ଚମ୍ପୂ

ଚମ୍ପୂ ଓଡ଼ିଶୀ ସଙ୍ଗୀତ ଏବଂ ସାହିତ୍ୟର ଏକ ବିଶେଷ ଅଂଶ । ଉତ୍କଳୀୟ ଚମ୍ପୂ ଶୈଳୀରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ନେଇ କ୍ରମରେ ୩୪ଟି ଗୀତ ଲେଖାଯାଏ । କୌଣସି ଏକ ଗୀତର ସମସ୍ତ ପାଦ ସେହି ଅକ୍ଷରରେ ଆରମ୍ଭ ହୋଇଥାଏ ।

ପୁରାତନ ଚଉତିଶା ଶୈଳୀରେ ଗୋଟିଏ ଗୀତ ମଧ୍ୟରେ ୩୪ଟି ପଦ ଲେଖାଯାଇଥାଏ ଏବଂ ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ । ଏହି ବିଶେଷ ସାମଞ୍ଜସ୍ୟ ଯୋଗୁଁ କେହି କେହି ଚମ୍ପୂକୁ 'ଚଉପଦୀ-ଚଉତିଶା' ବୋଲି କହିଥାନ୍ତି ।

ଓଡ଼ିଆରେ ଲିଖିତ ଅନେକ ଚମ୍ପୂ ମଧ୍ୟରୁ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ସବୁଠୁଁ ପ୍ରସିଦ୍ଧ । ଏହା ଏତେ ଜନାଦୃତ ଯେ କେବଳ ଚମ୍ପୂ କହିଲେ ଲୋକେ ଏହି ଗ୍ରନ୍ଥକୁ ବୁଝିଥାନ୍ତି ।

Tags:

ଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ଭାନୁଜୀ ରାଓହନୁମାନ ଚାଳିଶାଅନ୍ନପୂର୍ଣ୍ଣା ମହାରଣାବାଘଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମଣ ମିଶ୍ରଜଗନ୍ନାଥରାମାୟଣମହାବୀର ଜୈନଅହିଂସାସମ୍ବାଦଭାରତଦୀନକୃଷ୍ଣ ଦାସରଥଯାତ୍ରାଦଶରଥଅଚ୍ୟୁତାନନ୍ଦ ଦାସଧରଣୀଧର ଭୂୟାଁପଣିକିଆମହାଦେଶ୧୯୩୪ଶବ୍ଦ (ପଦ)ଦଳିତ୨୮ ଅପ୍ରେଲଶ୍ରୀନିବାସ ରାମାନୁଜନଇଲନ ମସ୍କଚୈତ୍ରଇସଲାମ ଧର୍ମଉଇକିପିଡ଼ିଆ ସମୂହର ତାଲିକାଓଡ଼ିଆ କଥାଚିତ୍ର ଜଗତବ୍ରାଉଜରଓଡ଼ିଆ ଭାଷାମଧୁସୂଦନ ଦାସଗୌରୀଶଙ୍କର ରାୟପଣା ସଂକ୍ରାନ୍ତିକୁଞ୍ଜବିହାରୀ ଦାଶଭି. କାର୍ତ୍ତିକେୟ ପାଣ୍ଡିଆନଜହ୍ନିଓଷାଜୁଲିଅସ ସିଜରତୁଳସୀ ଗଛପିତ୍ତକୋଷକାହ୍ନୁଚରଣ ମହାନ୍ତିମଥୁରା ମଙ୍ଗଳଓଡ଼ିଆଗୁରୁ ପ୍ରସାଦ ମହାନ୍ତିଆଖଣ୍ଡଳମଣି ମନ୍ଦିରନକ୍ଷତ୍ରବନ୍ଦେ ଉତ୍କଳ ଜନନୀକୃଷ୍ଣପ୍ରସାଦ ମିଶ୍ରବିଶ୍ୱତାପନଓଡ଼ିଶା ବିଧାନ ସଭାରାଶି ଓ ନକ୍ଷତ୍ରଭରତ (ରାମାୟଣ)କବି ପ୍ରସାଦ ମିଶ୍ର୧୫ ଅପ୍ରେଲଲକ୍ଷ୍ମଣ ନାୟକଦଣ୍ଡ ନାଟଓଡ଼ିଆ ଖାଦ୍ୟବିଜୁଳିଚନ୍ଦ୍ରଶେଖର ନନ୍ଦରାୟଗଡ଼ା ରେଳ ଷ୍ଟେସନରଣଜିତ ପଟ୍ଟନାୟକଜାତୀୟ ବିଜ୍ଞାନ ଦିବସଜୟନାରାୟଣ ମିଶ୍ର୨୪ ଅପ୍ରେଲବ୍ରାହ୍ମଣଶିଖରଚଣ୍ଡୀଝୁମରମିଆ ଖଲିଫା🡆 More