କାନାବିଡିଓଲ

କାନାବିଡିଓଲ ( ସିବିଡି ) ହେଉଛି ଏକ କାନନାବିନଏଡ୍ ଯାହା ଔଷଧ ଭାବାରେ ବାତ, ଟ୍ୟୁବରସ ସ୍କ୍ଲେରୋସିସ୍ କମ୍ପ୍ଲେକ୍ସ, ଲେନୋକ୍ସ-ଗାଷ୍ଟାଉଟ ଏବଂ ଡ୍ରାଭେଟ୍ ସିଣ୍ଡ୍ରୋମରେ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା କ୍ଲୋବାଜାମ ସହିତ ଏକତ୍ର ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ୨୦୧୯ ସୁଦ୍ଧା ଉଦ୍‌ବେଗ, ସାଇକୋସିସ୍ କିମ୍ବା ଯନ୍ତ୍ରଣା ପାଇଁ ଏହାର ବ୍ୟବହାରକୁ ସମର୍ଥନ କରିବା ପାଇଁ ପ୍ରମାଣ ପର୍ଯ୍ୟାପ୍ତ ନୁହେଁ ।

କାନାବିଡିଓଲ
କାନାବିଡିଓଲ
କାନାବିଡିଓଲ
Clinical data
Trade namesEpidiolex, Epidyolex
SynonymsCBD, cannabidiolum, (−)-cannabidiol
AHFS/Drugs.commonograph
MedlinePlusa618051
data
Pregnancy
category
  • AU: B2
Routes of
administration
By mouth
Legal status
Legal status
  • AU: S3 (Pharmacist only)
  • CA: Unscheduled
  • UK: POM (Prescription only)
  • US: Schedule V / Rx-only
  • EU: Rx-only
Pharmacokinetic data
Bioavailability• By mouth: 6% (fasted)
• Inhaled: 31% (11–45%)
Elimination half-life18–32 hours
Identifiers
IUPAC name
  • 2-[(1R,6R)-6-Isopropenyl-3-methylcyclohex-2-en-1-yl]-5-pentylbenzene-1,3-diol
ECHA InfoCard100.215.986 Edit this at Wikidata
Chemical and physical data
FormulaC21H30O2
Molar mass୩୧୪.୪୭ g·mol−1
3D model (JSmol)
Melting point66 °C (151 °F)
Solubility in waterinsoluble mg/mL (20 °C)
SMILES
  • Oc1c(c(O)cc(c1)CCCCC)[C@@H]2\C=C(/CC[C@H]2\C(=C)C)C
InChI
  • InChI=1S/C21H30O2/c1-5-6-7-8-16-12-19(22)21(20(23)13-16)18-11-15(4)9-10-17(18)14(2)3/h11-13,17-18,22-23H,2,5-10H2,1,3-4H3/t17-,18+/m0/s1{PubChem}
  • Key:QHMBSVQNZZTUGM-ZWKOTPCHSA-N{PubChem}
  (verify)
Mr. Ibrahem/Cannabidiol
Clinical data
Trade names Epidiolex, Epidyolex
Other names CBD, cannabidiolum, (−)-cannabidiol
AHFS/Drugs.com Monograph
MedlinePlus a618051
License data
Pregnancy

category
  • AU: B2
Routes of

administration
By mouth
Drug class Cannabinoid
Legal status
Legal status
  • AU: S3 (Pharmacist only)
  • CA: Unscheduled
  • UK: POM (Prescription only)
  • US: Schedule V / Rx-only
  • EU: Rx-only
Pharmacokinetic data
Bioavailability • By mouth: 6% (fasted)

• Inhaled: 31% (11–45%)
Elimination half-life 18–32 hours
Identifiers
IUPAC name
  • 2-[(1R,6R)-6-Isopropenyl-3-methylcyclohex-2-en-1-yl]-5-pentylbenzene-1,3-diol
Chemical and physical data
Formula C21H30O2
Molar mass 314.469 g·mol−1
3D model (JSmol)
Melting point 66 °C (151 °F)
Solubility in water insoluble
SMILES
  • Oc1c(c(O)cc(c1)CCCCC)[C@@H]2\C=C(/CC[C@H]2\C(=C)C)C
InChI
  • InChI=1S/C21H30O2/c1-5-6-7-8-16-12-19(22)21(20(23)13-16)18-11-15(4)9-10-17(18)14(2)3/h11-13,17-18,22-23H,2,5-10H2,1,3-4H3/t17-,18+/m0/s1{PubChem}
  • Key:QHMBSVQNZZTUGM-ZWKOTPCHSA-N{PubChem}
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ତରଳ ଝାଡ଼ା, ଥକାପଣ, ଶୋଇବାରେ ଅସୁବିଧା ଏବଂ ରାସ ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆତ୍ମହତ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । ଏହାର କାର୍ଯ୍ୟଶୈଳୀ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ଏହାର ଟେଟ୍ରାହାଇଡ୍ରୋକାନାବିନୋଲ (THC) ପରି ସମାନ ସାଇକୋଆକ୍ଟିଭ୍ ଗୁଣ ନାହିଁ ।

