ନମତରା ଗୁଳିକାଣ୍ଡ

୨୦୧୫ ମସିହା ମାର୍ଚ୍ଚ ୮ ତାରିଖରେ ଏକ ମଦ ଦୋକାନ ବନ୍ଦ କରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ନମତରା ଗ୍ରାମରେ ପ୍ରଶାସନ ସାଧାରଣ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା । ପୁଲିସିର ଗୁଳି ଚଳାଇବା ଫଳରେ ୮ ଜଣ ଆହତ ହୋଇଥିଲେ ।

ଘଟଣାକ୍ରମ

ପୁଲିସ ଗାଁ, ସାହି ଓ ଘର ଭିତରେ ପ୍ରବେଶ କରି ବର୍ବର ଭାବେ ଗୁଳିଚାଳନା ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଗୁଳିକାଣ୍ଡରେ ୮ଜଣ ଆହତ ହୋଇଥିଲେ । ଗୁଳିକାଣ୍ଡରେ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲରେ ମାସାଧିକ କାଳ ଚିକିତ୍ସିତ ହେବା ପରେ କେତେକଙ୍କ ଶରୀରରୁ ଗୁଳି ବାହାରିଲା ସତ ମାତ୍ର ବହୁଦିନ ପର୍ଯ୍ୟନ୍ତ ସେମାନେ ଯନ୍ତ୍ରଣା ଭୋଗ କରିଥିଲେ ।

ସରକାରୀ ଘୋଷଣା

ଯେଉଁମାନଙ୍କର ଗୁଳି ବାହାରି ନାହିଁ ସେମାନେ ଏକ ପ୍ରକାର ଅପାଙ୍ଗ ହୋଇପଡ଼ିଥିଲେ । ସରକାର ଆହତଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଘଟଣାର ୭ମାସ ପରେ ମଧ୍ୟ ଆହତଙ୍କୁ ସହାୟତା ମିଳିପାରିନଥିଲା । ଏଥିପାଇଁ ସରକାର ଆରଡିସିସ୍ତରୀୟ ତଦନ୍ତ ଦେଇଥିଲେ ।

ଦାବୀ

ଏଥିପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତଥା ବିଭିନ୍ନ ସଂଗଠନ ପକ୍ଷରୁ ନମତରା ଘଟଣାକୁ ନେଇ ଆରଡିସିଙ୍କୁ ଦାବିପତ୍ରଦାନ କରାଯାଇଥିଲା । ନମତରାରେ ପୁଲିସର ଆକ୍ରୋଶମୂଳକ ଗିରଫଦାରୀ ବନ୍ଦ, ଗ୍ରାମବାସୀଙ୍କ ଉପରେ ପୁଲିସ ରୁଜୁ କରିଥିବା ମିଥ୍ୟା ମକଦ୍ଧମାକୁ ନିଃସର୍ତ୍ତ ପâତ୍ୟାହାର, ପୁଲିସର ଅସାଧୁ ମେଣ୍ଟ ବନ୍ଦ, ଆହତ ଓ କ୍ଷତିଗ୍ରସ୍ତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ, ତତ୍କାଳୀନ ଏସ୍‍ପିଙ୍କୁ ଗିରଫ କରିବା ପ୍ରଭୁଭୃତି ଦାବି କରାଯାଇଥିଲା । ଉକ୍ରଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ, ପ୍ରୋଜେକ୍ଟ ସ୍ୱରାଜ, ପ୍ରୋଗ୍ରେସିଭ ଲୟର୍ସ ଆସୋସିଏସନ, ଉତ୍କଳମଣି ସେବା ସଂଘ, ଆମ୍ବେଦକର ମହିଳା ମହାସଂଘ, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧି, ଉକ୍ରଳ ଗାନ୍ଧି ସ୍ମାରକ ନିଧି ପ୍ରଭୃତି ସଙ୍ଗଠନ ଏହାକୁ ବିରୋଧ କରିଥିଲେ ।

ଫଳାଫଳ

ଆରଡିସିସ୍ତରୀୟ ତଦନ୍ତ ଚାଲୁ ରହି କୌଣସି ନିସ୍କର୍ଷ ବାହାରି ପାରି ନଥିଲା ।

ଆଧାର

Tags:

