ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ

ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ ଏକ ପ୍ରସିଦ୍ଧ ରେଳମାର୍ଗ ଅଟେ ଯାହା ଋଷର ରାଜଧାନୀ ମାସ୍କୋକୁ ଋଷର ସାଇବେରୀୟ କ୍ଷେତ୍ରକୁ ଗତିକରି ସୁଦୂର -ପୂର୍ବୀ ସହର ଲ୍ୱାଦିବୋସ୍ତକକୁ ଯାଇ ଯୋଡିହୋଇଥାଏ । ଏହାର ଶାଖା ମଙ୍ଗୋଲିୟକୁ ଗତିକରି ଚୀନ ମଧ୍ୟ ଯାଇଥାଏ । ଏହା ଏକ ୯,୨୫୯ କିମି ଲମ୍ବା ରେଳମାର୍ଗ ଅଟେ ଏବଂ ଏଥିରେ ଯାତ୍ରା କରିବା ପାଇଁ ଆଠ ଦିନ ଲାଗିଯାଏ । ଏହାକୁ ଋଷର ଶାହି ଜମାନେରେ ସନ 1891-1916 ମସିହାରେ ତିଆରି କରାଯାଇଥିଲା । ସାଇବେରୀୟର ଜନସଂଖ୍ୟା ବଢାଇବାରେ ଏବଂ ସେଠାକାର ଆର୍ଥିକ ବିକାଶରେ ଏହି ରେଳମାର୍ଗର ବହୁତ ବଡ଼ ସହାୟତା ରହିଛି । ହଜାର ହଜାର ଲୋକଙ୍କଦ୍ୱାରା ପ୍ରତିବର୍ଷ ସାଇବେରୀୟର ଯାତ୍ରା କରାଯାଇଥାଏ ଏବଂ ଏଥିରେ ଯାତ୍ରା କରିବା ବିଶ୍ୱର ସଫଳ ଅନୁଭବରୁ ଗୋଟିଏ ମାନିବାକୁ ପଡିଥାଏ ।

ଟ୍ରାନ୍ସ-ସାଇବେରୀୟ ରେଳମାର୍ଗ
ନାଜିବାଏବସ୍କାୟା ଷ୍ଟେସନରେ ଏପ୍ରିଲ ମାସରେ ବରଫକୁ ଅତିକ୍ରମ କରୁଥିବା ଟ୍ରେନ

ଅନ୍ୟ ଭାଷାରେ

ଋଷୀ ଭାଷାରେ ଟ୍ରାନ୍ସ-ସାଇବେରୀୟ ରେଳମାର୍ଗକୁ ତ୍ରାନ୍ସସିବିରସ୍କାୟ ମାଗିସ୍ତ୍ରାଳା (Транссибирская магистраль) କୁହାଯାଏ ।

ଗ୍ୟାଲେରି

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୧୫୭୯୩୧ ମାର୍ଚ୍ଚ୨୧ ମାର୍ଚ୍ଚଗୋଦାବରୀଶ ମହାପାତ୍ରଅସହଯୋଗ ଆନ୍ଦୋଳନଇରା ମହାନ୍ତିଇନ୍ଦ୍ରଉଗ୍ର ତାରା ମନ୍ଦିରଯକ୍ଷ୍ମାଦୁର୍ଗା ପୂଜାଷଡ଼ଭୁଜଅଶୋକାଷ୍ଟମୀଅଷ୍ଟ୍ରେଲିଆ ଆଦିମ ଅଧିବାସୀଶରତ କୁମାର ମହାନ୍ତିଶ୍ରୀ ଅରବିନ୍ଦସମୟ (କାଳ)ରାଜ୍ୟ ସଭାମହାଦେଶସମ୍ବାଦଭାରତୀୟ ଡାକ ସେବାଓଡ଼ିଆପୁରାଣଫକୀର ମୋହନ ସେନାପତିଅଞ୍ଜଳି କିସ୍କୁଖୋର୍ଦ୍ଧା ଜିଲ୍ଲାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦୀପାବଳୀ୧୬ଶ ଲୋକ ସଭାହିନ୍ଦୁ ଧର୍ମରଥଯାତ୍ରାବିଭୂତି ଭୂଷଣ ବଳବନ୍ତରାୟଶଙ୍ଖଓଡ଼ିଶାର ଦୋଳଯାତ୍ରାକୁକୁରଉଇକିପିଡ଼ିଆତନ୍ଦ୍ରାଲୋକର ପ୍ରହରୀଯକୃତଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାପ୍ରଧାନ ପୃଷ୍ଠାଫାଲଗୁନବାଲ୍ୟବିବାହମାଗୁଣିର ଶଗଡ଼ଏଲୋରା ଗୁମ୍ଫାଲବଣ ସତ୍ୟାଗ୍ରହନିର୍ମଳା (ଉପନ୍ୟାସ)ଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଉତ୍ତରାଖଣ୍ଡକଟକସରସ୍ୱତୀଡାରିଫେନାସିନ୧୭ ମାର୍ଚ୍ଚମାଛଗୁରୁବାରମନମୋହନ ସାମଲଚୀନବୁଧେଇ ଓଷାକନଫୁସିଅସପ୍ରଧାନମନ୍ତ୍ରୀ ଜନଧନ ଯୋଜନାଦଶାବତାରଅଚ୍ୟୁତାନନ୍ଦ ଦାସଚିକୁନ‌ଗୁନିଆନୃସିଂହନାଥ ମନ୍ଦିରନବକଳେବରଜାଭାଅଯୁଗ୍ମ ସଂଖ୍ୟାସୁଦଶା ବ୍ରତଓଡ଼ିଶାର ଇତିହାସ🡆 More