ସୂର୍ଯ୍ୟନାରାୟଣ ଦାଶ

ପଣ୍ଡିତ ସୂର୍ଯନାରାୟଣ ଦାଶ (୧ ଜୁଲାଇ ୧୯୦୮ - ୧୧ ଜୁଲାଇ ୧୯୮୨) ଜଣେ ସାମ୍ବାଦିକ, ଐତିହାସିକ, ଗବେଷକ ଓ ଲେଖକ ଅଟନ୍ତି । ୧୯୦୮ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ବାଲୁକେଶ୍ୱର ଦାଶ ଓ ମାତା କ୍ଷିତି ଦେବୀ ।

ସୂର୍ଯ୍ୟନାରାୟଣ ଦାଶ
ଜନ୍ମ ଓ ଜନ୍ମସ୍ଥାନ(1908-07-01)୧ ଜୁଲାଇ ୧୯୦୮
ଦଶରଥପୁର, ଗଞ୍ଜାମ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୧ ଜୁଲାଇ ୧୯୮୨(1982-07-11) (ବୟସ ୭୪)
ବୃତ୍ତିସାମ୍ବାଦିକ, ଐତିହାସିକ, ଗବେଷକ, ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର

ଶିକ୍ଷା

ସୂର୍ଯ୍ୟନାରାୟଣ ୧୯୪୬-୪୭ରେ ଘରୋଇ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ୟୁନାଇଟେଡ଼ ପ୍ରେସ ଅଫ ଇଣ୍ଡିଆର ସ୍ୱତନ୍ତ୍ର ପ୍ରତିନିଧି ଭାବେ ୧୯୩୧ରୁ ୧୯୪୪ ଯାଏଁ କାମ କରିଥିଲେ । ସେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠାତା ଓ ୧୯୪୫ରୁ ୧୯୬୫ ପର୍ଯ୍ୟନ୍ତ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ ।

ରଚନାବଳୀ

  • ଉତ୍କଳମଣି ଗୋପବନ୍ଧୁ (୧୯୭୬)
  • ଦେଶପ୍ରାଣ ମଧୁସୂଦନ (୧୯୭୧)
  • ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ (୧୯୬୬)
  • ଓଡ଼ିଆ ସାହିତ୍ୟର ଇତିହାସ, (୪ଟି ଭାଗରେ ପ୍ରକାଶିତ- ୧୯୬୩, ୧୯୬୫ ଓ ୧୯୬୬)
  • ଓଡ଼ିଆ ସାହିତ୍ୟର ପରିଚୟ
  • ଶ୍ରୀ ଜଗନ୍ନାଥ ମନ୍ଦିର, (୧୯୬୬)
  • ପାଇକ ବିଦ୍ରୋହ
  • ଉନବିଂଶ ଶତାବ୍ଦୀର ଓଡ଼ିଶା, ୧୯୬୯
  • ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସ
  • କବିବର ରାଧାନାଥ ଓ ତାଙ୍କ ସାହିତ୍ୟ
  • ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ
  • ରାଜା ରାମମୋହନ ରାୟ
  • ଶ୍ରୀ ରାମାନୁଜ ଚରିତ
  • ଶ୍ରୀ ନିମ୍ବାର୍କ
  • The Temple of Jagannath
  • The History of Greater Orissa

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା), ୧୯୬୭-ଓଡ଼ିଆ ସାହିତ୍ୟର ଇତିହାସ ବହି ନିମନ୍ତେ
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୮

ଆଧାର

Tags:

ସୂର୍ଯ୍ୟନାରାୟଣ ଦାଶ ଶିକ୍ଷାସୂର୍ଯ୍ୟନାରାୟଣ ଦାଶ ରଚନାବଳୀସୂର୍ଯ୍ୟନାରାୟଣ ଦାଶ ପୁରସ୍କାର ଓ ସମ୍ମାନସୂର୍ଯ୍ୟନାରାୟଣ ଦାଶ ଆଧାରସୂର୍ଯ୍ୟନାରାୟଣ ଦାଶଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ସାହିତ୍ୟର ଇତିହାସସମ୍ବାଦ (ଖବରକାଗଜ)ସୁଭାଷ ଚନ୍ଦ୍ର ବୋଷନବଗୁଞ୍ଜରଆଜରବୈଜାନଓଡ଼ିଆ କବି ମାନଙ୍କର ତାଲିକାରାମାୟଣଚବିଶ ଗୁରୁଖାରବେଳଦ୍ୱିତୀୟ ବିଶ୍ୱଯୁଦ୍ଧଫାରୋ ଦ୍ୱୀପପୁଞ୍ଜଫାରୋ ଦ୍ଵୀପପୁଞ୍ଜମଙ୍ଗଳା ମନ୍ଦିରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକୁମାର ପୂର୍ଣ୍ଣିମାବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୋଭାକ୍ ଜାକୋଭିକଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଧର୍ମପଦଔଷଧୀୟ ବୃକ୍ଷଲତାରାଜ ଯୋଗ୨୦୦୦୧୪୦୭ସୌର ଜଗତଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପୀନାଥ ମହାନ୍ତି୧୨୭୪ହରପ୍ପା ସଭ୍ୟତାବିଜାଣ୍ଟିନୀୟ ସାମ୍ରାଜ୍ଯଖାଦ୍ୟଉଜବେକିସ୍ତାନପୃଥିବୀବିହାରକୋଷ୍ଠକାଠିନ୍ୟଭାରତୀୟ ଡାକ ସେବାଗୋବିନ୍ଦ ତ୍ରିପାଠୀବିଶ୍ୱ ଜଳ ଦିବସ୧୧୫୨ଓଜସ୍ୱୀ ଅରୋଡ଼ାବିବାହରାଣୀ ଲକ୍ଷ୍ମୀବାଈସଂଗୀତମିରା ଅଲଫାସାସେସିଲିଆ ପେଇନ-ଗାପୋସ୍ଚକିନ୧୪୨୪କମ୍ପ୍ୟୁଟରଓଡ଼ିଆ କଥାଚିତ୍ର ଜଗତକାଳିନ୍ଦୀ ଚରଣ ପାଣିଗ୍ରାହୀସେପ୍ସିସମାଲେସିଆସର୍ବପଲ୍ଲୀ ରାଧାକୃଷ୍ଣନକୋଣାର୍କ ସୂର୍ଯ୍ୟ ମନ୍ଦିରବାରାକ ଓବାମାଲୋକ ସଭା୨୦ ମାର୍ଚ୍ଚଜ୍ଞାନୀନ୍ଦ୍ର ବର୍ମାଉଇକିମିଡ଼ିଆ ଫାଉଣ୍ଡେସନଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରମାଛରଥଯାତ୍ରାଅନନ୍ତ ପଟ୍ଟନାୟକଜର୍ମାନୀଖଣ୍ଡାୟତସୁଡୋଏଫେଡ୍ରିନଯବକ୍ଷାରଜାନଲଳିତ ମାନସିଂହଫିନଲ୍ୟାଣ୍ଡ🡆 More