ଜ୍ଞାନ ବିଜ୍ଞାନ

ଜ୍ଞାନ ବିଜ୍ଞାନ ଏକ ଓଡ଼ିଆ ବିଜ୍ଞାନ ବହି । ଏହା ପ୍ରମୋଦ କୁମାର ମହାପାତ୍ର ଓ ଅନସୂୟା ମିଶ୍ରଙ୍କଦ୍ୱାରା ରଚିତ ହୋଇ କଟକରପ୍ରଜ୍ଞା ପ୍ରକାଶନୀଦ୍ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଉଦ୍ଭିଦ ଜଗତ ପ୍ରାଣୀମାନଙ୍କୁ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖିବା, ମଣିଷମାନେ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ବହୁ ପଦାର୍ଥ ଉଦ୍ଭିଦଠାରୁ ପାଇବା, ମଣିଷମାନଙ୍କ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦିରେ ଉଦ୍ଭିଦର ଅବଦାନ, ପୃଥିବୀପୃଷ୍ଠରେ ଦେଖାଯାଇଥିବା ୩ ଲକ୍ଷ ୮୫ ହଜାର ଜାତିର ଉଦ୍ଭିଦ ବର୍ତ୍ତମାନ ୨ ଲକ୍ଷ ୭୦ ହଜାରକୁ କମିଆସିବା ଭଳି ବିଷୟ ତଥା ଜୀବଜଗତ ସୃଷ୍ଟି ହେବା ଆଗରୁ ଉଦ୍ଭିଦ କିପରି ସୃଷ୍ଟି ହୋଇଥିଲା, ଉଦ୍ଭିଦ ଗବେଷଣାର ଇତିହାସ, ଏ କ୍ଷେତ୍ରରେ ବିଶିଷ୍ଟ ପ୍ରକୃତିପ୍ରେମୀଙ୍କ ଅନୁଶୀଳନ, ଉଦ୍ଭିଦର ନାମକରଣ-ବର୍ଗୀକରଣ ଏବଂ ପୃଥିବୀ ପାଇଁ ଉଦ୍ଭିଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦିକୁ ଏହି ପୁସ୍ତକରେ ବିଶ୍ଳେଷିତ । ଅମ୍ଳଜାନର ସୃଷ୍ଟିକର୍ତ୍ତା, ଉଦ୍ଭିଦର ଖାଦ୍ୟଗ୍ରହଣ ପଦ୍ଧତି, ମାନବ ସମାଜ ପାଇଁ ଉପକାରୀ ବ୍ରାଇଓଫାଇଟା, ଟେରିଡୋଫାଇଟା, ଲାଇକୋପସିଡା, ଲାଇକୋପୋଡିୟମ, ସପୁଷ୍କକ ଉଦ୍ଭିଦ ଇତ୍ୟାଦି ବିଷୟ ଏଥିରେ ଆଲୋଚିତ । ଏଥିରେ ଚିତ୍ର ମାଧ୍ୟମରେ ଉଦ୍ଭିଦ ବିଜ୍ଞାନର ତଥ୍ୟମାନ ଉପସ୍ଥାପିତ ।

ଜ୍ଞାନ ବିଜ୍ଞାନ  
ଲେଖକପ୍ରମୋଦ କୁମାର ମହାପାତ୍ର ଓ ଅନସୂୟା ମିଶ୍ର
ଭାଷାଓଡ଼ିଆ
ବିଭାଗଗବେଷଣା
ପ୍ରକାଶକପ୍ରଜ୍ଞା ପ୍ରକାଶନୀ, କଟକ
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛାପାବହି

ଆଧାର

Tags:

ଅମ୍ଳଜାନଉଦ୍ଭିଦଓଡ଼ିଆ ଭାଷାକଟକବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ରୋମଜୈନ ଧର୍ମତରୁଣକାନ୍ତି ମିଶ୍ରକଳାହାଣ୍ଡି ଜିଲ୍ଲାନୂତନ ବର୍ଷଯୁକ୍ତରାଷ୍ଟ୍ର ଆମେରିକାସାପପଖାଳ ଦିବସଭାରତର ଜାତୀୟ ପତାକାମାଗୁଣି ଚରଣ କୁଅଁରବଲାଙ୍ଗୀର ଜିଲ୍ଲାଭଗବତ ଗୀତାକୁମ୍ଭ (ରାଶି)୦ (ସଂଖ୍ୟା)ଓଡ଼ିଶା ବିଧାନ ସଭାପାଳୁଅଚିଙ୍ଗୁଡ଼ିକଳିଙ୍ଗ ଯୁଦ୍ଧଶିବଫୁଲ୍ଲୋରି ଓଷାଅନ୍ତରଙ୍ଗ ସମ୍ପର୍କବୁଏନ୍ସ ଏଆରସଭୁବନେଶ୍ୱର ବେହେରାମହାବୀର ଜୈନହିନ୍ଦୁଲୁସାକସୋଫୋସବୁଭିର/ଭେଲପାଟାସଭିରରାଜେନ୍ଦ୍ର କିଶୋର ପଣ୍ଡାମଧୁସୂଦନ ଦାସପ୍ରଧାନ ପୃଷ୍ଠାହରପ୍ପା ସଭ୍ୟତାବୈକୁଣ୍ଠନାଥ ପଟ୍ଟନାୟକଜୟନ୍ତୀ ରଥଜାପାନୀ ୟେନ୍ଅଣଚାଶ ପବନଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସମ୍ବଲପୁରଗଙ୍ଗାଧର ମେହେରହୃଦାନନ୍ଦ ପାଣିଗ୍ରାହୀଜବାହରଲାଲ ନେହେରୁଗଙ୍ଗାଧର ରଥଅନ୍ନପୂର୍ଣ୍ଣା ମହାରଣାଭାରତୀୟ ଆଇନରେ ବ୍ୟଭିଚାରଦୀନନାଥ ପାଠୀମାର୍କ ଜୁକରବର୍ଗ୫ ଡିସେମ୍ବରକୁନ୍ତଳା କୁମାରୀ ସାବତହଳଦୀଆକବରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପୌଷ ପୂର୍ଣ୍ଣିମା୧ ଅକ୍ଟୋବରଚାଣକ୍ୟବାଲିଗୁଡ଼ାମହୁବିଜୟ ମିଶ୍ରଧ୍ୱନି ପ୍ରତିଧ୍ୱନି୮୯୪ପଣସଭାନୁଜୀ ରାଓ🡆 More