ଲାଙ୍ଗରହାନ୍ସ ସେଲ ହିଷ୍ଟିଓସାଇଟୋସିସ

ଲାଙ୍ଗରହାନ୍ସ ସେଲ ହିଷ୍ଟିଓସାଇଟୋସିସ ( LCH ) ହେଉଛି ହାଡ଼ ମଜ୍ଜାରେ ଥିବା ଲାଙ୍ଗରହାନ୍ସ ପ୍ରତିରକ୍ଷା କୋଷମାନଙ୍କର ଏକ ଅସ୍ୱାଭାବିକ ବୃଦ୍ଧି, ଯାହା ଚର୍ମ ଏବଂ ଅନ୍ୟ ଅଙ୍ଗକୁ ସ୍ଥାନାନ୍ତରିତ ହୁଏ । ସେମାନେ ଏକ ପ୍ରକାର ଅର୍ବୁଦ ସୃଷ୍ଟି କରିପାରନ୍ତି, ଯାହା ଗ୍ରାନୁଲୋମା ଭାବରେ ପରିଚିତ । ଏହାର ଲକ୍ଷଣ ଚର୍ମ କିମ୍ବା ହାଡରେ ଦେଖାଯାଏ, ଜ୍ୱର, ଓଜନ ହ୍ରାସ, ମଧୁମେହ ଇନସିପିଡସ୍ କିମ୍ବା ଥକ୍କା ଅନୁଭୁତ ହୋଇପାରେ ।

Langerhans cell histiocytosis
Histiocytosis X
ଲାଙ୍ଗରହାନ୍ସ ସେଲ ହିଷ୍ଟିଓସାଇଟୋସିସ
Micrograph showing a Langerhans cell histiocytosis with the characteristic reniform Langerhans cells accompanied by abundant eosinophils. H&E stain.
ବିଭାଗHematology
ଲକ୍ଷଣLesions in various tissues, fever, weight loss, diabetes insipidus, tiredness
ରୋଗ ନିର୍ଣ୍ଣୟ ପଦ୍ଧତିTissue biopsy, medical imaging
ଚିକିତ୍ସାNone, surgery, radiation therapy, chemotherapy
PrognosisVariable
ପୁନଃପୌନିକ1 to 2 per 100,000

ଏହି ରୋଗ ଏମଏ‌ପି କାଇନେଜ (MAPKinase) ମ୍ୟୁଟେସନ ହେତୁ ହୋଇଥାଏ | ଏହା ହିଷ୍ଟିଓସାଇଟୋସେସ ନାମକ ସିଣ୍ଡ୍ରୋମ ଦଳର ଏକ ଅଂଶ ଯେଉଁଥିରେ ବହୁ ସଂଖ୍ୟକ ହିଷ୍ଟୋସାଇଟ୍ସ (ଡେଣ୍ଡ୍ରାଇଟିସ୍ କୋଷ ପାଇଁ ଏକ ପୁରୁଣା ଶବ୍ଦ) ଥବା ଦେଖାଯାଏ । ଡାକ୍ତରୀ ଇମେଜିଙ୍ଗ ଏବଂ ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ। ରକ୍ତ ପରୀକ୍ଷାରେ ସ୍ୱଳ୍ପ ଲୋହିତ ରକ୍ତ କଣିକା, ଏବଂ ବେଳେବେଳେ କମ୍ ଧଳା ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ୍ ଥିବା ଦେଖାଯାଏ | ଅନେକ ଏହାକୁ କର୍କଟ ରୋଗର ଏକ ରୂପ ବୋଲି ବିବେଚନା କରନ୍ତି, ତଥାପି କିଛି ମତଭେଦ ରହିଛି।

ବିନା ଚିକିତ୍ସାରେ ଅନେକ ମାମଲାଗୁଡ଼ିକ ସ୍ୱତଃ ସମାଧାନ ହୋଇପାରେ । ଚିକିତ୍ସା ବିକଳ୍ପଗୁଡ଼ିକରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା କିମ୍ବା କେମୋଥେରାପିର କିଛି ମିଶ୍ରଣ ହୋଇପାରେ । ପ୍ରତି ୧୦୦,୦୦୦ ଲୋକରେ ଏହି ରୋଗ ପ୍ରାୟ ୧ରୁ ୨ଜଣଙ୍କୁ ପ୍ରଭାବିତ କରେ । ଅଧିକାଂଶ ମାମଲା ପିଲାଦିନରୁ ଆରମ୍ଭ ହୁଏ; ଯଦିଓ ବୟସ୍କମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ହିସପାନିକ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।

