ପ୍ରୀତିକା ରାଓ: ଭାରତୀୟ ଅଭିନେତ୍ରୀ

ପ୍ରୀତିକା ରାଓ ଜଣେ ଭାରତୀୟ ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ, ମଡେଲ, ଲେଖକ, ପ୍ରଚ୍ଛଦପଟ ଗାୟିକା । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ବେଇନ୍ତେହା ପାଇଁ ଲୋକପ୍ରିୟ ହୋଇଥିଲେ ।

ପ୍ରୀତିକା ରାଓ
ପ୍ରୀତିକା ରାଓ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ଅଭିନୀତ କଥାଚିତ୍ର
୨୦୧୫ରେ ପ୍ରୀତିକା
ଜନ୍ମ
ପ୍ରୀତିକା ରାଓ

ଜାତୀୟତାଭାରତୀୟ
ଶିକ୍ଷାସୋଫିଆ କଲେଜ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ପ୍ରଚ୍ଛଦପଟ ଗାୟିକା, ବ୍ଲଗ୍‌ର୍, ପତ୍ରକାର
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ଉଚ୍ଚତା୫ ଫୁଟ ୩ ଇଞ୍ଚ
ସମ୍ପର୍କୀୟଅମ୍ରିତା ରାଓ (sister)

ପ୍ରାରମ୍ଭିକ ଜୀବନ

ପ୍ରୀତିକାଙ୍କ ବାପାଙ୍କର ଏକ ବିଜ୍ଞାପନ ନିର୍ମାଣ ସଂସ୍ଥା ମୁମ୍ବାଇରେ ଅଛି । ସେ ଅଭିନେତ୍ରୀ ଅମ୍ରିତା ରାଓଙ୍କ ସାନ ଭଉଣୀ । ପ୍ରୀତିକା ସୋଫିଆ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଥିଲେ । ଏହିସ‌ହ ସେ ବିଜ୍ଞାପନ ଏବଂ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ ।

ଅଭିନୟ ଜୀବନ

ଜଣେ କିଶୋରୀ ମଡେଲ ଭାବରେ ପ୍ରୀତିକା କ୍ୟାଡାବରି ଡେରୀ ମିଲ୍କ ଚକୋଲେଟ୍‌ ପାଇଁ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ ସ‌ହ ଅଭିନୟ କରିଥିଲେ । ସେ ଜଣେ ମଡେଲ ଭାବରେ ଫୋର୍ଟି ପ୍ଲସ୍ ଏବଂ ପେପର କ୍ୟାମ୍ପେନ୍ ସ‌ହ କାର୍ଯ୍ୟ କରିଥିଲେ । ମଡେଲିଂରେ ସଫଳ ହେବା ପରେ ପ୍ରୀତିକା ସାମ୍ବାଦିକତାରେ କିଛି ଚଳଚ୍ଚିତ୍ର ନିର୍ମାଣ କରିବା ଆରମ୍ଭ କରିଥିଲେ । ସେ ଚେନ୍ନାଇ ଟାଇମ୍‌ସ୍, ମୁମ୍ବାଇ ମିରର୍, ବାଙ୍ଗାଲୋର ମିରର୍, ଇଣ୍ଡିଆନ ଫରମ୍‌ସ୍, ଡେକାନ କ୍ରୋନିକଲ୍ ଏବଂ ଏସିଆନ୍ ଏଜ୍ ଭଳି ସମ୍ବାଦପତ୍ର ପାଇଁ କାର୍ଯ୍ୟକରିଥିଲେ ।

ପ୍ରୀତିକା ତାଙ୍କର ପାଠପଢ଼ା ପାଇଁ ହିନ୍ଦୀ କଥାଚିତ୍ର ଜଗତରୁ ଅସିଥିବା ବଡ଼ ବଡ଼ ଚଳଚ୍ଚିତ୍ରର ସୁଯୋଗ ଛାଡ଼ିଥିଲେ । ତାଙ୍କୁ ଯାନେ ତୁ ୟା ଯାନେନା ଏବଂ ଆଶିକ୍ ୨ ଭଳି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଥିଲେ ।

ପ୍ରତୀକା ୨୦୧୧ରେ ତାମିଲ କଥାଚିତ୍ର ଚିକୁ ବକୁ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ମାତ୍ର ସେ ନିଉ ୟର୍କ ଫିଲ୍ମ ଆକାଡେମୀରେ ବ୍ରଡକାଷ୍ଟ ଜର୍ଣ୍ଣାଲିଜିମ୍‌ରେ ଡିପ୍ଲୋମା କରିବା ପାଇଁ ଦକ୍ଷିଣ ଭାରତୀୟ କଥାଚିତ୍ରରୁ ବିରାମ ନେଇଥିଲେ ।

