ ୮୩)
ବଲାଙ୍ଗୀର, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁସୁମ ମିଶ୍ର
ସନ୍ତାନ୪ଟି ପୁଅ
ପେଷାଓକିଲ, ରାଜନୈତିକ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାର ଛତାମଖନା ଗ୍ରାମରେ ଜନ୍ମ ହୋଇଥିଲେ । ବାପା ଯୁଧିଷ୍ଠିର ମିଶ୍ର ପେଶାରେ ଓକିଲ ଥିଲେ ଏବଂ ଭାରତୀୟ ସମ୍ବିଧାନ ସଭାର ସଭ୍ୟ ଭାବରେ ମନୋନିତ ହୋଇଥିଲେ ।

ରାଜନୈତିକ ଜୀବନ

ମାତ୍ର ୧୮ ବର୍ଷରୁ ନରସିଂହ ରାଜନୀତିରେ ସକ୍ରିୟ ହୋଇଥିଲେ । ମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ଓକିଲାତି ବୃତ୍ତି ଚାଲୁ ରଖିଥିଲେ । ଉଚ୍ଚ ନ୍ୟାୟାଳୟରେ ଓକିଲାତି କରି ଚାଷୀଙ୍କୁ ମାଗଣା ଧାନ ଯୋଗାଇ ଦେବାରେ ସଫଳ ହୋଇଥିଲେ ।

୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ଥଫା ଦେଇଥିଲେ ।

ପଦ ପଦବୀ

  • ଓଡ଼ିଶା ରାଜ୍ୟ ବାର ପରିଷଦର ସଦସ୍ୟ
  • ଭାରତ ସରକାରଙ୍କଦ୍ୱାରା ୧୯ଶତମ ବିଧି ଆୟୋଗର ସଦସ୍ୟ
  • ଇଣ୍ଡୋ-ସୋଭିଏତ ସାଂସ୍କୃତିକ ସମାଜର ଉପ-ସଭାପତି
  • ଅନ୍ତରାଷ୍ଟ୍ରୀୟ ଶାନ୍ତି ପରିଷଦର ରାଜ୍ୟ ଶାଖାର ଉପ-ସଭାପତି
  • ଓଡ଼ିଶା ବିଧାନ ସଭାଦ୍ୱାରା ଗଠିତ ବିଶେଷ ସମିତିର ଅଧ୍ୟକ୍ଷ

ଆଧାର

ବାହାର ଆଧାର

  • ନରସିଂହ ମିଶ୍ର: ପ୍ରାରମ୍ଭିକ ଜୀବନ ଓ ଶିକ୍ଷା, ରାଜନୈତିକ ଜୀବନ, ପଦ ପଦବୀ  ଉଇକିମିଡ଼ିଆ କମନ୍ସରେ Narasingha Mishra-ସମ୍ପର୍କିତ ମିଡ଼ିଆ

Tags:

ନରସିଂହ ମିଶ୍ର ପ୍ରାରମ୍ଭିକ ଜୀବନ ଓ ଶିକ୍ଷାନରସିଂହ ମିଶ୍ର ରାଜନୈତିକ ଜୀବନନରସିଂହ ମିଶ୍ର ପଦ ପଦବୀନରସିଂହ ମିଶ୍ର ଆଧାରନରସିଂହ ମିଶ୍ର ବାହାର ଆଧାରନରସିଂହ ମିଶ୍ରଓଡ଼ିଶା ବିଧାନ ସଭାକଂଗ୍ରେସଲୋଇସିଂହା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଗୁରୁବାରଶନିପୂର୍ଣ୍ଣଚ୍ଛେଦମନ୍ମଥ ନାଥ ଦାସକା (ଉପନ୍ୟାସ)ପ୍ରାଣବନ୍ଧୁ କରରାମାୟଣସମ୍ବାଦ (ଖବରକାଗଜ)କଳାହାଣ୍ଡି (କବିତା)୩୧ ମାର୍ଚ୍ଚସାଧାରଣ ଆପେକ୍ଷିକ ତତ୍ତ୍ୱତରୁଣକାନ୍ତି ମିଶ୍ରଭାରତର ନଦୀ ସମୂହର ତାଲିକାସ୍ୱିଡେନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୁନ୍ତଳା କୁମାରୀ ସାବତଲଳିତା (୧୯୪୯ର ସିନେମା)ରାମଚନ୍ଦ୍ର ମିଶ୍ରକିଶୋରୀ ଚରଣ ଦାସଅଗ୍ନାଶୟ ପ୍ରଦାହଚକରା ବିଷୋୟୀପରଳ୫ ମାର୍ଚ୍ଚଭାରତ ଛାଡ଼ ଆନ୍ଦୋଳନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତି୧୩୮୪୨୩ ମାର୍ଚ୍ଚହଜଜୀବସାରଅଟିଜିମ୍‌ମାଉସନୃସିଂହନାଥ ମନ୍ଦିରରବି ସିଂବିଜୁ ଜନତା ଦଳଅଯୁଗ୍ମ ସଂଖ୍ୟାଗୋପବନ୍ଧୁ ଦାସ୧ ମାର୍ଚ୍ଚଗ୍ରୀକ ଭାଷାରତ୍ନାକର ଚଇନି୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଭାରତର ସଂସ୍କୃତିକନଫୁସିଅସବିଭୂତି ଭୂଷଣ ବଳବନ୍ତରାୟ୪ ମାର୍ଚ୍ଚପଞ୍ଚସଖାବ୍ରହ୍ମୋତ୍ରୀ ମହାନ୍ତିଖୋର୍ଦ୍ଧା ଜିଲ୍ଲାହନୁମାନ ଚାଳିଶାଇନ୍ଦ୍ରବଣ୍ଡ (ଅର୍ଥ)ଦେବଦୀପାବଳିଚନ୍ଦ୍ରଯାନ-୩ଇଣ୍ଟର ମିଲାନ ଫୁଟବଲ କ୍ଲବମଧୁମେହବେଦବାଇପୋଲାର ଡିଜଅଡର୨୨ ମାର୍ଚ୍ଚDarifenacin୧୭ ମାର୍ଚ୍ଚ୧୫୭୯ଗୁଗଲ ମ୍ୟାପ୍ସଭୀମ ପୃଷ୍ଟିଶ୍ୱେତସାରଉଇକିଡାଟାରାଜା ରାମମୋହନ ରାୟବାଜି ରାଉତରମଣ ପ୍ରଭାବ🡆 More