ନଫିସା ଜାହାଁ ଆଞ୍ଚଲ: ବଙ୍ଗଳାଦେଶୀ ଅଭିନେତ୍ରୀ

ହସନା ହେନା ଆଖୀ ଆଞ୍ଚଲ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ତାଙ୍କ ଷ୍ଟେଜ ନାମ ଆଞ୍ଚଲ (ବଙ୍ଗଳା: আচঁল) ଭାବରେ ଜଣାଶୁଣା । ସେ ମୁଖ୍ୟତଃ ବଙ୍ଗଳଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରନ୍ତି । ସେ ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଭୁଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ତାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଜୋତିଲ୍ ପ୍ରେମ ତାଙ୍କୁ ଅଭିନୟ ଜଗତରେ ସଫଳତା ଆଣିଦେଇଥିଲା ।

ଆଞ୍ଚଲ
ଜନ୍ମ
ହସନା ହେନା ଆଖୀ

(1992-08-26) ୨୬ ଅଗଷ୍ଟ ୧୯୯୨ (ବୟସ ୩୧)
ଖୁଲ୍‌ନା, ବାଂଲାଦେଶ
ଜାତୀୟତାନଫିସା ଜାହାଁ ଆଞ୍ଚଲ: ଅଭିନୀତ କଥାଚିତ୍ର, ଆଧାର, ବାହାର ଆଧାର ବଙ୍ଗଳାଦେଶୀ
ବୃତ୍ତିବାଂଲାଦେଶୀ ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ନିର୍ଦ୍ଦେଶକ ମନ୍ତବ୍ୟ
୨୦୧୧ ଭୁଲ୍ ଲକ୍ଷ୍ମୀ ରାଜୁ ଅହମ୍ମଦ ପ୍ରଥମ କଥାଚିତ୍ର
ବୈଲେ ରୋଡ୍ ଆଞ୍ଚଲ ମସୁଦ କଏନାତ
୨୦୧୨ ଭାଲୋବାଶର ରଙ୍ଗଧାନୁ
୨୦୧୩ ଜୋତିଲ ପ୍ରେମ ରୁମ୍‌କି ଶାହିନ୍- ସୁମନ୍ ୧୭ ମଇ ୨୦୧୩ରେ ମୁକ୍ତିଲାଭ କରିଥିଲା
ପ୍ରେମ ପ୍ରେମ ପାଗଳାମୀ ସିମି ଶାଫି ଉଦ୍ଦିନ ଶାଫି ୨୧ ଜୁନ୍ ୨୦୧୩ରେ ମୁକ୍ତିଲାଭ କରିଥିଲା
କି ପ୍ରେମ ଦେଖାଇଲା ନୀଲା ଶାହା ମହମ୍ମଦ ସଂଗ୍ରାମ ୧୫ ଅକ୍ଟୋବର ୨୦୧୩ରେ ମୁକ୍ତିଲାଭ କରିଥିଲା
୨୦୧୪ ଫାଣ୍ଡ: ଦ ଟ୍ରାପ୍ ନୋଭା ଶାଫି ଉଦ୍ଦିନ ଶାଫି ୩୦ ମଇ ୨୦୧୪ରେ ମୁକ୍ତିଲାଭ କରିଥିଲା
କିସ୍ତିମାତ୍ ପିୟା ଆଶିକୁର ରହମାନ
ଶୋପ୍ନୋ ଯେ ତୁଇ ଜେରୀ ମୋନିରୁଲ ଇସଲାମ ସୋହେଲ
ପ୍ରେମ ମନେଇ କଷ୍ଟ -
୨୦୧୫ ଅଜବ ପ୍ରେମ ୱାଜେଦ୍ ଅଲ୍ଲୀ ସୁମନ
ବୋଝେନା ସେ ବୋଝେନା ମୋଣ୍ଟାଜୁର ରହମାନ ଆକବର
ହ୍ରିଦୟ ଦୋଲନ ପ୍ରେମ ଅବୁଲ କଲାମ ଆଜାଦ
ଗୁଣ୍ଡା: ଦ ଟେରରିଷ୍ଟ ତ୍ରିଶ୍ନା ଇସ୍ପାହାନି ଆରିଫ୍ ଜାହାଁ
ଏପାର୍ ଓପର୍ ପଦ୍ମା ଦିଲ୍‌ବର ଜାହାଁ ଝଣ୍ଟୁ
୨୦୧୬ ଆରାଲ ଶାହିଦ୍ ଚୌଧୁରୀ
ମେଣ୍ଟାଲ ଆଖୋଲ / ମେହେରୁବା ସିଦ୍ଦିକି | ଶାମିମ ଅହମ୍ମଦ ରୋନି
୨୦୧୭ ସୁଲତାନା ବିବିଆନା ହିମେଲ ଆଶ୍ରଫ
୨୦୧୯ ଦାଗ୍ ହ୍ରିଦୋୟେ ନାବିଲା | ତାରେକ ଶିକଦେର୍
୨୦୨୨ ମାଫିଆ: ପାର୍ଟ ୦୧ ତୌହିଦ୍ ହୁସେନ୍ ଚୌଧୁରୀ
ରାଗି ମିଜାନୁର ରହମାନ ମିଜାନ୍

