ଲତିଫୁର ରହମନ: ଓଡ଼ିଆ ରାଜନେତା

ଲତିଫୁର ରହମନ (ମୃତ୍ୟ: ୧୦ ଜୁଲାଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦକ୍ଷିଣ ଓଡ଼ିଶା (ମୁସଲମାନ୍‍) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓ ୨ୟ ଓଡ଼ିଶାକୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲତିଫୁର ରହମନ
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୫୨
ନିର୍ବାଚନ ମଣ୍ଡଳୀଦକ୍ଷିଣ ଓଡ଼ିଶା (ମୁସଲମାନ୍‍)
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଜୁଲାଇ ୧୦, ୧୯୮୪(୧୯୮୪-୦୭-୧୦)
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳମୁସଲିମ୍‍ ଲିଗ୍‍
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ଲତିଫୁର ରହମନ ମୁସଲିମ୍‍ ଲିଗ୍‍ର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

୧୯୮୪ ମସିହାର ଜୁଲାଇ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ମହାଦେଶବିଷ୍ଣୁମଧ୍ୟ ଏସିଆବାରବାଟି ଦୁର୍ଗଓଡ଼ିଶାର କଳାସ୍ୱର ବର୍ଣ୍ଣଡେଙ୍ଗୁ ଜରବୈଶାଖ୩ ଅଗଷ୍ଟମାଗୁଣିର ଶଗଡ଼ (କଥାଚିତ୍ର)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସବୁ ମାୟାରେ ବାୟାଆଦିଶଙ୍କର୧ (ସଂଖ୍ୟା)ରାମକୃଷ୍ଣ ପରମହଂସସୌଭାଗ୍ୟ କୁମାର ମିଶ୍ରଶୈଳବାଳା ଦାସଯୌନ ସମ୍ଭୋଗଏଲୋରା ଗୁମ୍ଫାପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ଆମ୍ବକନ୍ୟା (ରାଶି)ଗୋପୀନାଥ ମହାନ୍ତିପୃଥିବୀସୂର୍ଯ୍ୟଅନ୍ତର୍ଜାତୀୟ ମାତୃଭାଷା ଦିବସକଳାହାଣ୍ଡି ଜିଲ୍ଲାଗେଣ୍ଡୁଫୁଲପ୍ରଧାନ ପୃଷ୍ଠାଗୋବିନ୍ଦ ତ୍ରିପାଠୀବିଜୁ ପଟ୍ଟନାୟକରବି ଶତପଥୀଓଲେନା ଜେଲେନସ୍କାମଟର ସାଇକେଲକୋରାପୁଟବିଦ୍ୟୁତ୍ ଶକ୍ତିମୁଁ ରାଜା ତୁ ରାଣୀଓଡ଼ିଆ ଭାଗବତହନୁମାନ ଚାଳିଶାଗଙ୍ଗାଧର ମେହେରହୃତ୍‌ପିଣ୍ଡସୌର ଜଗତସମୀର ରଞ୍ଜନ ଦାଶଉଚ୍ଛ୍ୱାସ (କବିତା ସଙ୍କଳନ)ଅନୁଭବ ମହାନ୍ତିଓଡ଼ିଶାର ଇତିହାସଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)ଶାନ୍ତନୁ କୁମାର ଆଚାର୍ଯ୍ୟଏଟାୱାପର୍ଯ୍ୟାୟ ସାରଣୀହସ୍ତା (ନକ୍ଷତ୍ର)ବଲାଙ୍ଗୀର ଜିଲ୍ଲାଉପେନ୍ଦ୍ର କିଶୋର ଦାସରାଜନୀତି ବିଜ୍ଞାନମହାନଦୀବଡ଼ସିଂହାର ବେଶରାଜକିଶୋର ରାୟରଜନୀ କୋଠାରୀହସ୍ତମୈଥୁନଭୈରବଖାରବେଳନବକଳେବରତାରିଣୀ ମନ୍ଦିର, ଘଟଗାଁଲିଙ୍ଗରାଜ ମନ୍ଦିରଭଣ୍ଡ ଗଣେଶଯଶୋବନ୍ତ ଦାସଭୂମିକମ୍ପ୨୦୦୬ଭକ୍ତ ଚରଣ ଦାସଅଂଶୁଘାତ🡆 More