ଖ୍ରୀଷ୍ଟପୂର୍ବ ୯୦୦-୭୯୦ମସିହାର ମମିରେ ଏହି ରୋଗର ପ୍ରମାଣ ମିଳିଛି । ପୂର୍ବରୁ ଏହି ରୋଗ "ହିଷ୍ଟୋସିସ୍ଟୋସିସ୍ ଏକ୍ସ" ଭାବରେ ଜଣାଶୁଣା । ଉପ ପ୍ରକାରରେ କ୍ରନିକ୍ ମଲ୍ଟିଫୋକାଲ୍ ଏଲସିଏଚ ଅନ୍ତର୍ଭୁକ୍ତ, ଯାହା ପୂର୍ବରୁ "ହ୍ୟାଣ୍ଡ - ଶୁଲର୍ - ଖ୍ରୀଷ୍ଟିଆନ ରୋଗ" ଭାବରେ ଜଣାଶୁଣା, ୟୁନିଫୋକାଲ୍, ପୂର୍ବ ନାମ "ଇଓସିନୋଫିଲିକ୍ ଗ୍ରାନୁଲୋମା" ଭାବରେ ଜଣାଶୁଣା, ମଲ୍ଟିଫୋକାଲ୍ ମଲ୍ଟି ସିଷ୍ଟମର ପୂର୍ବନାମ "ଲେଟରର୍-ସିୱେ ରୋଗ" ଏବଂ ହାସିମୋଟୋ- ପ୍ରିଜକର ରୋଗ ଭାବରେ ଜଣାଶୁଣା ।

ଆଧାର

Tags:

ଜ୍ୱରଡାଏବେଟିସ ଇନସିପିଡସ

🔥 Trending searches on Wiki ଓଡ଼ିଆ:

ନନ୍ଦ କିଶୋର ବଳନରେନ ପଲେଇଢେଙ୍କାନାଳ ଜିଲ୍ଲାଜଗନ୍ନାଥ ମନ୍ଦିରବେଦଏମ ଏସ ସ୍ୱାମୀନାଥନସହଦେବ (ମହାଭାରତ)ମଣିଷଧରିତ୍ରୀଛାତ୍ରବୃତ୍ତିରାଜା ରାମମୋହନ ରାୟପ୍ରହ୍ଲାଦ ନାଟକକାଳୀଚରଣ ପଟ୍ଟନାୟକଫାଇଲେରିଆରବି ଶତପଥୀସୋଫିଆ ଆଲାମଡାଉନ ସିଣ୍ଡ୍ରୋମବର୍ଷା ପ୍ରିୟଦର୍ଶିନୀବଡ଼ସିଂହାର ବେଶଯଶୋବନ୍ତ ଦାସପାଞ୍ଜିଜାତୀୟ ସଙ୍ଗୀତଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଯୁକ୍ତରାଷ୍ଟ୍ର ଆମେରିକାହୃତ୍‌ପିଣ୍ଡସ୍ୱାମୀ ବିବେକାନନ୍ଦଉଇକିପିଡ଼ିଆ ସମୂହର ତାଲିକାଫିନଲ୍ୟାଣ୍ଡଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଇଣ୍ଟରନେଟତୁଳସୀ ଦାସକୋରାପୁଟତରଳ ଝାଡ଼ାଜାପାନଗୋପୀନାଥ ମହାନ୍ତିତ୍ରିପୁରା ମିଶ୍ରଯୀଶୁରମାକାନ୍ତ ରଥବର୍ଷାନୀଳିମା ଆଜୀମମହାଭାରତପାଲାଜନ ଗଣ ମନ୧ମ ଲୋକ ସଭାମଧ୍ୟ ଏସିଆସୀସାଧାନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉଇକିପାଠାଗାରଉପେନ୍ଦ୍ର କିଶୋର ଦାସସମୟ (କାଳ)ଗଣନ ସଂଖ୍ୟାସୁଗ୍ରୀବଆପଲ ଇନକର୍ପୋରେଟେଡଗଙ୍ଗାଧର ମେହେରହନୁମାନକାନ୍ଦଣା ଗୀତସମ୍ବାଦ (ଖବରକାଗଜ)ଅବକାଶ ବେଶବୃହସ୍ପତିଦୈନିକ ଆଶାସିପାହୀ ବିଦ୍ରୋହମନୋଜ ଦାସଙ୍କ କଥା ଓ କାହାଣୀଗ୍ରହଡଙ୍ଗାପର୍ଶୁରାମ ପାଣିଗ୍ରାହୀଧର୍ମେନ୍ଦ୍ର ପ୍ରଧାନକା (ଉପନ୍ୟାସ)🡆 More