ୱେବ୍ ସିରିଜ୍

ବର୍ଷ ସିରିଜ୍ ବର୍ଣ୍ଣ ନିର୍ଦ୍ଦେଶକ ମନ୍ତବ୍ୟ
୨୦୧୮ ଇନ୍ଦୁବାଳା ଅନୋନ୍ନ ମାମୁନ
୨୦୨୦ ଧୋକା ଅନୋନ୍ନ ମାମୁନ
ଜର୍ଣ୍ଣି ଅନୋନ୍ନ ମାମୁନ

ଆଧାର

ବାହାର ଆଧାର

Tags:

ନଫିସା ଜାହାଁ ଆଞ୍ଚଲ ଅଭିନୀତ କଥାଚିତ୍ରନଫିସା ଜାହାଁ ଆଞ୍ଚଲ ଆଧାରନଫିସା ଜାହାଁ ଆଞ୍ଚଲ ବାହାର ଆଧାରନଫିସା ଜାହାଁ ଆଞ୍ଚଲବଙ୍ଗଳା ଭାଷା

🔥 Trending searches on Wiki ଓଡ଼ିଆ:

ଟ୍ରାପିଜିଅମଜଗନ୍ନାଥତାରିଣୀ ମନ୍ଦିର, ଘଟଗାଁ୩୦ ଅପ୍ରେଲପଖାଳପ୍ରଯୁକ୍ତି ବିଦ୍ୟାଅନନ୍ତ ପଟ୍ଟନାୟକରାସାୟନିକ ମୌଳିକକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ସମ୍ବିଧାନକୁଞ୍ଜବିହାରୀ ଦାଶମୁକ୍ତିକାନ୍ତ ମଣ୍ଡଳଅଖିଳ ମୋହନ ପଟ୍ଟନାୟକପ୍ରାଣବନ୍ଧୁ କରଶଙ୍କରାଚାର୍ଯ୍ୟନବକଳେବରସ୍ୱର ବର୍ଣ୍ଣବଳରାମ ଦାସସତ୍ୟବାଦୀ ବନ ବିଦ୍ୟାଳୟଜର୍ମାନୀଦଗ୍ଧଓଡ଼ିଆ ଉଇକିପିଡ଼ିଆଶତ୍ରୁଘ୍ନ ପାଣ୍ଡବମାର୍ଚ୍ଚ୧୮ ଅକ୍ଟୋବରପିଙ୍କି ପ୍ରଧାନଜଣ୍ଡିସ୍ଏମିସ ଲୋକବିଶ୍ୱତାପନନାରୀବାଦବିଜ୍ଞାନଫସ୍‌ଫରସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜନ୍ମ ନିରୋଧଜୟୀରାମ ସାମଲଲିଙ୍ଗରାଜ ମନ୍ଦିରଓଡ଼ିଆ କାବ୍ୟ କବିତାଦ୍ଵାରକାଧୀଶ ମନ୍ଦିରସୁଭାଷ ଚନ୍ଦ୍ର ବୋଷଜଗନ୍ନାଥ ମନ୍ଦିରମାଟିର ମଣିଷଭଦ୍ରକପଞ୍ଚସଖାରଥଗାଲୁଆଅକ୍ଷୟ ତୃତୀୟାଇଣ୍ଟରନେଟସୂର୍ଯ୍ୟବଂଶୀ ସୂରଜନୟାଗଡ଼ ଜିଲ୍ଲାଫାଇଲେରିଆରାଣୀ ଲକ୍ଷ୍ମୀବାଈଭୀମ ଭୋଇନିର୍ମଳା (ଉପନ୍ୟାସ)ପ୍ରଥମ ଭାସ୍କରବଉଳଓଡ଼ିଶାର ଇତିହାସକଟକକୋଳିଉଦ୍ଭିଦ ବିଜ୍ଞାନଶ୍ରୀନିବାସ ରାମାନୁଜନଜାହାଙ୍ଗୀରଦାମୋଦର ରାଉତଗୁରୁ ପ୍ରସାଦ ମହାନ୍ତିହମିଦା ବାନୁ ବେଗମଚୁଡ଼ାc3bn4ମହାପାତ୍ର ନୀଳମଣି ସାହୁବିଶ୍ୱ ମ୍ୟାଲେରିଆ ଦିବସ🡆 More