୧୯୪୦ରେ କାନନାବିଡିଓଲ ଆବିଷ୍କୃତ ହୋଇଥିଲା। ଏହା ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା। ଯୁକ୍ତରାଷ୍ଟରେ ୨୦୨୧ରେ ଏହାର ୧୦୦ମିଗ୍ରା/ମିଲି ଦ୍ରବଣର ୩୦୦ମିଲିର ମୂଲ୍ୟ ୪୬୦୦ ଡଲାର ଥିଲା । ଏହା କାନାବିସ୍ ସାଟିଭା ଗଛରି ତିଆରି ହୁଏ । କିଛି ଲୋକ ଏହାକୁ ସିବିଡି (CBD) ତେଲ ଆକାରରେ ବ୍ୟବହାର କରନ୍ତି ଯେଉଁଥିରେ ସାଧାରଣତ ନିମ୍ନ ସ୍ତରର ଟିଏଚସି (THC) ଥାଏ ।

ଆଧାର

Tags:

ଉଦ୍‌ବେଗଯନ୍ତ୍ରଣାସାଇକୋସିସ

🔥 Trending searches on Wiki ଓଡ଼ିଆ:

ମୋହନ ସୁନ୍ଦର ଦେବ ଗୋସ୍ୱାମୀଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ଓଡ଼ିଆ ଚଉତିଶାନିତ୍ୟାନନ୍ଦ ଶତପଥୀହର ପଟ୍ଟନାୟକଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମିଳିତ ଜାତିସଂଘଆଠଗଡ଼ ଗଡ଼ଜାତ ରାଜ୍ୟନରେନ୍ଦ୍ର ମୋଦୀପରିସଂଖ୍ୟାନପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କେଉଁ ଦୁନିଆରୁ ଆସିଲ ବନ୍ଧୁସାବିତ୍ରୀ ଓଷାଆକବରଚନ୍ଦ୍ରଶେଖର ରଥଜାଭାସ୍କ୍ରିପ୍ଟବାସନ୍ତୀଗୁଣନବେଲବିଶ୍ୱତାପନକଳିଙ୍ଗ, ଭାରତଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରହିନ୍ଦୁ ସମୟ ଗଣନାଛବିଳ ମଧୁ ବର୍ଣ୍ଣବୋଧଥିଓଟେପାକ୍ଷୀରଦାସକାଠିଆଶାମ୍ବ ଦଶମୀଲସିଓଡ଼ିଶାର ପର୍ବପର୍ବାଣିଭଗବତ ଗୀତାଭରତ (ରାମାୟଣ)ଓଡ଼ିଆବନ୍ଦେ ଉତ୍କଳ ଜନନୀସିପାହୀ ବିଦ୍ରୋହପି. ସାଇନାଥଯଦୁମଣି ମହାପାତ୍ରବିଶ୍ୱନାଥ କରଅକ୍ଷାଂଶକୋରାପୁଟ୧୪ ଫେବୃଆରୀଡିମେନ୍ସିଆଚାରି ଧାମପ୍ରବୀଣ କୁମାର କବିଦଗ୍ଧଅନନ୍ତ ପଟ୍ଟନାୟକଆମ୍ବେଦକର ଜୟନ୍ତୀତାଳଧ୍ୱଜବେଦଚକ୍ରଧର ମହାପାତ୍ରଟର (ବେନାମୀ ନେଟୱାର୍କ)୧ (ସଂଖ୍ୟା)ଚୁଡ଼ାବିରାଟ କୋହଲୀରାମଶଙ୍କର ରାୟନବଯୌବନ ବେଶଶ୍ରାଦ୍ଧପ୍ରଦୂଷଣଉତ୍କଳ ଦିବସବିଷ୍ଣୁବଡ଼ ଭାଉଜଭାରତୀୟ ମୁଦ୍ରାଓଡ଼ିଆ ଭାଷାଶକ୍ତି ପୀଠନେଲସନ ମଣ୍ଡେଲାବିଶ୍ୱଜିତ ଦାସଲିଙ୍ଗରାଜ ମନ୍ଦିରଲାଲ ବାହାଦୁର ଶାସ୍ତ୍ରୀଭାରତୀୟ ଜନତା ପାର୍ଟିଇତିହାସମହିମା ଧର୍ମ🡆 More