ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା

ହାଇ-ଟେକ ଭେଷଜ କଲେଜ ଓ ହସ୍ପିଟାଲ (HMCH) ଏକ ବେସରକାରୀ, ଅଣ-ଲାଭକାରୀ, ସ୍ୱ-ଅର୍ଜିତ ମେଡ଼ିକାଲ କଲେଜ । ଏହା ୨୦୦୫ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ସ୍ୱୀକୃତି ପ୍ରାପ୍ତ ଓଡ଼ିଶାର ପ୍ରଥମ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ମେଡିକାଲ କଲେଜ ଭାବେ ଭୁବନେଶ୍ୱରଠାରେ ସ୍ଥାପିତ ହେଇଥିଲା । ଏଠାରେ ଥିବା ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୨୦ଟି ଜରୁରୀକାଳୀନ ଶଯ୍ୟା ସହ ଅତ୍ୟାଧୁନିକ ସୁବିଧାସମୂହ ଥିବା ଅପରେସନ ଥିଏଟର ରହିଛି । କଲେଜରେ MBBS ସହ BDS ଶିକ୍ଷାପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି । 

ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା‌, ଭୁବେନଶର
ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା
ହାଇ-ଟେକ ଭେଷଜ ମହାବିଦ୍ୟାଳୟ କ୍ୟାମ୍ପସ
ସ୍ଥାପିତ୨୦୦୫
ପ୍ରକାରବେସରକାରୀ ମେଡ଼ିକାଲ କଲେଜ
ଅଧକ୍ଷତିରୁପତି ପାଣିଗ୍ରାହୀ
ତଳସ୍ନାତକବର୍ଷକୁ ୧୦୦
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
20°18′00″N 85°52′00″E / 20.299996°N 85.866544°E / 20.299996; 85.866544
ପରିସରନଗର 42 acres (170,000 m2)
ଅନୁବନ୍ଧନଭାରତୀୟ ମେଡ଼ିକାଲ କାଉନସିଲ
ୱେବସାଇଟଏଚ.ଏମ.ଚି.ଏଚ. ଭୁବନେଶ୍ୱର

ଅବସ୍ଥିତି

ଏହାର ଅବସ୍ଥିତି ଭୁବନେଶ୍ୱରର ରସୁଲଗଡ଼ ଛକଠାରୁ କଟକ ଯିବା ରାସ୍ତାରେ ପାଣ୍ଡାରାଠାରେ ରହିଛି । କୁଆଖାଇ ସେତୁଠାରୁ ଏହା ୨ କିଲୋମିଟର ଦୁରରେ ଅବସ୍ଥିତ । 

ଆଧାର 

Tags:

🔥 Trending searches on Wiki ଓଡ଼ିଆ:

ନବୀନ ପଟ୍ଟନାୟକମଣିଷକୃଷ୍ଣଗଞ୍ଜାମ ଜିଲ୍ଲାବଳରାମ ଦାସବଂଶୀଧର ସାହୁଗୋପାଳ ଚନ୍ଦ୍ର ପ୍ରହରାଜନୋବେଲ ପୁରସ୍କାରଶାସ୍ତିଶରତ ମହାନ୍ତିନାସାରାଉରକେଲାମହା ଶିବରାତ୍ରି୨୦ ଫେବୃଆରୀଭାନୁଜୀ ରାଓପରିବେଶ୭୨୦ମାୟାଧର ମାନସିଂହଲଙ୍ଗଳକୋରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜକିଶୋର ରାୟଗୋପବନ୍ଧୁ ଦାସଥିଓଡ଼ୋଲାଇଟଭାରତର ଜାତୀୟ ପତାକା୨୯୪ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଲକ୍ଷ୍ମଣ ନାୟକସାମାଜିକ ବିଜ୍ଞାନଚାରି ଧାମଆଦିବାସୀଚିନ୍ତାମଣି ମହାନ୍ତିସୂର୍ଯ୍ୟ ଦେବତାସବୁ ମାୟାରେ ବାୟାସୀତାକାନ୍ତ ମହାପାତ୍ରରାଜ୍ୟ ସଭାବୈଷ୍ଣବ ପାଣିବାତଉଇକିମିଡ଼ିଆ ମୁଭମେଣ୍ଟପୁରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ଲୋକନୃତ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀପଦାର୍ଥବିଶ୍ୱନାଥ କରସମୟମଣ୍ଡଳପ୍ରଣବ ପ୍ରକାଶ ଦାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଇଣ୍ଟରନେଟଭାରତ ସରକାରଜାହାଙ୍ଗୀରବିବାହଖୋର୍ଦ୍ଧା ଜିଲ୍ଲାଖାରବେଳଇରା ମହାନ୍ତିୟୁ ଟ୍ୟୁବ🡆 More