ସ୍ୱର୍ଣ୍ଣକୁମାରୀ ଦେବୀ

ସ୍ୱର୍ଣ୍ଣ୍ଣକୁମାରୀ ଦେବୀ (୨୮ ଅଗଷ୍ଟ ୧୮୫୫ – ୩ ଜୁଲାଇ ୧୯୩୨) ଜଣେ ଭାରତୀୟ କବି, ଉପନ୍ୟାସ ଲେଖକ , ସଙ୍ଗୀତକାର ଏବଂ ସମାଜ ସେବିକା ଥିଲେ । ସେ ବେଙ୍ଗଲୀର ପ୍ରଥମ ମହିଳା ଲେଖକ ରୂପେ ପ୍ରତୀଷ୍ଠାଅର୍ଜନ କରିଥିଲେ ।

ସ୍ୱର୍ଣ୍ଣ୍ଣକୁମାରୀ ଦେବୀ
ସ୍ୱର୍ଣ୍ଣକୁମାରୀ ଦେବୀ
ସ୍ୱର୍ଣ୍ଣ କୁମାରୀ ଦେବୀ
ଜନ୍ମ(1855-08-28)ଅଗଷ୍ଟ ୨୮, ୧୮୫୫
Calcutta, Bengal, British India
ମୃତ୍ୟୁଜୁଲାଇ ୩, ୧୯୩୨(1932-07-03) (ବୟସ ୭୬)
Calcutta, Bengal, British India
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କବି, ଉପନ୍ୟାସ ଲେଖକ , ସଙ୍ଗୀତକାରୀ, ସମାଜ ସେବିକା
ବୈବାହିକ-ସାଥୀଜାନକୀନାଥ ଘୋଷାଲ
ସନ୍ତାନଶାରଳା ଦେବୀ ଚୌଧୁରାନୀ

ପରିବାର

ଶ୍ରୀମତୀ ସ୍ୱର୍ଣ୍ଣ୍ଣକୁମାରୀ ଦେବୀ ଠାକୁର (ଟାଗୋର) ବଂଶର ଜଣେ କନ୍ୟା ଥିଲେ । ସେ ଦେବେନ୍ଦ୍ରନାଥ ଠାକୁରଙ୍କ କନ୍ୟା ଏବଂ ଦ୍ୱାରକାନାଥ ଠାକୁରଙ୍କ ନାତୁଣୀ ଥିଲେ । ସୌଦାମିନୀ, ସୁକୁମାରୀ ଏବଂ ଶରତକୁମାରୀ ତାଙ୍କର ତିନି ଭଉଣୀ ଥିଲେ । ସେ ରବୀନ୍ଦ୍ରନାଥ ଠାକୁରଙ୍କଠୁ ପାଞ୍ଚ ବର୍ଷ ସାନ ଥିଲେ । ସ୍ୱର୍ଣ୍ଣ୍ଣକୁମାରୀ ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଘରୁ ଆରମ୍ଭ କରିଥିଲେ ।

ବିବାହ

ସେ ୧୮୬୮ ମସିହାରେ ଜାନକୀନାଥ ଘୋଷାଲଙ୍କୁ ବିବାହ କରିଥିଲେ । ଜନକୀନାଥ ଘୋଷାଲ ଜଣେ ଉଚ୍ଚ ଶିକ୍ଷିତ ଏବଂ ନଦିଆ ଜିଲ୍ଲାର ଜମିଦାର ପରିବାର ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଥିଲେ । ହିରଣ୍ମୟୀ ଦେବୀ, ଜ୍ୟୋତ୍ସ୍ନାନାଥ ଘୋଷାଲ ଏବଂ ଶାରଳା ଦେବୀ ଚୌଧୁରାନୀ ତାଙ୍କର ତିନି ପୁତ୍ର ଏବଂ କନ୍ୟା ଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସାଇକେଲସ୍ୱର ବର୍ଣ୍ଣସୋଫୋସବୁଭିର/ଭେଲପାଟାସଭିରକପିଳାସ ଶିବ ମନ୍ଦିରରୁକ୍ମଣୀଅଟିଜିମ୍‌୨୧ ମାର୍ଚ୍ଚଭଗବତୀ ଦେଉଳବ୍ରାହ୍ମଣବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କନକ ମଞ୍ଜରୀ ମହାପାତ୍ରଓଡ଼ିଆ ଲିପିଗୋପାଳ ଛୋଟରାୟହୃଷୀକେଶ ପଣ୍ଡାମାର୍କ ଜୁକରବର୍ଗଓଡ଼ିଆ ରାମାୟଣମହାନଦୀଏଲୋରା ଗୁମ୍ଫାକେନ୍ଦ୍ରାପଡ଼ାଅରଣ୍ୟ ରୋଦନମେଟାବୋଲିଜିମଅଭିମନ୍ୟୁ ସାମନ୍ତସିଂହାର୧୯୭୯ଅଷ୍ଟ୍ରେଲିଆପାଟଦେଇଦୁର୍ଗା ପୂଜାପଶ୍ଚିମ ଓଡ଼ିଶାଅନ୍ଧତ୍ୱଏସିଆଓଡ଼ିଶା ବିଧାନ ସଭାପ୍ରତିଭା ଶତପଥୀ୧୯୭୭ନିତ୍ୟାନନ୍ଦ ମହାପାତ୍ରବେଣୁଧର ରାଉତଚାରି ଧାମକାଳୀଚରଣ ପଟ୍ଟନାୟକଚିକିତ୍ସା ବିଜ୍ଞାନଶାରଳା ପୁରସ୍କାରଯୁଗଳ କିଶୋର ଦତ୍ତମନସ୍କ୧୮ ଅଗଷ୍ଟଚନ୍ଦ୍ରଶେଖର ରଥକାର୍ତ୍ତିକେୟଜଗନ୍ନାଥଙ୍କ ବେଶଭଗବତ ଗୀତାତାରକାସୁରବଡ଼ଓଷାବୌଦ୍ଧ ଧର୍ମସାନ୍ତାଳୀ ଲୋକସଂସ୍କୃତିସାହି ଯାତମାଗୁଣି ଚରଣ କୁଅଁରପ୍ରଦୂଷଣପୁରାଣଲକ୍ଷ୍ମୀକାନ୍ତ ମହାପାତ୍ରପଣା ସଂକ୍ରାନ୍ତି୮ ଜୁନଅଂକୋର୍ ୱାଟ୍ବରୁଣ୨୮ ମାର୍ଚ୍ଚହରପ୍ରସାଦ ଦାସମାଳଦ୍ଵୀପକିଶୋରୀ ଚରଣ ଦାସଦୁର୍ଗାମାଧବ ମିଶ୍ରଫାଇଜାବାଦ ରେଳ ଷ୍ଟେସନପ୍ରେମ🡆 More