ୱାରଫାରିନ

ୱାରଫାରିନ (ଇଂରାଜୀ ଭାଷାରେ Warfarin, ବିକ୍ରୟ ନାମ କୁମାଡିନ) ଏକ ଔଷଧ ଯାହା ଏକ ରକ୍ତ ଜମାଟ ବିରୋଧୀ (anticoagulant ବା blood thinner) । ରକ୍ତ ଜମାଟ (blood clots) ବାନ୍ଧୁଥିବା ରୋଗମାନଙ୍କରେ ଏହା ବ୍ୟବ‌ହାର କରାଯାଏ ଯେପରିକି ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆଟ୍ରିଆଲ ଫିବ୍ରିଲେସନ (atrial fibrillation), ଭାଲଭୁଲାର ହାର୍ଟ ଡିଜିଜ (valvular heart disease) ବା ଆର୍ଟିଫିସିଆଲ ହାର୍ଟ ଭଲ୍ଭ (artificial heart valves) ରୋଗମାନଙ୍କରେ ସମ୍ଭାବିତ ସ୍ଟ୍ରୋକ୍ର (stroke) ପ୍ରତିଷେଧ ନିମନ୍ତେ ଦିଆଯାଏ । ଅସାଧାରଣ ଭାବରେ ଏସଟି-ସେଗମେଣ୍ଟ ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାରକ୍‌ସନ (ST-segment elevation myocardial infarction ବା STEMI) ଓ ଅର୍ଥୋପେଡିକ ଅପରେଶନରେ (orthopedic surgery) ବ୍ୟବ‌ହାର କରାଯାଏ । ଏହି ଔଷଧ ପାଟିରେ ଦେଲେ ମଧ୍ୟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଇପାରେ ।

ୱାରଫାରିନ
ୱାରଫାରିନ
ୱାରଫାରିନ
Clinical data
Pronunciation/ˈwɔːrfəˌrɪn/ WORF-ə-rin
Trade namesCoumadin, others
AHFS/Drugs.commonograph
MedlinePlusa682277
data
Pregnancy
category
  • AU: D
  • US: X (Contraindicated)
Routes of
administration
By mouth or intravenous
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailability79-100% (by mouth)
Protein binding99%
MetabolismLiver: CYP2C9, 2C19, 2C8, 2C18, 1A2 and 3A4
Elimination half-life20-60 hours (mean: 40 hours)
ExcretionKidney (92%)
Identifiers
IUPAC name
  • (RS)-4-Hydroxy-3-(3-oxo-1-phenylbutyl)- 2H-chromen-2-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.253 Edit this at Wikidata
Chemical and physical data
FormulaC19H16O4
Molar mass308.33 g/mol
3D model (JSmol)
SMILES
  • CC(=O)CC(C\1=C(/O)c2ccccc2OC/1=O)c3ccccc3
InChI
  • InChI=1S/C19H16O4/c1-12(20)11-15(13-7-3-2-4-8-13)17-18(21)14-9-5-6-10-16(14)23-19(17)22/h2-10,15,21H,11H2,1H3 checkY
  • Key:PJVWKTKQMONHTI-UHFFFAOYSA-N checkY
 ☒NcheckY (what is this?)  (verify)

ଏଥିରେ ସାଧାରଣତଃ ରକ୍ତସ୍ରାବ bleeding ହୁଏ । କେତେକ କ୍ଷେତ୍ରରେ ତନ୍ତୁ କ୍ଷୟ (tissue damage) ଓ ପର୍‌ପ୍ଲ ଟୋଜ ସିଣ୍ଡ୍ରୋମ (purple toes syndrome) ହୋଇପାରେ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ୱାରଫାରିନ ପାଉଥିବା ରୋଗୀର ପ୍ରୋଥ୍ରୋମ୍ବିନ ଟାଇମ (prothrombin time ବା INR) ପ୍ରତ୍ୟେକ ୧ରୁ ୪ ସପ୍ତାହରେ ପରୀକ୍ଷା କରିବା ଆବଶ୍ୟକ । ୱାରଫାରିନ ସ‌ହିତ କେତେକ ଖାଦ୍ୟ (dietary factors) ଓ ଔଷଧ ପ୍ରତିକ୍ରିୟା କରି ତାହାର ପ୍ରଭାବକୁ କମ୍ ବା ବେଶୀ କରନ୍ତି । ଫାଇଟୋନାଡିଅନ (phytonadione ବା vitamin K1), ଫ୍ରେସ ଫ୍ରୋଜନ ପ୍ଲାଜ୍ମା (fresh frozen plasma) ବା ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ ଆଦି ଔଷଧମାନଙ୍କଦ୍ୱାରା ଏହାର ପ୍ରଭାବକୁ ବିପରୀତମୁଖି କରିହୁଏ ।

