ନର୍ଗିସ ଅଖତାର: ବଙ୍ଗଳାଦେଶୀ ଅଭିନେତ୍ରୀ

ହୋସ୍‌ନେ ଅରା (ଅଭିନୟ ଜଗତରେ ସେ ନର୍ଗିସ ଅଖତାର ଭାବରେ ଜଣାଶୁଣା) ଜଣେ ବାଂଲାଦେଶୀ ଅଭିନେତ୍ରୀ । ସେ ୨୦୧୯ ମସିହାରେ ମାୟା: ଦ ଲଷ୍ଟ ମଦର୍ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।

ନର୍ସିସ ଅଖତାର
নারগিস আক্তার
ଜନ୍ମ
ହୋସ୍‌ନେ ଅରା
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସମ୍ପର୍କୀୟ

ପୃଷ୍ଠଭୂମି

ନର୍ଗିସ ବଙ୍ଗଳାଦେଶୀ ଅଭିନେତ୍ରୀ ଅନ୍ୱରା ବେଗମଙ୍କ ଭଉଣୀ । ତାଙ୍କର ଆଉ ଜଣେ ଭଉଣୀ ଶ୍ୟାମସୁନହାର ଏବଂ ତାଙ୍କର ଜଣେ ଭାଇ ଥିଲେ ହୁମାୟୁନ କବୀର, ଯିଏକି ୨୦୨୦ ମସିହାରେ ମୃତ୍ୟୁବରଣ କରିଥିଲେ । ସେ ତାଙ୍କର ପ୍ରଥମ ଥିଏଟର ନାଟକ କୁଆଶର କନ୍ନାରେ ଅଭିନୟ କରିଥିଲେ । ୧୯୭୩ ମସିହାରେ, ସେ ଖାନ ଆତୁର ରହମାନଙ୍କ ପ୍ରଯୋଜିତ କଥାଚିତ୍ର ଜୋରେର ପାଖୀରେ ଅଭିନୟ ଆରମ୍ଭ କରିବାବେଳେ ତାଙ୍କ ନାମ ପରିବର୍ତ୍ତନ କରି ନର୍ଗିସ ରଖିଥିଲେ ।

ଅଭିନୟ ଜୀବନ

ସେ ଅବଦାନ, ଗୁନାଃଗର, ଚମ୍ପା ଚାମେଲି, ଭାଇ ଆମାର ଭାଇ, ଅଦାଲତ, ନୋଲୋକ, ଫକିର ମଜନୁ ଶାହା, ରଙ୍ଗ ବେରଙ୍ଗ, ସରେଙ୍ଗ ବୋଉ, ମାୟାର ବନ୍ଧନ ଏବଂ ରାମର ସୁମୋତି ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ସେ ଆୟନା, ହିରାମନ୍ ଏବଂ ବୋଉ କଥା କୋଉ ଭଳି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ଆଧାର

ବାହାର ଆଧାର

Tags:

ନର୍ଗିସ ଅଖତାର ପୃଷ୍ଠଭୂମିନର୍ଗିସ ଅଖତାର ଅଭିନୟ ଜୀବନନର୍ଗିସ ଅଖତାର ଆଧାରନର୍ଗିସ ଅଖତାର ବାହାର ଆଧାରନର୍ଗିସ ଅଖତାର

🔥 Trending searches on Wiki ଓଡ଼ିଆ:

ରାସେଶ୍ୱରୀ ପାଣିଗ୍ରାହୀସୁଭାଷ ଚନ୍ଦ୍ର ବୋଷଯକ୍ଷ୍ମାଭାରତୀୟ ଜାତୀୟ କଂଗ୍ରେସବି. ଆର. ଆମ୍ବେଦକରସରସ୍ୱତୀ ସମ୍ମାନତରଳ ଝାଡ଼ାବିଶ୍ୱନାଥ କରଜନ ଗଣ ମନଓଡ଼ିଶୀବଳରାମ ଦାସସୌଭାଗ୍ୟ କୁମାର ମିଶ୍ରଅନ୍ନପୂର୍ଣ୍ଣା ମହାରଣାବବୃବାହନ (ମହାଭାରତ)ତୁଷାରକାନ୍ତି ବେହେରାଶିଶୁ ଅନନ୍ତ ଦାସକଟକ ଜିଲ୍ଲାଓଡ଼ିଆ ଭାଗବତଲକ୍ଷ୍ମୀକାନ୍ତ ମହାପାତ୍ରଶ୍ରୀନିବାସ ରାମାନୁଜନମିନତି ମିଶ୍ରୟୁ ଟ୍ୟୁବରୋମୀୟ ସାମ୍ରାଜ୍ୟସରଳା ଦେବୀରାଧାନାଥ ରାୟବିଶ୍ୱ ଏଡ୍‌ସ ଦିବସଏମିତି ଭାଇ ଜଗତେ ନାହିଁଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅମୃତ ଫଳଗୋପାଳ ଛୋଟରାୟଓଡ଼ିଶାର ଲୋକନୃତ୍ୟଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବିଭୂତି ପଟ୍ଟନାୟକଭାରତୀୟ ଜନତା ପାର୍ଟିଗାଈଉଇକିପିଡ଼ିଆମୁମ୍ବାଇଭାରତର ସଂସ୍କୃତିବଡ଼ଦିନଅହିଂସାରାଜନୀତି ବିଜ୍ଞାନମଧୁସୂଦନ ଦାସକିଶୋରୀ ଚରଣ ଦାସମାଣବସା ଗୁରୁବାରଧରଣୀଧର ଭୂୟାଁସହଦେବ (ମହାଭାରତ)ଆଶୁତୋଷ ପରିଡ଼ାହରପ୍ରସାଦ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାଖାଲ ମହାନ୍ତିଉପେନ୍ଦ୍ର ଭଞ୍ଜଓଡ଼ିଆ ଖାଦ୍ୟଦେବୀପ୍ରସନ୍ନ ପଟ୍ଟନାୟକବୀରକିଶୋର ଦାସଋଷିଆକାଟୁଲୁ ରବି କୁମାରମାର୍କଣ୍ଡ ଦାସହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାମସ୍କୋଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଧର୍ମଗଡ଼ଦାସକାଠିଆବୁଧବାର🡆 More