ଖଦୀ ପ୍ରସାଦ

ଖଦୀ ପ୍ରସାଦ ବୋଲି କହିଲେ ଠାକୁରଙ୍କ ଅଙ୍ଗଲାଗି ବସ୍ତବିଶେଷକୁ ବୁଝାଏ । ଏହି ଖଦୀ ପ୍ରସାଦର ରାଜବଂଶ ସହ ବେଶ କିଛି ସମ୍ପର୍କ ରହିଥୁବା ଇତିହାସରୁ ଜଣାଯାଏ । ପୁରୀ ରାଜଶାସନରେ ଅସ୍ଥିରତା ବେଳେ ଏହି ଖଦୀ ପ୍ରସାଦ ଦେଇ ନୂଆ ରାଜା ଗାଦିସୀନ ହୋଇଥବା କୁହାଯାଏ । ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.

ସିକୋଦ୍ଧଶ୍ୱର ମହାପାତ୍ର କୁହନ୍ତି, ପୁରୀରେ ଶାସନ କରୁଥୁବା ଚନ୍ଦନଯାତ୍ରା ବେଳେ ମା’ ବିମଳାଙ୍କ ମନ୍ଦିର ନିକଟରେ ମୁକୁନ୍ଦ ଦେବଙ୍କ ପୁଅ ରାମଚନ୍ଦ୍ର ଓ ଅନ୍ୟ ଜଣେ ରାମଚନ୍ଦ୍ର(ରମେଇ ରାଉତରାୟ ଓରଫ ଭୋଇବଂଶୀ ରାମଚନ୍ଦ୍ର ଦେବ ତେଲେଙ୍ଗା ମୁକୁନ୍ଦ ଦେବଙ୍କ ପଟାଁ ପରେ ରାଜବଂଶରେ ଅରାଜକତା ଦେଖା ଦେଲା । ଗଜପତି ଆନ ଶୁନ୍ୟ ହୋଇ ପଡ଼ିଲା । କିଏ ଗଜପତି ହେବ ସେ ନେଇ ଘାରିଲା ଚିନ୍ତା । ଏକାଧୁକ ଦାବିଦାର ବାହାରିଲେ। ମାତ୍ର ଗଜପତି ଆସନ ପାଇଁ କିଏ ଯୋଗ୍ୟ ତାହା ବଛାଯାଇ ପାରିଲା ନାହିଁ। କନ୍ଦଳ ବଢ଼ିଲା । ଶେଷରେ ମୁକୁନ୍ଦ ଦେବଙ୍କ ପୁଅ ରାମଚନ୍ଦ୍ର ଦିଲ୍ଲୀ ଦରବାରରେ ସମ୍ରାଟ୍ ଆକବରଙ୍କ ଛାମୁରେ ଫେରାଦି ହେଲେ । ଆକବରଙ୍କୁ ସବୁ ବୃ ଭାନ୍ତ ଅବଗତ କରାଇବାପରେ ଆକବର ସମ୍ରାଟ ରାଜପ୍ରତିନିଧୂ ଭାବେ ମାନସିଂହଙ୍କୁ ଓଡ଼ିଶା ପଠାଇଥଲେ । ମାନସିଂହ ଓଡ଼ିଶା ଆସିଥୁଲେ । ୧ ମ)ଙ୍କ ମଧରେ ଭେଟ ହୋଇଥଲା । ସେଠାରେ ମାନସିଂହ ଭୋଇ ବଂଶୀ ରାମଚନ୍ଦ୍ର ଦେବଙ୍କୁ ଖଦୀପ୍ରସାଦ ଅର୍ପଣ କରି ଗଜପତିର ସ୍ୱୀକୃତି ଦେଇଥଲେ । ଭୋଇ ରାମଚନ୍ଦ୍ର ଦେବ ପ୍ରଚୁର ଉକ୍ରୋଚ ଦେଇ ଏ ରାଜପଦ ପାଇଥବା ରାଖାଲା ଦାସ ବାନାର୍ଜୀ ଉଲ୍ଲେଖ କରିଛନ୍ତି ( ହିଷ୍ଟି ଅଫ ଓଡ଼ିଶା, ଭଲୁମ ୧, ପୃଷ୍ଠା - ୩୪୮) | ମାତ୍ର ମାନସିଂହ ରାମଚନ୍ଦ୍ରଙ୍କୁ ଜଣେ ଉଦୀୟମାନ ଶକ୍ତି ଓ ଲୋକପ୍ରିୟ ବ୍ୟକ୍ତି ବୋଲି ଅନୁଭବ କରି ଏଭଳି ନିଷ୍ଣଭି ନେଇଥଲେ ଦେବାଲି କେଦାରନାଥ ମହାପାତ୍ରଙ୍କ ମତ(ଖୁରୁଧା ଇତିହାସ ପୃଷ୍ଠା ୨୮-୨୯) ।