ନମତରା ଗୁଳିକାଣ୍ଡ ଘଟଣାକ୍ରମନମତରା ଗୁଳିକାଣ୍ଡ ସରକାରୀ ଘୋଷଣାନମତରା ଗୁଳିକାଣ୍ଡ ଦାବୀନମତରା ଗୁଳିକାଣ୍ଡ ଫଳାଫଳନମତରା ଗୁଳିକାଣ୍ଡ ଆଧାରନମତରା ଗୁଳିକାଣ୍ଡକେନ୍ଦ୍ରାପଡ଼ା

🔥 Trending searches on Wiki ଓଡ଼ିଆ:

ଉପେନ୍ଦ୍ର ଭଞ୍ଜଦୀନକୃଷ୍ଣ ଦାସଓଡ଼ିଆ ଭାଷା୨୬ ଅପ୍ରେଲସମୀର ରଞ୍ଜନ ଦାଶବୈଷ୍ଣବ ଚରଣ ସାମଲଶ୍ରାଦ୍ଧଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଖୁମାଁ ପୀତାମ୍ବର ମନ୍ଦିରଗୋପାଳ ଚନ୍ଦ୍ର ପ୍ରହରାଜନେମାଳରାଣୀ ଲକ୍ଷ୍ମୀବାଈଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭାରତର ସଂସ୍କୃତିମାଛତୃପ୍ତି ଦାସଉତ୍କଳ ଦୀପିକାବିରଜା ମନ୍ଦିରଭୀମ ଭୋଇମୋନିକା ସେଲ୍ସଭଦଭଦଳିଆପଖାଳଚିଲିକା (ବହୁବିକଳ୍ପ)ଅର୍ଥଶାସ୍ତ୍ରହନୁମାନ ବାଟିକାସମୟ (କାଳ)ଭଦ୍ରକ ଜିଲ୍ଲାହରିପ୍ରସାଦ ଚୌରାଶିଆହୃତ୍‌ପିଣ୍ଡଜୟଦେବମନୋଜ କୁମାର ମିଶ୍ରଓଡ଼ିଆ କଥାଚିତ୍ର ଜଗତମାଲେସିଆଭାରତୀୟ ମହାକାଶ ଗବେଷଣା ସଂସ୍ଥାସବ୍ୟସାଚୀ ମିଶ୍ରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟୋକିଓଓଡ଼ିଶା ସରକାରଆଜାଦ ହିନ୍ଦ୍ ଫୌଜଲକ୍ଷ୍ମୀ ପୁରାଣହାଡ଼ଫୁଟିଗଣ୍ଡାଅଭିମନ୍ୟୁ ସାମନ୍ତସିଂହାରଲସିc3bn4ପ୍ରସନ୍ନ କୁମାର ପଣ୍ଡାଜ୍ୟୋତିର୍ଲିଙ୍ଗଆପେଣ୍ଡିସାଇଟିସଉତ୍କଳ ଦିବସଆଣ୍ଡାମାନ ସାଗରନେପଚୁନଗୋପୀନାଥ ମହାନ୍ତିଯଦୁମଣି ମହାପାତ୍ର୨୪ ଅପ୍ରେଲଜୟ ଜଗନ୍ନାଥଓଡ଼ିଶାର ମାପ ବ୍ୟବସ୍ଥାଓଡ଼ିଶାସାରଥୀ ବାବାସ୍ତୁତି ଚିନ୍ତାମଣିନବଗୁଞ୍ଜରଭାଷାକୁନ୍ତଳା କୁମାରୀ ସାବତଉତ୍କଳ ସଙ୍ଗୀତ ମହାବିଦ୍ୟାଳୟବିରାଟ କୋହଲୀଗଡ଼ଜାତ କୃଷକଅଚ୍ୟୁତ ନାୟକଓଡ଼ିଆ ଭାଷା ଆନ୍ଦୋଳନତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରକାଶୀ ବିଶ୍ୱନାଥ ମନ୍ଦିରନାରାୟଣ ସାହୁଅଷ୍ଟ୍ରେଲିଆ🡆 More