ଜୟପ୍ରକାଶ ନାରାୟଣ

ଜୟପ୍ରକାଶ ନାରାୟଣ (୧୧ ଅକ୍ଟୋବର ୧୯୦୨ – ୮ ଅକ୍ଟୋବର ୧୯୭୯) (ଲୋକ ନାୟକ ବା JP ନାମରେ ଲୋକପ୍ରିୟ) ଜଣେ ଚିନ୍ତା ନାୟକ, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା କମ୍ୟୁନିଷ୍ଟ ରାଜନେତା । ୧୯୭୦ ଦଶକର ମଧ୍ୟଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନର ନେତୃତ୍ୱ ନେଇ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ତାଙ୍କର ରାଷ୍ଟ୍ରବାଦୀ ସାଥୀ ତଥା ହିନ୍ଦୀ ଭାଷାର ଲେଖକ ରାମବୃକ୍ଷ ବେଣୀପୁରୀ ହେଉଛନ୍ତି ଜୟପ୍ରକାଶଙ୍କ ଜୀବନୀ ଜୟପ୍ରକାଶର ରଚୟୀତା । ୧୯୯୯ ମସିହାରେ ସମାଜ ସେବା କ୍ଷେତ୍ରରେ ଜୟପ୍ରକାଶଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧୀ ଭାରତ ରତ୍ନଦ୍ୱାରା ସମ୍ମାନିତ କରାଯାଇଥିଲା । ପାଟଣାର ବିମାନ ବନ୍ଦର, ନୂଆ ଦିଲ୍ଲୀର ବାହୁଦୁର ଶାହା ଜାଫର ମାର୍ଗରେ ଅବସ୍ଥିତ ଏକ ପାର୍କ ଏବଂ ଦିଲ୍ଲୀର ସର୍ବ ବୃହତ ଚିକିତ୍ସାଳୟ ମଧ୍ୟ ଜୟପ୍ରକାଶଙ୍କ ନାମରେ ନାମିତ । ଅଗଷ୍ଟ ୧, ୨୦୧୫ରେ ଛାପ୍ରା-ଦିଲୀ-ଛାପ୍ରା ସାପ୍ତାହିକ ଦୃଗାମୀ ରେଳ ମଧ୍ୟ ଜୟପ୍ରକାଶଙ୍କ ସମ୍ମାନାର୍ଥେ ଲୋକନାୟକ ଏକ୍ସପ୍ରେସ ନାମରେ ନାମିତ ହୋଇଛି ।

ଜୟପ୍ରକାଶ ନାରାୟଣ
୧୯୮୦ର ଏକ ଡାକଟିକଟରେ ଜୟପ୍ରକାଶ ନାରାୟଣ

ପ୍ରାରମ୍ଭିକ ଜୀବନ

ଉଚ୍ଚ ଶିକ୍ଷା

ରାଜନୈତିକ ଜୀବନ

ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ

ଆଧାର

Tags:

ଜୟପ୍ରକାଶ ନାରାୟଣ ପ୍ରାରମ୍ଭିକ ଜୀବନଜୟପ୍ରକାଶ ନାରାୟଣ ଉଚ୍ଚ ଶିକ୍ଷାଜୟପ୍ରକାଶ ନାରାୟଣ ରାଜନୈତିକ ଜୀବନଜୟପ୍ରକାଶ ନାରାୟଣ ଆଧାରଜୟପ୍ରକାଶ ନାରାୟଣଇନ୍ଦିରା ଗାନ୍ଧୀଭାରତ ରତ୍ନ

🔥 Trending searches on Wiki ଓଡ଼ିଆ:

ଧାତୁକାଜାଖସ୍ତାନଗୋପବନ୍ଧୁ ଦାସଓଡ଼ିଆ ଖାଦ୍ୟଭଦ୍ରକଶିବଟୋକିଓଭାରତୀୟ ଜାତୀୟ କଂଗ୍ରେସବିଦ୍ୟୁତପ୍ରଭା ଦେବୀମାଛନାରୀବାଦଶ୍ରବଣା (ନକ୍ଷତ୍ର)ମନୋଜ ଦାସଲସିଜନ ଗଣ ମନମହାପ୍ରସାଦକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ଇତିହାସବିଜ୍ଞାନସେଇ ଝିଅଟିମହିଳା ଯୌନାଙ୍ଗ ଛେଦନଧରିତ୍ରୀ (ଖବରକାଗଜ)ଅଚ୍ୟୁତ ଗୋକୁଳ ନାୟକଗୋପବନ୍ଧୁ ଚୌଧୁରୀଅଧର ପଟ୍ଟନାୟକରାମକୃଷ୍ଣ ପରମହଂସଗୋଦାବରୀଶ ମିଶ୍ରଅଚ୍ୟୁତାନନ୍ଦ ଦାସଅଣସରଦଣ୍ଡ ନାଟଦ୍ୱିତୀୟ ଭାସ୍କରଜୟୀ ରାଜଗୁରୁ୨୪ ଅପ୍ରେଲଅର୍ଚ୍ଚିତା ସାହୁଦାସକାଠିଆତୃପ୍ତି ଦାସଶାରଳା ପୁରସ୍କାରଅମାବାସ୍ୟାର ଚନ୍ଦ୍ରଜଗନ୍ନାଥଗୌରହରି ଦାସଇଣ୍ଡିଆନ ପ୍ରିମିଅର ଲିଗବିଜୟ ଶଙ୍କର ଦାସବୈଷ୍ଣବ ପାଣିନରେନ୍ଦ୍ର ମୋଦୀତରୁଣକାନ୍ତି ମିଶ୍ରନନ୍ଦିନୀ ଶତପଥୀମୟୂରଭଞ୍ଜ ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆଉରଙ୍ଗଜେବଲିମାରେବତୀ (କ୍ଷୁଦ୍ରଗଳ୍ପ)ପ୍ରେମନବକଳେବରମହାପାତ୍ର ନୀଳମଣି ସାହୁହୀରାକୁଦ ବନ୍ଧସମୟ (କାଳ)ଓଡ଼ିଆ ଉଇକିପିଡ଼ିଆବସନ୍ତ କୁମାର ଶତପଥୀନେତୃତ୍ୱପଣା ସଂକ୍ରାନ୍ତିମହାଦେଶପରୀକ୍ଷାହେପାଟାଇଟିସ ବିହନୁମାନ ଚାଳିଶାଓଡ଼ିଆ ଭାଷା ଆନ୍ଦୋଳନଭାରତୀୟ ଜନତା ପାର୍ଟିବ୍ରୁସେଲୋସିସଥାଲକୁଡ଼ିଜାଭା (ପ୍ରୋଗ୍ରାମିଂ ଭାଷା)ଟ୍ରାପିଜିଅମ🡆 More