ନାଫାଜୋଲିନ

ନାଫାଜୋଲିନ ହେଉଛି ଏକ ଔଷଧ ଯାହା ସାମାନ୍ୟ ବିରକ୍ତ ହେତୁ ବନ୍ଦ ନାକ କିମ୍ବା ଲାଲ ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକ ନାକ ସ୍ପ୍ରେ ବା ଆଖି ବୁନ୍ଦା ଆକାରରେ ଉପଲବ୍ଧ ହୁଏ ।

ନାଫାଜୋଲିନ
ନାଫାଜୋଲିନ
ନାଫାଜୋଲିନ
Clinical data
Trade namesNaphcon-a, Clear Eyes Red Relief, Visine A, others
AHFS/Drugs.commonograph
Routes of
administration
Nasal spray, eye drops
Legal status
Legal status
  • otc
Identifiers
IUPAC name
  • 2-(naphthalen-1-ylmethyl)-4,5-dihydro-1H-imidazole
ECHA InfoCard100.011.492 Edit this at Wikidata
Chemical and physical data
FormulaC14H14N2
Molar mass210.274
3D model (JSmol)
SMILES
  • N\1=C(\NCC/1)Cc2cccc3c2cccc3
InChI
  • InChI=1S/C14H14N2/c1-2-7-13-11(4-1)5-3-6-12(13)10-14-15-8-9-16-14/h1-7H,8-10H2,(H,15,16) checkY
  • Key:CNIIGCLFLJGOGP-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝାପ୍‌ସା ଦୃଷ୍ଟି ଓ ଫୋଡ଼ି ହେବା ଭଳି ଅନୁଭବ ହୁଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାରମ୍ବାର ବନ୍ଦ ନାକ ହେବା, ମୁଣ୍ଡ ବିନ୍ଧା, ଦୃତ ହୃଦ୍‌ଗତି ଓ ଧୈର୍ଯ୍ୟହୀନ ହୁଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ଅସ୍ପଷ୍ଟ ଅଛି । ଏହା ଆଲଫା ଆଡ୍ରେନର୍ଜିକ ରିସେପ୍ଟରକୁ ସକ୍ରିୟ କରିବାଦ୍ୱାରା କ୍ଷୁଦ୍ର ରକ୍ତନଳୀମାନ ସରୁ ହୋଇଯାଇ କାର୍ଯ୍ୟକ୍ଷମ ହୁଅନ୍ତି ।

୧୯୩୪ ମସିହାରେ ନାଫାଜୋଲିନ ପେଟେଣ୍ଟ ହୋଇଥିଲା ଏବଂ ୧୯୪୨ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ଆରମ୍ଭ ହୋଇଥିଲା । ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୧୫ ମିଲି ଲିଟର ଔଷଧର ମୂଲ୍ୟ ପ୍ରାୟ ୧୪ ଡଲାର ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଭଗବତୀ ଚରଣ ପାଣିଗ୍ରାହୀଇନ୍ଦିରା ଗାନ୍ଧୀମାଟିର ମଣିଷଯାଜପୁର ଜିଲ୍ଲାକୋଚିଲାଛାନ୍ଦମେହମୁଦ ହୁସେନଉଇକିପିଡ଼ିଆ ସମୂହର ତାଲିକାପ୍ରଥମ ଭାସ୍କରଓଡ଼ିଶାଡାକ ମୁନସୀ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନବିନୋଦ ଚନ୍ଦ୍ର ନାୟକରକ୍ତକବିସୂର୍ଯ୍ୟ ବଳଦେବ ରଥନଅତୁଣ୍ଡୀଓଡ଼ିଶୀ ସଙ୍ଗୀତଭାରତର ସଂସଦପୁରୀଧରିତ୍ରୀ (ଖବରକାଗଜ)କୁନ୍ତଳା କୁମାରୀ ସାବତକାଳୀଚରଣ ପଟ୍ଟନାୟକଉଇକିଅଭିଧାନଜଗନ୍ନାଥ ଦାସପଥ ଓ ପୃଥିବୀକୃଷ୍ଣପ୍ରଗତିବାଦୀଭାରତୀୟ ସଂଖ୍ୟା ପ୍ରଣାଳିଟୁକୁନି ସାହୁବଡ଼ ଏରାପୁନମ ମିଶ୍ରତ୍ରିପୁରା ମିଶ୍ରହନୁମାନ ଚାଳିଶାଆଜାଦ ହିନ୍ଦ୍ ଫୌଜଜଗନମୋହ‌ନ ଲାଲଲୋକ ସଭାରୋହିତ ଶର୍ମାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଉଦ୍ଭିଦପ୍ରଦୀପ କୁମାର ପାଣିଗ୍ରାହୀଟୋକିଓଓଡ଼ିଶାର ଭୂଗୋଳନଇ ଆରପାରିବିଭୂତି ପଟ୍ଟନାୟକଆଚାର୍ଯ୍ୟ ହରିହରରାମମାଲେସିଆମୌଳିକ ସଂଖ୍ୟାଇରା ମହାନ୍ତିଛବିଳ ମଧୁ ବର୍ଣ୍ଣବୋଧମେସିନ ଲର୍ଣ୍ଣିଙ୍ଗ୍ପୁଷ୍ଟିସାରସମ୍ବଲପୁର ଜିଲ୍ଲାକବାଟଆମ୍ବ୦ (ସଂଖ୍ୟା)ମନୋଜ ଦାସଙ୍କ କଥା ଓ କାହାଣୀନନ୍ଦିନୀ ଶତପଥୀବର୍ଷାଜଗନ୍ନାଥଙ୍କ ଧୂପରାଜ ଯୋଗପ୍ରତାପରୁଦ୍ର ଦେବ୧୯୮୪ଶେର ଶାହ ସୁରୀବିଶ୍ୱ ଏଡ୍‌ସ ଦିବସଅଷ୍ଟ୍ରିଆଲାଟିନ ଭାଷାଅଶ୍ରୁମୋଚନ ମହାନ୍ତିଏଣ୍ଡୋମେଟ୍ରିଓସିସସାରଳା ଦାସ🡆 More