ବୀରେନ ରାଉତରାୟ: ଓଡ଼ିଆ ନାଟ୍ୟକାର ଓ ଅଭିନେତା

ବୀରେନ ରାଉତରାୟ, ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।

ବୀରେନ ରାଉତରାୟ
ଫାଇଲ:ବୀରେନ ରାଉତରାୟ.jpg
ଜନ୍ମ(1939-09-27)୨୭ ସେପ୍ଟେମ୍ବର ୧୯୩୯
ମେରିଆବଜାର, କଟକ
ମୃତ୍ୟୁ୨୪ ନଭେମ୍ବର ୨୦୧୪(2014-11-24) (ବୟସ ୭୫)
ମୃତ୍ୟୁର କାରଣହୃଦଘାତ
ଜାତୀୟତାଭାରତୀୟ
ଶିକ୍ଷାଡିଗ୍ରୀ ଇଞ୍ଜିନିୟରିଂ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଆ ନାଟ୍ୟକାର ଓ ଅଭିନେତା
ବୈବାହିକ-ସାଥୀବନଶ୍ରୀ ରାଉତରାୟ
ସନ୍ତାନରାଜକିଶୋର, ଇତିଶ୍ରୀ
ପିତାମାତା(s)ଭ୍ରମରବର ରାଉତରାୟ, ତାରାମଣି ଦେବୀ

ବୀରେନ ରାଉତରାୟ, ଜଗତସିଂହପୁର ନିବାସୀ ସ୍ୱାଧୀନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।

୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।

ସାହିତ୍ୟକୃତି

ନାଟକ

  • କସ୍ତୁରୀ ମୃଗ
  • ତୃଷ୍ଣା
  • ରାଣା ପ୍ରତାପ ସିଂହ
  • ଜାମୁକୋଳି ଗଛ
  • ଅଙ୍ଗ ରାଜା
  • ଭଙ୍ଗା ବେହେଲାର ସ୍ୱର

ପତ୍ରିକା

  • ନାଟ୍ୟଶ୍ରୀ

ଅଭିନିତ ଚଳଚ୍ଚିତ୍ର

ସମ୍ମାନ ଓ ପୁରସ୍କାର

  • ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚ୍ଚିତ୍ର ପାଇଁ)
  • ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ
  • ରୋଟାରି ଆୱର୍ଡ
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ( କସ୍ତୁରୀ ମୃଗ) - ୧୯୬୯

ଆଧାର

ଅଧିକ ତଥ୍ୟ

Tags:

ବୀରେନ ରାଉତରାୟ ସାହିତ୍ୟକୃତିବୀରେନ ରାଉତରାୟ ଅଭିନିତ ଚଳଚ୍ଚିତ୍ରବୀରେନ ରାଉତରାୟ ସମ୍ମାନ ଓ ପୁରସ୍କାରବୀରେନ ରାଉତରାୟ ଆଧାରବୀରେନ ରାଉତରାୟ ଅଧିକ ତଥ୍ୟବୀରେନ ରାଉତରାୟ

🔥 Trending searches on Wiki ଓଡ଼ିଆ:

୪ ଅଗଷ୍ଟଆଲଜିମର ରୋଗଜଗନମୋହ‌ନ ଲାଲ୧୪୦୭ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଶତପୁରା ରେଞ୍ଜଭିଏତନାମଚୁଡ଼ା୧୪୩୪ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଉତ୍ତର କୋରିଆକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗୋଲୋକ ବିହାରୀ ଧଳବିଲ୍ ଗେଟ୍ସ୍ପଣା ସଂକ୍ରାନ୍ତିଦଣ୍ଡ ନାଟଲକ୍ଷ୍ମୀକାନ୍ତ ମହାପାତ୍ରଭାରତଆଇସଲ୍ୟାଣ୍ଡକିଶୋରୀ ଚରଣ ଦାସରମଣ ମହର୍ଷିସୁରେନ୍ଦ୍ର ସିଂହ ଭୋଇସୋମନାଥଯୀଶୁରାଜେନ୍ଦ୍ର ନାରାୟଣ ସିଂହଦେଓକୋଣାର୍କ ସୂର୍ଯ୍ୟ ମନ୍ଦିରବିଶ୍ୱନାଥ କରମେଡ଼େଲିଭିଅମଶେୟାର ବଜାରଗଞ୍ଜାମ ଜିଲ୍ଲାପ୍ରଧାନ ପୃଷ୍ଠାଆଲବାନିଆଦ୍ରୌପଦୀ ମୁର୍ମୁଓଡ଼ିଆ ଲିପିଧର୍ମପଦପରଝିଅ ଘର ଭାଙ୍ଗେନାସଂସ୍କୃତଉଇକିପିଡ଼ିଆ ସମୂହର ତାଲିକାଲଳିତ ମାନସିଂହଭୁବନେଶ୍ୱର ବେହେରାଇଟାଲୀଅଶୋକ (ସମ୍ରାଟ)ପାଦର ଗଣ୍ଠିସୁଡୋଏଫେଡ୍ରିନଜୟ ଜଗନ୍ନାଥରାମାୟଣଗୋପାଳବଲ୍ଲଭ ଦାସସମୟ (କାଳ)ଇସାଭୁକୋନାଜୋନିଅମସେସିଲିଆ ପେଇନ-ଗାପୋସ୍ଚକିନନନ୍ଦ କିଶୋର ବଳଲସ ଏଞ୍ଜଲେସ ଲେକର୍ସଇରା ମହାନ୍ତିପୁଷ୍ପେନ୍ଦ୍ର ସିଂହ ଦେଓବିଜାଣ୍ଟିନୀୟ ସାମ୍ରାଜ୍ଯଭାରତୀୟ ଭୋଜନଇନଷ୍ଟାଗ୍ରାମଓଡ଼ିଶାର ଦୋଳଯାତ୍ରାକୋଷ୍ଠକାଠିନ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ ଭାଷା ଆନ୍ଦୋଳନଅଷ୍ଟ୍ରେଲିଆ (ମହାଦେଶ)୧୭୮୬ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନାରାୟଣ ସାହୁ୧୬୧୬୧୯ ମାର୍ଚ୍ଚଆଣ୍ଡୋରାଦାମୋଦର ରାଉତକଲିକତା🡆 More