ଭିଗାବାଟ୍ରିନ୍

ଭିଗାବାଟ୍ରିନ୍, ବିକ୍ରୟ ନାମ ସାବ୍ରିଲ୍, ଏକ ଔଷଧ ଯାହା ଅପସ୍ମାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଜଟିଳ ଆଂଶିକ ସିଜର ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପ ସହିତ କିମ୍ବା ଶିଶୁ ସ୍ପାମ୍ ପାଇଁ ଅନିୟନ୍ତ୍ରିତ ହୁଏ । ଏହା ପାଟିରେ ଦିଆଯାଏ ।

ଭିଗାବାଟ୍ରିନ୍
ଭିଗାବାଟ୍ରିନ୍
ଭିଗାବାଟ୍ରିନ୍
Clinical data
Trade namesSabril, Vigadrone, Kigabeq, others
Synonymsγ-Vinyl-GABA
AHFS/Drugs.commonograph
MedlinePlusa610016
Pregnancy
category
  • AU: D
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability80–90%
Protein binding0%
Metabolismnot metabolized
Elimination half-life5–8 hours in young adults, 12–13 hours in the elderly.
ExcretionKidney
Identifiers
IUPAC name
  • (RS)-4-aminohex-5-enoic acid
ECHA InfoCard100.165.122 Edit this at Wikidata
Chemical and physical data
FormulaC6H11NO2
Molar mass୧୨୯.୧୬ g·mol−1
3D model (JSmol)
Melting point171 to 177 °C (340 to 351 °F)
SMILES
  • O=C(O)CCC(\C=C)N
InChI
  • InChI=1S/C6H11NO2/c1-2-5(7)3-4-6(8)9/h2,5H,1,3-4,7H2,(H,8,9) checkY
  • Key:PJDFLNIOAUIZSL-UHFFFAOYSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକାପଣ, ପେଟ ଯନ୍ତ୍ରଣା, ଦୃଷ୍ଟି ଶକ୍ତି ସମସ୍ୟା ଏବଂ ଫୁଲା ହୋଇପାରେ । ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ସ୍ଥାୟୀ ଦୃଷ୍ଟି ସମସ୍ୟା ଦେଖାଯାଏ; ଚିକିତ୍ସା ଆରମ୍ଭ କରିବା ପରେ ପ୍ରଭାବ ନିମନ୍ତେ ଏକ ମାସରୁ କିଛି ବର୍ଷ ଆରମ୍ଭ ହୋଇପାରେ । ଏହା ଗାମା- ଆମିନୋବୁଟିରିକ୍ ଏସିଡ୍ (GABA)କୁ କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।

୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିଗାବାଟ୍ରିନ୍ ଅନୁମୋଦିତ ହୋଇଥିଲା । 2019ରେ ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ହେଲା । ଯୁକ୍ତରାଜ୍ୟରେ ୫୦୦ ମିଗ୍ରାର ଶହେ ଟାବଲେଟ୍ ମୂଲ୍ୟ ପ୍ରାୟ ୪୫ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ରରେ ୧୦,୬୦୦ ଡଲାର ଅଟେ । କାନାଡ଼ାରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୬ ସିଏଡି (CAD) ।

ଆଧାର

Tags:

ଅପସ୍ମାର

🔥 Trending searches on Wiki ଓଡ଼ିଆ:

ଆକବରବିଜ୍ଞାନଓଡ଼ିଆ ସାହିତ୍ୟର ଇତିହାସନବକଳେବରସାରଳା ମନ୍ଦିରଜ୍ଞାନପୀଠ ପୁରସ୍କାରଅଂଶୁଘାତରଥଯାତ୍ରାପଙ୍କଜ ଉଧାସଶରତ କୁମାର ମହାନ୍ତିଚୁଡ଼ାନନ୍ଦିନୀ ଶତପଥୀପଠାଣି ସାମନ୍ତଜୟ ଜଗନ୍ନାଥଲକ୍ଷ୍ମୀଭଦ୍ରକମାର୍ଚ୍ଚ ୨୧ଆଚାର୍ଯ୍ୟ ହରିହରଭୀମ ପୃଷ୍ଟିନବଯୌବନ ବେଶସୁଇଜରଲ୍ୟାଣ୍ଡତୃପ୍ତି ଦାସଓଡ଼ିଆଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନୋଜ ଦାସଓଡ଼ିଶା ସରକାରଚାନ୍ଦ୍ରମାସରାମାବତାରମ୍ଥାଲକୁଡ଼ିପାଇକ ଆଖଡ଼ାସୁନାବେଶଭାରତର ସଂସଦଦଶାବତାରକଳସା ଚଉତିଶାଗୋଦାବରୀଶ ମିଶ୍ରଶତ୍ରୁଘ୍ନ ପାଣ୍ଡବଅଚ୍ୟୁତ ଗୋକୁଳ ନାୟକସରୋଜିନୀ ନାଇଡୁବ୍ୟାସଦେବହେମୋଫିଲିଆବସନ୍ତ କୁମାର ଶତପଥୀରାମାୟଣଚନ୍ଦ୍ରଶେଖର ନନ୍ଦଶ୍ୱେତସାରସତୀ ଅନୁସୂୟାଲକ୍ଷ୍ମୀକାନ୍ତ ମହାପାତ୍ର୨୦ ଅଗଷ୍ଟଓଡ଼ିଶୀ ସଙ୍ଗୀତବଳରାମ ଦାସତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଭୂମିକମ୍ପ୩୦ ଅପ୍ରେଲବିସ୍ଥାପିତ କାନ୍ଧ ଗଣ୍ଠିସମୀର ରଞ୍ଜନ ଦାଶଉଇକିପିଡ଼ିଆ ସମୂହର ତାଲିକାପ୍ରଥମ ବିଶ୍ୱଯୁଦ୍ଧଆଣ୍ଡାମାନ ସାଗରବୈଷ୍ଣବ ପାଣିଜଗନ୍ନାଥ ଦାସହନୁମାନଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ୧୯୦୫କଳାପାହାଡ଼କୋଣାର୍କ ସୂର୍ଯ୍ୟ ମନ୍ଦିରଇଣ୍ଡିଆନ ପ୍ରିମିଅର ଲିଗ୧ (ସଂଖ୍ୟା)ଦାମୋଦର ରାଉତ🡆 More