ନୀଳାଦ୍ରି ମହୋଦୟ

ନୀଳାଦ୍ରି ମହୋଦୟ ଏକ ପ୍ରାଚୀନ ପୌରାଣିକ ଗ୍ରନ୍ଥ । ଏହା ସଂସ୍କୃତ ଭାଷାରେ ଲିଖିତ ।

ଇତିହାସ

ନୀଳାଦ୍ରି ମହୋଦୟର ରଚନାକାଳ ନେଇ ଭିନ୍ନ ଭିନ୍ନ ମତ ଥିଲେ ହେଁ ଏହା ଅଷ୍ଟଦଶ ଶତାବ୍ଦୀର ଦ୍ୱୀତିୟାର୍ଦ୍ଧରେ ରଚନା ହୋଇଥିବାର ଇତିହାସରୁ ପ୍ରମାଣ ମିଳେ । ବର୍ତ୍ତମାନ ସୁଦ୍ଧା ଏହି ଗ୍ରନ୍ଥର ଉଲ୍ଲେଖ ଅନୁସାରେ ଶ୍ରୀମନ୍ଦିରର ବହୁତ ନୀତି ପରିଚାଳିତ । ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ନୀଳମତ ପୁରାଣକୁ ଶ୍ରୀମନ୍ଦିରର ବ୍ରାହ୍ମଣ ମହାଜନ ପୂଜାପଣ୍ଡା ଆଦି ବ୍ରାହ୍ମଣ ସେବକ ଓ ଦଇତାମାନେ ବହୁଳ ଭାବରେ ମାନ୍ୟତା ଦେଇଥାନ୍ତି । ନୀଳାଦ୍ରି ମହୋଦୟର ରଚୟିତାଙ୍କ ସମ୍ବନ୍ଧରେ ଯାହା ଅନୁମାନ କରାଯାଏ, ତାହା ହେଉଛି କୌଣସି ବ୍ରାହ୍ମଣ ସେବାୟତ ଅର୍ଥାତ୍ ପୂଜାପଣ୍ଡା, ପତି ମହାପାତ୍ର ମୁଦିରଥ ବା ଅନୁରୂପ କୌଣସି ପୁରାତନ ବ୍ରାହ୍ମଣ ସେବକଙ୍କଦ୍ୱାରା ଏହା ଲିଖିତ । ଏହି ପୁସ୍ତକରେ ବିଦ୍ୟାପତି ଓ ତାଙ୍କର ବଂଶଧର ସେବକଙ୍କର ବିଷୟରେ ବହୁଳ ଉଲ୍ଲେଖ ରହିଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରାୟଗଡ଼ା ରେଳ ଷ୍ଟେସନ୧୪ ଅପ୍ରେଲକୃଷ୍ଣସୁଭାଷ ଚନ୍ଦ୍ର ବୋଷଚିଲିକା ହ୍ରଦଉପେନ୍ଦ୍ର ଭଞ୍ଜଗୋଲୋକ ବିହାରୀ ଧଳଟାଟା ମୋଟରସରଥଯାତ୍ରାବି. ଆର. ଆମ୍ବେଦକରରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଅନନ୍ତ ପଟ୍ଟନାୟକପୂଜା (ଉପାସନା)ଶଶି ଭୂଷଣ ରଥପରମାନନ୍ଦ ଆଚାର୍ଯ୍ୟଭାରତର ରାଷ୍ଟ୍ରପତିଭଗବତୀ ଚରଣ ପାଣିଗ୍ରାହୀପଠାଣି ସାମନ୍ତକୋଣାର୍କ ସୂର୍ଯ୍ୟ ମନ୍ଦିର୧ ମାର୍ଚ୍ଚଗିରିଧର ଗମାଙ୍ଗସାରଳା ମନ୍ଦିରସୀତାକାନ୍ତ ମହାପାତ୍ରରାମକୃଷ୍ଣ ପରମହଂସଲକ୍ଷ୍ମୀନାରାୟଣ ସାହୁଫକୀର ମୋହନ ସେନାପତିମନୋଜ ଦାସଛତିଶଗଡ଼ଯାଜପୁରତୃପ୍ତି ଦାସଇରା ମହାନ୍ତିଓଡ଼ିଆ ଲିପିପଦାର୍ଥଅଭିମନ୍ୟୁ ସାମନ୍ତସିଂହାରବର୍ଷା ପ୍ରିୟଦର୍ଶିନୀକରଞ୍ଜ୨୧ ମାର୍ଚ୍ଚହନୁମାନ ଚାଳିଶାବିଜ୍ଞାନଦୁର୍ଗାଷ୍ଟମୀଜଳ ପ୍ରଦୂଷଣଓଡ଼ିଆ ଖାଦ୍ୟବାଞ୍ଛାନିଧି ମହାନ୍ତି୬୧୬ଭାଷାପ୍ରଥମ ବିଶ୍ୱଯୁଦ୍ଧଦୀନକୃଷ୍ଣ ଦାସ୧୯୯୯ ଓଡ଼ିଶା ମହାବାତ୍ୟାwiki.phtmlସଚ୍ଚିଦାନନ୍ଦ ରାଉତରାୟପ୍ରଧାନ ପୃଷ୍ଠାଓଡ଼ିଶାରାଖାଲ ମହାନ୍ତିଚଇତି ଘୋଡ଼ା ନାଚହରପ୍ରସାଦ ଦାସଭରତ (ରାମାୟଣ)ଅନ୍ନପୂର୍ଣ୍ଣା ମହାରଣାଧୃତରାଷ୍ଟ୍ର (ମହାଭାରତ)ବରଗଛସହଦେବ (ମହାଭାରତ)ସୁନାବେଶମନୋରଞ୍ଜନ ଦାସ୨୭ ଅପ୍ରେଲରାଶି ଓ ନକ୍ଷତ୍ରଯୋଗଭି. କାର୍ତ୍ତିକେୟ ପାଣ୍ଡିଆନଓଡ଼ିଆ କାବ୍ୟ କବିତା🡆 More