ମୋହନା ସିଂ ଜିତରବାଲ

ମୋହନ ସିଂ ଜିତରବାଲ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ତାଙ୍କୁ ତାଙ୍କର ଦୁଇ ସହଯୋଗୀ ଭାବନା କଣ୍ଠ ଏବଂ ଅବନୀ ଚତୁର୍ବେଦୀଙ୍କ ସହ ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ଭାବରେ ଘୋଷଣା କରାଯାଇଥିଲା । ଜୁନ ୨୦୧୬ ମସିହାରେ ଏହି ତ୍ରି ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସେନାଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦେଶର ସେବା କରିବା ପାଇଁ ସେମାନଙ୍କୁ ୧୮ ଜୁନ ୨୦୧୬ ମସିହାରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆନୁଷ୍ଠାନିକ ଭାବରେ ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷାମୂଳକ ଭିତ୍ତିରେ ମହିଳାଙ୍କ ପାଇଁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ଖୋଲିବାକୁ ଭାରତ ସରକାର ନିଷ୍ପତ୍ତି ନେବା ପରେ ଏହି ତିନିଜଣ ମହିଳା ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ ।

ମୋହନା ସିଂ (ଜିତରବାଲ)
ମୋହନା ସିଂ ଜିତରବାଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1992-01-22) ୨୨ ଜାନୁଆରୀ ୧୯୯୨ (ବୟସ ୩୨)
ଝୁଞ୍ଝୁନୁ, ରାଜସ୍ଥାନ, ଭାରତ
ବୃତ୍ତିଯୁଦ୍ଧ ବିମାନ ଚାଳକ
Military service
ଆନୁଗତ୍ୟମୋହନା ସିଂ ଜିତରବାଲ ଭାରତ
Branch/serviceମୋହନା ସିଂ ଜିତରବାଲ ଭାରତୀୟ ବାୟୁସେନା
ର‍୍ୟାଙ୍କମୋହନା ସିଂ ଜିତରବାଲ Flight Lieutenant

ଜୀବନୀ

ମୋହନା ସିଂ ବାୟୁସେନା ବିଦ୍ୟାଳୟ, ନୂଆଦିଲ୍ଲୀ ଏବଂ ବିଟେକ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ରେ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି, ଅମୃତସର, ପଞ୍ଜାବରୁ ତାଙ୍କ ପାଠପଢ଼ା ସମାପ୍ତ କରିଛନ୍ତି । ତାଙ୍କ ପିତା ପ୍ରତାପ ସିଂ ଜଣେ ଭାରତୀୟ ବାୟୁସେନା କର୍ମଚାରୀ ଏବଂ ମାତା ମଞ୍ଜୁ ସିଂ ଜଣେ ଶିକ୍ଷକ ଅଟନ୍ତି । ମୋହନା ବଡ଼ ହେବାପରେ ରୋଲର ସ୍କେଟିଂ, ବ୍ୟାଡମିଣ୍ଟନ, ଗୀତ ଏବଂ ଚିତ୍ର ଭଳି ଅନ୍ୟାନ୍ୟ କାର୍ଯ୍ୟକଳାପକୁ ଭଲ ପାଉଥିଲେ ।

୯ ମାର୍ଚ୍ଚ ୨୦୨୦ ମସିହାରେରେ ତାଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନାରୀ ଶକ୍ତି ପୁରସ୍କାରରେ ପୁରସ୍କୃତ କରିଥିଲେ ।

ବୃତ୍ତି

ଜୁନ ୨୦୧୯ ମସିହାରେ, ସେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ହୋଇଥିଲେ । ସେ ୨୦୧୯ ମସିହାରେ ଉଭୟ ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଗ୍ରାଉଣ୍ଡ ଯୁଦ୍ଧ ମୋଡରେ ତାଲିମ ନେଇ ହକ୍ ଏମକେ.୧୩୨ରେ ୩୮୦ ଘଣ୍ଟାରୁ ଅଧିକ ଉଡ଼ାଣ ସମାପ୍ତ କରିଥିଲେ ।

ଆଧାର

Tags:

ଅବନୀ ଚତୁର୍ବେଦୀଭାବନା କଣ୍ଠଭାରତ

🔥 Trending searches on Wiki ଓଡ଼ିଆ:

ପ୍ରେମଫୁଲଶାହଜାହାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୋପବନ୍ଧୁ ଦାସ୨୪୪ରାସାୟନିକ ମୌଳିକରାଶି ଓ ନକ୍ଷତ୍ରଶ୍ରୀରାମ ପଣ୍ଡାକଣ୍ଡୋମଚଳନ୍ତି ଠାକୁରଟାଇଫଏଡବ୍ରଜନାଥ ରଥଜଗନ୍ନାଥ ମନ୍ଦିରସାଳନ୍ଦୀ ନଦୀଚିକିତ୍ସା ବିଜ୍ଞାନମଇବିରାଟ କୋହଲୀଜଗନ୍ନାଥ ମନ୍ଦିର, କୋରାପୁଟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନହିନ୍ଦୁ କୁଶଦ୍ୱିତୀୟ ଭାସ୍କରଜୁଲିଅସ ସିଜରକୁନ୍ତଳା କୁମାରୀ ସାବତଜ୍ଞାନପୀଠ ପୁରସ୍କାରଭାରତୀୟ ମହାକାଶ ଗବେଷଣା ସଂସ୍ଥାକୃପାଚାର୍ଯ୍ୟ୫ ଡିସେମ୍ବରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାଧାନାଥ ରାୟନନ୍ଦିନୀ ଶତପଥୀଧରିତ୍ରୀଗୁରୁ ନାନକକ୍ୟାଲ୍‌ସିଅମଅସହଯୋଗ ଆନ୍ଦୋଳନକଟକବିବାହକିଶୋରୀ ଚରଣ ଦାସଅନ୍ନଦା ପ୍ରସାଦ ରାୟଆନନ୍ଦ ଭବନସମୟ (କାଳ)ହିମାଳୟଇଣ୍ଡୋନେସିଆ୨୬ ସେପ୍ଟେମ୍ବରକଳିଙ୍ଗ ସ୍ଥାପତ୍ୟ କଳାରାଧାମୋହନ ଗଡ଼ନାୟକଜଗନ୍ନାଥ ଦାସକଳାହାଣ୍ଡି , ବଲାଙ୍ଗିର , କୋରାପୁଟ ଅଞ୍ଚଳ ( KBK)ପୋତାଗଡ଼ଅଦିନ ମେଘ୪ ଜୁଲାଇଦଶାବତାରଓଡ଼ିଶାର ଭୂଗୋଳବସନ୍ତ କୁମାର ଶତପଥୀଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦୀପକ ମିଶ୍ରବିଷଦାଶଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ମାସଶିଶୁ ଅନନ୍ତ ଦାସଆକବରବିଜୁ ପଟ୍ଟନାୟକମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା🡆 More