ବହୁବିକଳ୍ପ ରଥଯାତ୍ରା: ହୀନ୍ଦୁ ପର୍ବ

ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ତିନିମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ତିନି ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହୁଏ ।


  1. ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଭୁବନେଶ୍ୱରଠାରେ ଚୈତ୍ର ମାସରେ ଅନୁଷ୍ଠିତ ହୁଏ ।
  2. ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ବା ପତିତପାବନ ଯାତ୍ରା ପୁରୀଠାରେ ଆଷାଢ଼ ମାସରେ ଅନୁଷ୍ଠିତ ହୁଏ ।
  3. ବିରଜାଙ୍କର ବିରଜା ରଥଯାତ୍ରା ଯାଜପୁରଠାରେ ମାଘ ମାସରେ ଅନୁଷ୍ଠିତ ହୁଏ ।
  4. ସୂର୍ଯ୍ୟ ଦେବତାଙ୍କ ସୂର୍ଯ୍ୟ ରଥଯାତ୍ରା କୋଣାର୍କଠାରେ ମାଘ ମାସରେ ଅନୁଷ୍ଠିତ ହୁଏ ।

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଅଭିମନ୍ୟୁ ସାମନ୍ତସିଂହାରସୁନାଉତ୍କଳ ବ୍ରାହ୍ମଣଗୋବିନ୍ଦ ତ୍ରିପାଠୀଚାନ୍ଦବାଲିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୨୯ ଅପ୍ରେଲପୁରୀପୂରଣବାଚକ ସଂଖ୍ୟାଲୋକ ସଭାପଖାଳ ଦିବସ୧ ଅପ୍ରେଲଅଗ୍ନ୍ୟାଶୟ ଅକ୍ଷମତାନବୀନ ପଟ୍ଟନାୟକକଟକ ଜିଲ୍ଲାଶିମିଳିପାଳ ଜାତୀୟ ଉଦ୍ୟାନରବି କାନୁନଗୋଚୈତନ୍ୟତୋରାଣିଚଇତି ଘୋଡ଼ା ନାଚସଞ୍ଚୟ ଖାତାଦୁଃଶୀଳାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପ୍ରତିଭା ଶତପଥୀବିଶ୍ୱ ମ୍ୟାଲେରିଆ ଦିବସଜୟନାରାୟଣ ମିଶ୍ରଗୋମୁହାଁ କୁମ୍ଭୀରନଦୀଭରତ (ରାମାୟଣ)କବୀରମାଣବସା ଗୁରୁବାରଗିରିଜା କୁମାର ବଳୀୟାରସିଂହ୧୫ ଅପ୍ରେଲମହାତ୍ମା ଗାନ୍ଧୀସବ୍ୟସାଚୀ ମିଶ୍ରଲିନକ୍ସଅହଲ୍ୟାକଟକପିତ୍ତକୋଷଯୌନ ସମ୍ଭୋଗରେଭେନ୍‌ସା କଲିଜିଏଟ ସ୍କୁଲଗୀତଗୋବିନ୍ଦପ୍ରଣବ ପ୍ରକାଶ ଦାସଭାରତୀୟ ସମ୍ବିଧାନସାରଳା ମନ୍ଦିରଜୈନ ଧର୍ମଶ୍ରୀ ଦେବ ରାମେଶ୍ଵର ମନ୍ଦିରଭାରତ ସରକାରକୃଷ୍ଣପ୍ରସାଦ ମିଶ୍ରବ୍ରହ୍ମୋତ୍ରୀ ମହାନ୍ତିବିଶ୍ୱନାଥ ଦାସରମଜାନହନୁମାନ ଚାଳିଶାହରେକୃଷ୍ଣ ମହତାବଡଙ୍ଗରିଆ କନ୍ଧବିଜୟ ମିଶ୍ରହିନ୍ଦୁ ଧର୍ମବୈଶାଖଭୀମ ଭୋଇଜଳ ପ୍ରଦୂଷଣଜଗଦୀଶ ମହାନ୍ତିଉଇକିପିଡ଼ିଆବ୍ରଜ କିଶୋର ପ୍ରଧାନ🡆 More