Tags:

ଚନ୍ଦନ ଯାତ୍ରା

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥଙ୍କ ଧୂପମାସଟମ୍ ଖା କାଇସୁନାବେଶଫସ୍‌ଫରସରାଧାନାଥ ରଥଲକ୍ଷ୍ମୀକାନ୍ତ ମହାପାତ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରାସେଶ୍ୱରୀ ପାଣିଗ୍ରାହୀଛବିଳ ମଧୁ ବର୍ଣ୍ଣବୋଧତିଳ ଚତୁର୍ଥୀଉତ୍କଳ ଦିବସରାମଚନ୍ଦ୍ର ମିଶ୍ରମୁମ୍ବାଇଓଡ଼ିଆ ଭାଷାଫୋସିନୋପ୍ରିଲମଇ ଦିବସକୋଣାର୍କଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବ୍ରଜନାଥ ରଥକଣ୍ଡୋମମୟୂରପଣା ସଂକ୍ରାନ୍ତିଚିତ୍ତରଞ୍ଜନ ଦାସନବୀନ ପଟ୍ଟନାୟକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାମନୋରଞ୍ଜନ ଦାସଓଡ଼ିଆ କଥାଚିତ୍ର ଜଗତସ୍ୱର ବର୍ଣ୍ଣପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକାଜାଖସ୍ତାନଗିରିଧର ଗମାଙ୍ଗତାରିଣୀ ମନ୍ଦିର, ଘଟଗାଁବି. ଆର. ଆମ୍ବେଦକରପ୍ରାଣକୃଷ୍ଣ ପରିଜାମଧୁସୂଦନ ଦାସକଳାପାହାଡ଼ଆଇଡେଲାଲିସିବଉପେନ୍ଦ୍ର ଭଞ୍ଜଦାମୋଦର ରାଉତଇତିହାସଆଜାଦ ହିନ୍ଦ୍ ଫୌଜତମନ୍ନା ବ୍ୟାସଗର୍ଭାଶୟ ଅନ୍ତଃସ୍ତର କର୍କଟହନୁମାନ ବାଟିକାପୁରୀସତ୍ୟବାଦୀ ବନ ବିଦ୍ୟାଳୟ୧୯୦୫ହୃଷୀକେଶ ମଲ୍ଲିକଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବଳଦେବଜୀଉ ମନ୍ଦିରପାକ୍ରିଟିନିବଗୁରୁପ୍ରସାଦ ମହାନ୍ତିରସଗୋଲାନିର୍ମଳା (ଉପନ୍ୟାସ)ସେଇ ଝିଅଟିପ୍ଲୁଟୋସରସ୍ୱତୀ ସମ୍ମାନଗୋପବନ୍ଧୁ ଚୌଧୁରୀନଟବର ସାମନ୍ତରାୟରୋହିତ ଶର୍ମାଇରା ମହାନ୍ତିରାଜନୀତି ବିଜ୍ଞାନଘରଦଶାବତାରଅକ୍ଷାଂଶଓମ'ଙ୍କ ନିୟମସୌଭାଗ୍ୟ କୁମାର ମିଶ୍ରଭାରତୀୟ ମହାକାଶ ଗବେଷଣା ସଂସ୍ଥାଶ୍ରୀରାଧା🡆 More