୨୦୧୪ରେ ପ୍ରୀତିକା କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେଇନ୍ତେହା ଜରିଆରେ ଚଳଚ୍ଚିତ୍ର ଦୁନିଆରୁ ଦୂରଦର୍ଶନ ଜଗତରେ ପ୍ରବେଶ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ କଳାକର ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏଥି ସ‌ହ ସେ ଜୀ ଗୋଲ୍ଡ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।

ଅଭିନୀତ କଥାଚିତ୍ର

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ

  • ୨୦୦୬: ଝଲକ୍ ଦିଖ୍‌ଲା ଜା (ଅତିଥି)
  • ୨୦୧୩: ବିଗ୍ ବସ୍ ୭ (ଅତିଥି)
  • ୨୦୧୩: ବେଇନ୍ତେହା
  • ୨୦୧୪: ବକ୍ସ କ୍ରିକେଟ ଲିଗ୍

ଆଧାର

ଅଧିକ ତ‌ଥ୍ୟ

Tags:

ପ୍ରୀତିକା ରାଓ ପ୍ରାରମ୍ଭିକ ଜୀବନପ୍ରୀତିକା ରାଓ ଅଭିନୟ ଜୀବନପ୍ରୀତିକା ରାଓ ଅଭିନୀତ କଥାଚିତ୍ରପ୍ରୀତିକା ରାଓ ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମପ୍ରୀତିକା ରାଓ ଆଧାରପ୍ରୀତିକା ରାଓ ଅଧିକ ତ‌ଥ୍ୟପ୍ରୀତିକା ରାଓ

🔥 Trending searches on Wiki ଓଡ଼ିଆ:

ମନୋଜ ଦାସଯୌନ ସମ୍ଭୋଗଓଷାପ୍ରମିଳା ମଲ୍ଲିକଯକୃତକନ୍ନଗୀକୋଣାର୍କସୌର ଜଗତତାକଲାମାକାନ ମରୁଭୂମିହିଡ଼ିମ୍ବାନୂଆଖାଇକୋଇଲି ଚଉତିଶାଶାରଳା ପୁରସ୍କାର୨୩ ସେପ୍ଟେମ୍ବରପାର୍କିନ୍‌ସନ୍ ରୋଗଦଣ୍ଡ ନାଟକୁନ୍ତଳା କୁମାରୀ ସାବତଆଦି ଶଙ୍କରାଚାର୍ଯ୍ୟଭାରତଦୀପ୍ତିରେଖା ପାଢ଼ୀସରସ୍ୱତୀଶ୍ରୀନିବାସ ଉଦ୍‌ଗାତାମୂଷାକାନୀଲଡୁସ୍ୱାମୀ ନାରାୟଣଅଶ୍ୱିନୀ କୁମାର ଘୋଷରାମଶଙ୍କର ରାୟକୋଳି୧୮୯୦ପଞ୍ଚସଖାସୀତା ନବମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପଞ୍ଚାନନ ମିଶ୍ରଜ୍ୟୋତ୍ସ୍ନା ଦାସକାଳୀୟଦଳନ ବେଶରଘୁନାଥ ମୁର୍ମୁଅପସ୍ମାରକଳାମଣ୍ଡଳମ ରାଧିକାଛେନାଝିଲିମେଘମେଘନାଦ ପ୍ରାଚୀରଚାଖି ଖୁଣ୍ଟିଆମହୁମାଛିଅଶୋକ (ସମ୍ରାଟ)କାଳୀଚରଣ ପଟ୍ଟନାୟକଓଡ଼ିଆ ଭ୍ରମଣ ସାହିତ୍ୟମନ୍ଦୋଦରୀଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ୩୦ ଅପ୍ରେଲଶ୍ରୀନିବାସ ରାମାନୁଜନପଞ୍ଜାବୀ ପୋଷାକଶିରିଡ଼ି ସାଇ ବାବାବେଣୀମାଧବ ପାଢ଼ୀସୁଖ ସଂସାରଦାଶରଥୀ ଜେନାତ୍ରିନାଥ ନାଏକପାରା୧୨ ଫେବୃଆରୀ୩ ଅପ୍ରେଲବୈଷ୍ଣବ ଚରଣ ସାମଲୟେଭାଡୁମହୁବରଗଛମଘା (ନକ୍ଷତ୍ର)୧୭୨୫ଓଡ଼ିଶାରେ କୋଭିଡ-୧୯ ମହାମାରୀଜଗନ୍ନାଥ ମନ୍ଦିରସିପ୍ରା ମଲ୍ଲିକଫାଶୀQR codeଯଶୋବନ୍ତ ଦାସପୂଜାନମିତା ଅଗ୍ରୱାଲ🡆 More