ସଂଘମିତ୍ରା ମହାନ୍ତି: ଓଡ଼ିଆ ଶିକ୍ଷାବିତ

ସଂଘମିତ୍ରା ମହାନ୍ତି (୧ ଅପ୍ରେଲ ୧୯୫୩ – ୨ ଜୁଲାଇ ୨୦୨୧) ଜଣେ କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପିକା ଓ ବିଶ୍ୱବିଦ୍ୟାଳୟ କୁଳପତି ଥିଲେ । ପଦାର୍ଥ ବିଜ୍ଞାନରେ ଏମ୍ ଏସ୍ ସି ଏବଂ ପି ଏଚ ଡି ଯୋଗ୍ୟତା ହାସଲ କଲାପରେ, ସେ ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟାପିକା, ପ୍ରଧ୍ୟାପିକା ଏବଂ ପ୍ରାଚାର୍ଯ୍ୟା ଭାବେ ୧୯୮୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, Speech Processing, Image Processing, ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ, Fractal Geometry, Weather Prediction ଏବଂ High Energy Physicsରେ ଗବେଷଣା କରିଛନ୍ତି । ସେ ଭାରତୀୟ ଭାଷା ବିଜ୍ଞାନରେ ଗବେଷଣା କରି ୧୩ଟି ପେଟେଣ୍ଟ ଲାଭ କରିଛନ୍ତି । ତାଙ୍କର ୧୩୨ଟିରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି । ତାଙ୍କ ତତ୍ତ୍ୱାବଧାନରେ ୭୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏମ୍ ଇ, ଏମ୍ ଟେକ୍ ଏବଂ ପି ଏଚ୍ ଡି ପାଠ୍ୟକ୍ରମ ଶେଷ କରିଛନ୍ତି । ଦେଶ ଓ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ସେ ଶିକ୍ଷା ଓ ଗବେଷଣା ସମ୍ବଦ୍ଧୀୟ କାର୍ଯ୍ୟରେ ନିମନ୍ତ୍ରଣ କ୍ରମେ ଯୋଗଦେଇଛନ୍ତି । ସେ ଯାନ୍ତ୍ରିକ ଓ କାରିଗରୀରେ ତାଙ୍କର ଗବେଷଣା ଓ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୨ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଉଇମେନ୍ ଇଞ୍ଜିନିୟରିଂ ସୋସାଇଟି, ଇଉନାଇଟେଡ କିଙ୍ଗଡମର ଫେଲୋ (FWES) ଥିଲେ । ପ୍ରାଚାର୍ଯ୍ୟା ମହାନ୍ତି ୨୦୧୧ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ୨୦୧୬ ଜାନୁଆରୀଠାରୁ ସେ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ହୋଇଅଛନ୍ତି ।

ସଂଘମିତ୍ରା ମହାନ୍ତି
ଭୁବନେଶ୍ୱରର ଏକ ସଭାରେ ପ୍ରେଜେଣ୍ଟେସନ ଦେଉଥିବା ସଂଘମିତ୍ରା ମହାନ୍ତି ।
ଭୁବନେଶ୍ୱରର ଏକ ସଭାରେ ପ୍ରେଜେଣ୍ଟେସନ ଦେଉଥିବା ସଂଘମିତ୍ରା ମହାନ୍ତି ।
ଜନ୍ମ(1953-04-01)ଅପ୍ରେଲ ୧, ୧୯୫୩
ମୃତ୍ୟୁ୧ ଜୁଲାଇ ୨୦୨୧(2021-07-01) (ବୟସ ୬୮)
କେୟାର ହସ୍ପିଟାଲ , ଭୁବନେଶ୍ୱର
ଜାତୀୟତାଭାରତୀୟ
ବୃତ୍ତିଅଧ୍ୟାପକ

୨୦୨୧ ମସିହାରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

ସେ ୧୯୫୩ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶାର କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ।

ଆଧାର

Tags:

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ

🔥 Trending searches on Wiki ଓଡ଼ିଆ:

ଦଳିତଯୁକ୍ତରାଜ୍ୟଭାରତୀୟ ଜନଗଣନାଦେବୀପ୍ରସନ୍ନ ପଟ୍ଟନାୟକସୁନାଅଳତାସପ୍ତମାତୃକା ମନ୍ଦିର, ଯାଜପୁରମନମୋହନ ସାମଲଭୁବନେଶ୍ୱରଅରୁଣା ମହାନ୍ତିଆଣ୍ଟିସାଇକୋଟିକରାମ ନବମୀକରଣ (ଜାତି)ଆତ୍ମହତ୍ୟାବାଲେଶ୍ୱର ଜିଲ୍ଲାଭୁବନେଶ୍ୱର ବେହେରାବୁଧବାରଜଗନ୍ନାଥରେବତୀ (କ୍ଷୁଦ୍ରଗଳ୍ପ)ସୀତା ବିବାହସମୀର ରଞ୍ଜନ ଦାଶନବକୃଷ୍ଣ ଚୌଧୁରୀଗାଈହନୁମାନ ଜୟନ୍ତୀଚିତ୍ରା (ନକ୍ଷତ୍ର)କରଞ୍ଜପଖାଳ ଦିବସରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାପ୍ରଧାନ ପୃଷ୍ଠାଗୁରୁ ପ୍ରସାଦ ମହାନ୍ତିଶବ୍ଦ (ଧ୍ୱନି)୭ ଅପ୍ରେଲପଖାଳଶରତ କୁମାର ମହାନ୍ତି୨୧ ମାର୍ଚ୍ଚଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବଡ଼ଦିନସିପାହୀ ବିଦ୍ରୋହମୟୂର୨୯ ଅପ୍ରେଲମହାଦେଶଭଗବତୀ ଚରଣ ପାଣିଗ୍ରାହୀଗୋବିନ୍ଦ ତ୍ରିପାଠୀଧୋତିମୌଳିକ ସଂଖ୍ୟାଭଦଭଦଳିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନଦଶାବତାରଛବିଳ ମଧୁ ବର୍ଣ୍ଣବୋଧଭି. କାର୍ତ୍ତିକେୟ ପାଣ୍ଡିଆନରମେଶ ପ୍ରସାଦ ପାଣିଗ୍ରାହୀ୧୯ ଅପ୍ରେଲନଅଙ୍କ ଦୁର୍ଭିକ୍ଷରାଧାନାଥ ରାୟବିଶ୍ୱତାପନଜଗନ୍ନାଥଙ୍କ ଧୂପ୪ ଅପ୍ରେଲ୬୧୬ପଦ୍ମଶ୍ରୀହୃଷୀକେଶ ପଣ୍ଡାଶ୍ରୀତମ ଦାସସୂର୍ଯ୍ୟୋଦୟକିଶୋରୀ ଚରଣ ଦାସଲକ୍ଷ୍ମଣ ମିଶ୍ରନୂଆ ଦିଲ୍ଲୀସୌର ଜଗତବିଶ୍ୱ ଏଡ୍‌ସ ଦିବସ🡆 More