ଜଲାଲ ଆଦେନୀ

ଜଲାଲ ଆଦେନୀ (୨୩ ଜୁନ ୧୯୩୬ - ୨୯ ମାର୍ଚ୍ଚ ୨୦୨୧) ଜଣେ ଭାରତୀୟ ଯନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୩୬ ମସିହା ଜୁନ ୨୩ତାରିଖ ଦିନ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୨୧ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା ।

ଜଲାଲ ଆଦେନୀ
ଜନ୍ମ(1936-06-23)୨୩ ଜୁନ ୧୯୩୬
ଭଞ୍ଜନଗର, ଗଞ୍ଜାମ
ମୃତ୍ୟୁ୨୯ ମାର୍ଚ୍ଚ ୨୦୨୧(2021-03-29) (ବୟସ ୮୪)
କଟକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଖଲିକୋଟ ମହାବିଦ୍ୟାଳୟ
ଯାଦବପୁର ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଯନ୍ତ୍ରୀ, ସଂଗୀତ ନିର୍ଦ୍ଦେଶକ
ସନ୍ତାନପରବେଜ (ପୁଅ)
ଗୁଲାଲ, ଜୈବିନ (ଝିଅ)

କଥାଚିତ୍ରରେ ଭୂମିକା

  • ଅନୁତାପ (୧୯୭୭): ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଗାୟକ
  • ହୀରା ମୋତି ମାଣିକ (୧୯୮୦): ପ୍ରଯୋଜକ, ନିର୍ଦ୍ଦେଶକ
  • ସବୁ ସ୍ୱପ୍ନ : ନିର୍ଦ୍ଦେଶକ
  • ପୂଜାରିଣୀ (ଓଡ଼ିଆ, ୧୯୮୧): ନିର୍ଦ୍ଦେଶକ
  • ଜମାନା କ୍ୟା କହେଗା (ହିନ୍ଦୀ, ୧୯୮୨): ନିର୍ଦ୍ଦେଶକ
  • ହମନେ ପ୍ୟାର କିୟା (ହିନ୍ଦୀ, ୧୯୯୨): ନିର୍ଦ୍ଦେଶକ
  • ପ୍ରେମ ଉପହାର (ହିନ୍ଦୀ, ୧୯୯୪): ନିର୍ଦ୍ଦେଶକ

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାଗଞ୍ଜାମ ଜିଲ୍ଲାଭଞ୍ଜନଗରଭାରତ

🔥 Trending searches on Wiki ଓଡ଼ିଆ:

ପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶାର ଇତିହାସରଜିୟା ସୁଲତାନତୃପ୍ତି ଦାସସୀତା ବିବାହଗୋଦାବରୀଶ ମହାପାତ୍ରଲାନାଡେଲୁମାବରାମାୟଣପଣା ସଂକ୍ରାନ୍ତିଭାରତର ନଦୀ ସମୂହର ତାଲିକାଅରୁଣା ମହାନ୍ତିଓଡ଼ିଆ ଭାଷା ଆନ୍ଦୋଳନଚୈତ୍ରବିଜୟ ପ୍ରସାଦ ମହାପାତ୍ରଚୌଧୁରୀ ବିକାଶ ଦାସବୈଷ୍ଣବ ଚରଣ ପଟ୍ଟନାୟକଯୌନ ସମ୍ଭୋଗତାରିଣୀ ମନ୍ଦିର, ଘଟଗାଁ୧୯ ମାର୍ଚ୍ଚରାସନ କାର୍ଡ଼ (ଭାରତ)ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଶିଖରଚଣ୍ଡୀଧର୍ମଗଡ଼୪ ଅପ୍ରେଲଲକ୍ଷ୍ମଣ ନାୟକହେନା ଫୁଲପ୍ରତିଭା ରାୟବାଘସୌର ଜଗତ୨୭ ଅପ୍ରେଲଜାଭା (ପ୍ରୋଗ୍ରାମିଂ ଭାଷା)ବସନ୍ତ କୁମାରୀ ପଟ୍ଟନାୟକଜାତୀୟ ସଙ୍ଗୀତକ୍ଷୀରକିଶୋରଚନ୍ଦ୍ରାନନ୍ଦ ଚମ୍ପୂସୁନାବେଦଓଡ଼ିଆ ଲିପିକାନନ ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଧାତୁନୀଳକଣ୍ଠ ଦାସମାର୍କଣ୍ଡ ଦାସଓଡ଼ିଆ କବି ମାନଙ୍କର ତାଲିକାଭି. କାର୍ତ୍ତିକେୟ ପାଣ୍ଡିଆନଗୋପାଳ ଛୋଟରାୟଜାପାନ୧୯ ଅପ୍ରେଲଓଡ଼ିଆ ରାନ୍ଧଣାଆଖଣ୍ଡଳମଣି ମନ୍ଦିରବ୍ୟଞ୍ଜନ ବର୍ଣ୍ଣଦଶରଥଜନ ଗଣ ମନଶିବାଜୀଚିତ୍ତରଞ୍ଜନ ଦାସwiki.phtmlସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନଗୌରୀଶଙ୍କର ରାୟଅଳତା୨୦ ଅପ୍ରେଲଉତ୍କଳ ଦୀପିକାଉପେନ୍ଦ୍ର ଭଞ୍ଜରେବତୀ (କ୍ଷୁଦ୍ରଗଳ୍ପ)ବର କୋଳି🡆 More