ରକ୍ତ ଜମାଟ କରିବା କାର୍ଯ୍ୟବିଧିକୁ ୱାରଫାରିନ କମେଇଦିଏ ଓ ଏହା ଏକ ଏଞ୍ଜାଇମ (enzyme) ଭିଟାମିନ କେ ଇପୋକ୍ସାଇଡ ରିଡକ୍ଟେଜକୁ (vitamin K epoxide reductase) ଅବରୋଧ କରିବାଦ୍ୱାରା ରକ୍ତ ଜମାଟ (blood clotting) କମେଇଦିଏ କାରଣ ଏହା ଭିଟାମିନ କେକୁ ରିଆକ୍ଟିଭେଟ କରେ । ଭିଟାମିନ କେ ବିନା ଅନ୍ୟାନ୍ୟ ଫ୍ୟାକ୍ଟର ଯେପରିକି ୨, ୭, ୯ ଓ ୧୦ ଫ୍ୟାକ୍ଟରମାନଙ୍କର ଯଥେଷ୍ଟ ଜମାଟ କରିବା ଶକ୍ତି ନଥାଏ । ଆଣ୍ଟିକ୍ଲଟିଙ୍ଗ ପ୍ରୋଟିନ ସି (protein C) ଓ ପ୍ରୋଟିନ ଏସ (protein S) ମଧ୍ୟ ଅଳ୍ପ ମାତ୍ରାରେ ଅବରୋଧ ହୋଇଯାଏ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ କିଛି ଦିନ ଲାଗିପାରେ ଓ ୫ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ ।

ସନ ୧୯୪୮ରେ ୱାରଫାରିନ ପ୍ରଥମେ ବ୍ୟବସାୟୀକ ଭିତ୍ତିରେ ମୂଷାମାରୀ (rat poison) ଭାବରେ ବ୍ୟବ‌ହାର କରାଗଲା । ସନ ୧୯୫୪ରେ ଚିକିତ୍ସା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବ‌ହାର କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଚିକିତ୍ସା ଖର୍ଚ୍ଚ ୧.୧୨ରୁ ୭.୨୦ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୨୫ ଡଲାରରୁ କମ୍ ।

ଆଧାର

Tags:

en:ST-segment elevation myocardial infarctionen:anticoagulanten:artificial heart valvesen:atrial fibrillationen:blood clotsen:deep vein thrombosisen:intravenousen:orthopedic surgeryen:pulmonary embolismen:strokeen:valvular heart diseaseଆଟ୍ରିଆଲ ଫିବ୍ରିଲେସନଡିପ ଭେନ ଥ୍ରୋମ୍ବୋସିସ

🔥 Trending searches on Wiki ଓଡ଼ିଆ:

୩୦ ଅପ୍ରେଲଜଗନ୍ନାଥ ମନ୍ଦିରବିବାହଭୁବନେଶ୍ୱରସଚ୍ଚିଦାନନ୍ଦ ରାଉତରାୟକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଭାରତର ସଂସ୍କୃତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶେର ଶାହ ସୁରୀଭାରତୀୟ ଜନତା ପାର୍ଟିଅନନ୍ତ ପଟ୍ଟନାୟକବର୍ଷା ପ୍ରିୟଦର୍ଶିନୀଭଦଭଦଳିଆମଦର ଟେରେସାଜଗନ୍ନାଥ ପ୍ରସାଦ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଚମ୍ପୂବୈଷ୍ଣବ ପାଣିତାରାପ୍ରସାଦ ଦାସଗଣିତ୨୧ ଅପ୍ରେଲକାନନ ମିଶ୍ରଧର୍ମଗଡ଼ରାମାୟଣଶବ୍ଦ (ଧ୍ୱନି)ସମ୍ବଲପୁରୀ ଭାଷାଜୟଦେବ ଜେନାନନ୍ଦ କିଶୋର ବଳ୧ ଅପ୍ରେଲପୁରୀଅଶ୍ରୁମୋଚନ ମହାନ୍ତିଚୌଧୁରୀ ବିକାଶ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭଦ୍ରକ ଜିଲ୍ଲାଦୁଃଶାସନସାରଳା ଦାସହୃଷୀକେଶ ମଲ୍ଲିକପଣାଋଷିଆମାତଙ୍ଗୀବେଦଦାଶରଥୀ ଜେନାଜଳ ପ୍ରଦୂଷଣବୌଦ୍ଧ ଧର୍ମବ୍ରଜନାଥ ବଡ଼ଜେନାଗୌରୀଶଙ୍କର ରାୟକ୍ଲେଭିଡିପିନଚାରି ଧାମଅୟେନ୍ଦ୍ରୀ ଲୱନିୟା ରାୟସଂସ୍କୃତ ଭାଗବତରାମଚନ୍ଦ୍ର ବେହେରାବିଭୂତି ଭୂଷଣ ପ୍ରଧାନଓଡ଼ିଆ କବି ମାନଙ୍କର ତାଲିକାତାରିଣୀ ମନ୍ଦିର, ଘଟଗାଁରାଶି ଓ ନକ୍ଷତ୍ରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାମହାନଦୀଛବିଳ ମଧୁ ବର୍ଣ୍ଣବୋଧଅକ୍ଷୟ ମହାନ୍ତିବିଜୟ ମିଶ୍ର🡆 More