ଚାରୁସିତା ଚକ୍ରବର୍ତ୍ତୀ

ଚାରୁସିତା ଚକ୍ରବର୍ତ୍ତୀ (୧୯୬୪-୨୦୧୬) ଜଣେ ଭାରତୀୟ ଶିକ୍ଷାବିଦ ଓ ବୈଜ୍ଞାନିକ ଥିଲେ । ୧୯୯୯ ଯାଏ ସେ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଦିଲ୍ଲୀରେ ରସାୟନ ବିଜ୍ଞାନରେ ଜଣେ ପ୍ରଫେସର ଥିଲେ । ରାସାୟିନିକ ବିଜ୍ଞାନରେ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୯ ମସିହାରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୧୯୯୯ ମସିହାରେ ତାଙ୍କୁ ବି.ଏମ.

ବିର୍ଲା ସାଇନ୍ସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା ।  ସେ ବେଙ୍ଗାଳୁରୁ ସ୍ଥିତ ଜବାହରଲାଲ ନେହରୁ ସେଣ୍ଟର ଫର ଆଡ଼ଭାନ୍ସଡ଼ ସାଇଣ୍ଟିଫିକ ସେଣ୍ଟରର ଫର କମ୍ପ୍ୟୁଟେସନାଲ ମ୍ୟାଟେରିଆଲ ସାଇନ୍ସର ଜଣେ ସହଯୋଗୀ ସଦସ୍ୟ ଥିଲେ ।

ନିର୍ବାଚିତ ରଚନା

ଚକ୍ରବର୍ତ୍ତୀଙ୍କ କେତେକ ନିର୍ବାଚିତ ପ୍ରକାଶନ ଓ ମିଳିତ ଗବେଷଣା କାମ:

  1. Agarwal, M., Singh, M., Jabes, S. B., and Charusita Chakravarty, Excess entropy scaling of transport properties in network-forming ionic melts (SiO2 and BeF2). J. Chem. Phys. 2011, 134, 014502
  2. Sharma, R., Agarwal, M. and Charusita, C. Estimating the entropy of liquids from atom-atom radial distribution functions: silica, beryllium fluoride and water. Mol. Phys. 2008, 106, 1925.
  3. Agarwal, M. and Chakravarty, C. Waterlike structural and excess entropy anomalies in liquid beryllium fluoride. J. Phys. Chem. B, 2007, 111, 13294.
  4. Sharma, R., Nath, Chakraborty, S. N. and Charusita C. Entropy, Diffusivity and Structural Order in Liquids with Water-like Anomalies. J. Chem. Phys. 2006, 125, 204501.
  5. Mudi, A.; Chakravarty,C. Multiple Time-scale Behaviour of the Hydrogen Bond Network in Water. J. Phys. Chem. B, 2004, 108, 19607.

ଆଧାର

ବାହାର ଲିଙ୍କ

Tags:

ରସାୟନ ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ଭାଇ ଭାଇହାଡ଼ଫୁଟିଦୁର୍ଗା ପୂଜାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବିଶ୍ୱଜିତ ଦାସଭାରତୀୟ ଆଇନରେ ବ୍ୟଭିଚାରପ୍ରତିଭା ଶତପଥୀସାପକୁପୋଷଣମାୟାଧର ମାନସିଂହକୁଲନ ବାଗେକୋଡିନଗଣନ ସଂଖ୍ୟାଚୋଡ଼ଗଙ୍ଗ ଦେବକାସ୍ପିଆନ ସାଗରବର୍ଷାପୌଷ ପୂର୍ଣ୍ଣିମାଜାପାନୀ ଭାଷାISBN (identifier)ଓଡ଼ିଶାର ପର୍ବପର୍ବାଣିୟୁନେସ୍କୋସିପାହୀ ବିଦ୍ରୋହଫକୀର ମୋହନ ସେନାପତିଗଣେଶ ପୂଜାପରିସଂଖ୍ୟାନସାମବେଦଅପର୍ଣ୍ଣା ମହାନ୍ତିମାଦଳା ପାଞ୍ଜିବିଶ୍ୱ ଏଡ୍‌ସ ଦିବସଯୁକ୍ତରାଷ୍ଟ୍ର ଆମେରିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଭଗବତ ଗୀତାବୀର ସୁରେନ୍ଦ୍ର ସାଏଭୂମିକମ୍ପଧ୍ୱନି ପ୍ରତିଧ୍ୱନିଜଗନ୍ନାଥ ପ୍ରସାଦ ଦାସଇନ୍ଦିରା ଗାନ୍ଧୀ୨୬ ଜାନୁଆରୀଗଙ୍ଗାଧର ମେହେରମହାବୀର ଜୈନଭାରତର ସଂସ୍କୃତିରାଜୀବ ଗାନ୍ଧୀକଟକରଜଅଷ୍ଟ୍ରେଲିଆମୋଗଲ ସାମ୍ରାଜ୍ୟଢଗ ଢମାଳିଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଶ୍ରୀ ଅରବିନ୍ଦହୋମୱାର୍ଡ଼ଉପେନ୍ଦ୍ର ଭଞ୍ଜଓଳାଶୁଣି ଗୁମ୍ଫାବେଦପରମାଣୁ କ୍ରମାଙ୍କବଳରାମ ଦାସ୮୯୪ଓଡ଼ିଆ କବି ମାନଙ୍କର ତାଲିକାଗୋଦାବରୀଶ ମହାପାତ୍ରଓଡ଼ିଶାର ଦଶହରାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଚନ୍ଦନ ଯାତ୍ରାଲକ୍ଷ୍ମୀକାନ୍ତ ମହାପାତ୍ରଅନ୍ନପୂର୍ଣ୍ଣା ରଙ୍ଗମଞ୍ଚନିତ୍ୟାନନ୍ଦ ଶତପଥୀଜୟନ୍ତୀ ରଥ୧ (ସଂଖ୍ୟା)ଏଚଆଇଭି/ଏଡସଇନ୍ଦ୍ରକୃଷ୍ଣ ଜନ୍ମାଷ୍ଟମୀ୧୯୯୧🡆 More