ନଟବର ପ୍ରଧାନ: ଓଡ଼ିଆ ରାଜନୀତିଜ୍ଞ

ନଟବର ପ୍ରଧାନ (୮ ମଇ ୧୯୨୨ - ୨୧ ସେପ୍ଟେମ୍ବର ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନଟବର ପ୍ରଧାନ
ନଟବର ପ୍ରଧାନ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟ
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୦
ପୂର୍ବ ଅଧିକାରୀହିମାଂଶୁ ଶେଖର ପାଢ଼ୀ
ପର ଅଧିକାରୀହିମାଂଶୁ ଶେଖର ପାଢ଼ୀ
ନିର୍ବାଚନ ମଣ୍ଡଳୀବୌଦ୍ଧ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-05-08)୮ ମଇ ୧୯୨୨
ମୃତ୍ୟୁ୨୧ ସେପ୍ଟେମ୍ବର ୧୯୮୩(1983-09-21) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଗିରୀଶ କୁମାରୀ ପ୍ରଧାନ
ବାପା/ବୋଉକେ. ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ନଟବର ପ୍ରଧାନ ୧୯୨୨ ମସିହାର ମଇ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେ. ପ୍ରଧାନ ଓ ପତ୍ନୀଙ୍କ ନାମ ଗିରୀଶ କୁମାରୀ ପ୍ରଧାନ ।

ରାଜନୈତିକ ଜୀବନ

ନଟବର ପ୍ରଧାନ ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧ ମସିହାରୁ ୧୯୮୦ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାର ଭିନ୍ନ ଭିନ୍ନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ବୌଦ୍ଧ ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ବୌଦ୍ଧ ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବୌଦ୍ଧ ଜନତା ପାର୍ଟି

ମୃତ୍ୟ

ନଟବର ପ୍ରଧାନ ୧୯୮୩ ମସିହାର ସେପ୍ଟେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ନଟବର ପ୍ରଧାନ ଜନ୍ମ, ପରିବାର ଓ ଶିକ୍ଷାନଟବର ପ୍ରଧାନ ରାଜନୈତିକ ଜୀବନନଟବର ପ୍ରଧାନ ମୃତ୍ୟନଟବର ପ୍ରଧାନ ଆଧାରନଟବର ପ୍ରଧାନଓଡ଼ିଆ ଲୋକଓଡ଼ିଶା ବିଧାନ ସଭାବୌଦ୍ଧ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଚିଲିକା ହ୍ରଦଚଇତି ଘୋଡ଼ା ନାଚଜହ୍ନଶ୍ରୀରାଧାଜୟଦେବଆପେଣ୍ଡିସାଇଟିସୟୁରୋପଦୀପା ସାହୁ (୧୯୮୫ ଜନ୍ମ)ଗିରିଜା କୁମାର ବଳୀୟାରସିଂହପ୍ରତୀକ୍ଷାଶତ୍ରୁଘ୍ନ ପାଣ୍ଡବସୌରୀନ୍ଦ୍ର ବାରିକଫାଇଲେରିଆସରୋଜିନୀ ସାହୁଓଡ଼ିଶୀ ସଙ୍ଗୀତହନୁମାନ ବାଟିକା୨୪ ଅପ୍ରେଲଦାସକାଠିଆଏଣ୍ଡୋମେଟ୍ରିଓସିସମସ୍କୋମହାପାତ୍ର ନୀଳମଣି ସାହୁଉପେନ୍ଦ୍ର ଭଞ୍ଜସାମାଜିକ ଆନ୍ଦୋଳନଚିକୁନ‌ଗୁନିଆମଟର ସାଇକେଲନୟାଗଡ଼ ଜିଲ୍ଲାହୃଷୀକେଶ ପଣ୍ଡାଅଗ୍ନ୍ୟାଶୟ ଅକ୍ଷମତାପୁରୀ ଜିଲ୍ଲାରାଜନୀତି ବିଜ୍ଞାନଫୋସିନୋପ୍ରିଲବିଶ୍ୱ ମ୍ୟାଲେରିଆ ଦିବସwiki.phtmlବିରଳା ମନ୍ଦିର, ହାଇଦ୍ରାବାଦଜିମି ୱେଲ୍ସବ୍ରାହ୍ମ ସମାଜକଟକ ଜିଲ୍ଲାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବିରିୟାନୀଅକ୍ଷୟ ତୃତୀୟାଓଡ଼ିଆ ଭାଷା ଆନ୍ଦୋଳନହରେକୃଷ୍ଣ ମହତାବପ୍ରଥମ ବିଶ୍ୱଯୁଦ୍ଧଶ୍ରାଦ୍ଧଚାନ୍ଦ୍ରମାସଚିଲିକା (କବିତା)ଲକ୍ଷ୍ମୀ ପୁରାଣଅନ୍ନଦା ଶଙ୍କର ରାୟମାର୍ଚ୍ଚ ୨୧ଯୁକ୍ତରାଷ୍ଟ୍ର ଆମେରିକାରାଧାମୋହନ ଗଡ଼ନାୟକନବକଳେବରଗର୍ଭାଶୟ ଅନ୍ତଃସ୍ତର କର୍କଟକଳାହାଣ୍ଡି ଜିଲ୍ଲାମଧୁସୂଦନ ରାଓଚୁଡ଼ାଦ୍ୱିତୀୟ ଭାସ୍କରବାରବାଟି ଦୁର୍ଗଭଦ୍ରକପଣା ସଂକ୍ରାନ୍ତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବିନୋଦ ଚନ୍ଦ୍ର ନାୟକଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାନବୀନ ପଟ୍ଟନାୟକନୋବେଲ ପୁରସ୍କାରଓଡ଼ିଶା ପ୍ରିମିଅର ଲିଗଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟାହିଆଲାଗି ବେଶବ୍ୟଞ୍ଜନ ବର୍ଣ୍ଣଜାଭା (ପ୍ରୋଗ୍ରାମିଂ ଭାଷା)ଖଞ୍ଜଣିକାଟୁଲୁ ରବି କୁମାରଉତ୍କଳ ସମ୍ମିଳନୀଜଣ୍ଡିସ୍ବୈକୁଣ୍ଠନାଥ ପଟ୍ଟନାୟକ🡆 More